ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କରୋନା

ଭୁବନେଶ୍ୱର,୧୭।୦୮: କରୋନା କବଳରେ ରାଜ୍ୟରେ ଜଣେ ମନ୍ତ୍ରୀ। ରାଜ୍ୟର ବରିଷ୍ଠ ମନ୍ତ୍ରୀ ସୁଶାନ୍ତ ସିଂ କରୋନା ରେ ଆକ୍ରାନ୍ତ ହୋଇଥିବା ନେଇ ନିଜେ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି ଏବଂ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତେ ସଙ୍ଗରୋଧ ରେ ରହିବାକୁ ପରାମର୍ଶ ଦେଇଛନ୍ତି।