କାର୍ତ୍ତିକ (ତୁଳା) ଅକ୍ଟୋବର ୨୩ ତାରିଖ ୨୦୨୦
ମେଷ – କାର୍ଯ୍ୟ ସଫଳ ହେବ। ମନ ପ୍ରଫୁଲ୍ଲ ରହିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ବୃଷ – ଧନ କ୍ଷୟ ଯୋଗ ରହିଛି। ସତର୍କ ରୁହନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ମିଥୁନ – ଶାରୀରିକ ପୀଡା ଦେଖା ଦେଇପାରେ। ମନ ଅସ୍ଥିର ରହିବ। ଆୟ ଠିକ ରହିବ।
କର୍କଟ – ବନ୍ଧୁ ମିଳନ ଘଟିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ଦିନଟି ମଧ୍ୟମ ଫଳଦାୟକ ହେବାର ସମ୍ଭାବନା ଅଛି।
ସିଂହ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ।
କନ୍ୟା – ଚିନ୍ତାଗ୍ରସ୍ତ ହେବେ। ମନ ଆନ୍ଦୋଳିତ ହୋଇପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ତୁଳା – ଶତ୍ରୁ ବୃଦ୍ଧି ଘଟିବ। ସହଯୋଗ କମ ମିଳିବ। ଆୟ ଠିକ ରହିବ।
ବିଛା – ପ୍ରାଧାନ୍ୟତା ପ୍ରାପ୍ତି ହେବ। ସହଯୋଗ ମିଳିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ଧନୁ – ମନ ଆକୁଳିତ ହେବ। ଆୟ କମ ହେବ। ଶରୀର ସୁସ୍ଥ ରହିବ।
ମକର – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
କୁମ୍ଭ – ଶ୍ରୀହାନୀ ଘଟିପାରେ। ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – ଚିତ୍ତ ପ୍ରସନ୍ନ ରହିବ। ପରିବାରି ସହଯୋଗ ମିଳିବ। ଦିନଟି ପ୍ରାୟ ଭଲରେ କଟିବ।