ପୁରୀ : କୋଭିଡ ନିୟମ ଉଲ୍ଲଂଘନ ରୋକିବାକୁ ବସ୍ତି ଅଂଚଳରେ ଡ୍ରୋନ ଜରିଆରେ ନଜର ରଖୁଛି ପ୍ରଶାସନ ଏବଂ ଅଗଷ୍ଟ ୩୧ ଯାଏଁ ସବୁ ସରକାରୀ ଅଫିସକୁ ବାହାର ଲୋକଙ୍କୁ କଟକଣା, ଦୋକାନୀ ମାନେ ମାସ୍କ ଓ ସାମାଜିକ ଦୁରତାକୁ କଡାକଡି ମାନନ୍ତୁ, କୌଣସି କରୋନା ଆକାନ୍ତ ଲୋକଙ୍କୁ ଖରାପ ବ୍ୟବହାର କରନ୍ତୁ ନାହିଁ, ବରିଷ୍ଠ ନାଗରିକଙ୍କୁ ଘରେ ରହିବାକୁ ପରାମର୍ଶ ଦିଅନ୍ତୁ ଯେପରିକି ଗହଳି ସ୍ଥାନ କୁ ଯିବେ ନାହିଁ, କିଛି ଅମାନିଆ ବ୍ୟକ୍ତି କୋଭିଡ ଗାଇଡ଼ ଲାଇନ ମାନୁନାହାନ୍ତି ତେଣୁ ଯେଉଁମାନେ ମାନିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କଡା ଚେତାବନୀ ଦେଇଛନ୍ତି ପୁରୀ ଜିଲ୍ଲାପାଳ ।