ରାଜ୍ୟ ଅକ୍ଟୋବର ୧୨ରୁ ୧୯ ଯାଏଁ ହେବ ଓଜେଇଇ ପରୀକ୍ଷା By Biplab News - September 18, 2020 ଭୁବନେଶ୍ୱର: ଅକ୍ଟୋବର ୧୨ ରୁ ୧୯ ଯାଏ ହେବ ଓଜେଇଇ। ରାଜ୍ୟ ଓ ରାଜ୍ୟ ବାହାରର ୫୩ କେନ୍ଦ୍ରରେ CBT mode ରେ ହେବ ପରୀକ୍ଷା। ସୂଚନା ଦେଲେ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ। ଓଡ଼ିଶାର ୨୧ ଟି ସହରର ୫୦ ଟି କେନ୍ଦ୍ର ଓ ରାଞ୍ଚି, କୋଲକୋତା ଏବଂ ପାଟଣା ରେ ପରୀକ୍ଷା କେନ୍ଦ୍ର କରାଯାଇଛି।