ରାଶିଫଳ (ଶନିବାର) ଅକ୍ଟୋବର ୧୦ ତାରିଖ ୨୦୨୦

ରାଶିଫଳ (ଶନିବାର)
ଆଶ୍ଵିନ (କନ୍ୟା) ଅକ୍ଟୋବର ୧୦ ତାରିଖ ୨୦୨୦
ମେଷ – ବାଦବିବାଦ ଭିତରେ ଦିନଟି କଟିବ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
ବୃଷ – ଚିନ୍ତାଗ୍ରସ୍ତ ହୋଇପାରନ୍ତି। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ମିଥୁନ – ମନ ଆକୁଳିତ ହେବ। ଆୟ କମ ହୋଇପାରେ। ସୁସ୍ଥତା ଅନୁଭବ କରିବେ।
କର୍କଟ – ସୁଖ ସମ୍ମାନ ପ୍ରାପ୍ତି ଯୋଗ ରହିଛି। ଦିନଟି ଭଲରେ କଟିପାରେ।
ସିଂହ – ବ୍ୟୟ ଅଧିକ ହେବାର ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
କନ୍ୟା – ଆୟ ଭଲ ହୋଇପାରେ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ତୁଳା – କାର୍ଯ୍ୟ ସଫଳ ଯୋଗ ରହିଛି। ଆଳସ୍ୟ ବର୍ଜନ କରନ୍ତୁ। ପୁରାତନ ବନ୍ଧୁଙ୍କ ସହଯୋଗ ନିଅନ୍ତୁ।
ବିଛା – ବିଶ୍ରାମ ଅଧିକ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ଆୟ ଠିକ ରହିବ।
ଧନୁ – ଶାରୀରିକ ପୀଡା ଅନୁଭବ କରିବେ। ମନ ଅସ୍ଥିର ରହିବ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – ବନ୍ଧୁ ମିଳନ ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ।
କୁମ୍ଭ – କ୍ରୋଦ୍ଧ ବୃଦ୍ଧି ହେବ। ମନ ଅସ୍ଥିର ରହିପାରେ। କୌଣସି ବନ୍ଧୁ ବିରୋଧ କରିପାରନ୍ତି।
ମୀନ – ମାନହାନୀ ଘଟିବାର ଯୋଗ ରହିଛି। ଭଗବାନ ବିଷ୍ନୁଙ୍କର ଉପାସନା କରନ୍ତୁ ଲାଘବ ହେବ।