ଭୁବନେଶ୍ୱର,୧୮।୭:କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ରାସନ ଦୋକନରେ ସାମଗ୍ ନେବା ବେଳେ ଫିଙ୍ଗର ପ୍ରିଣ୍ଟକୁ ମନା କରିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କରୋନା ଦୃଷ୍ଟିରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଫିଙ୍ଗର ପ୍ରିଣ୍ଟ ମନା ହୋଇଛି । ଏହା ସହ ଫିଙ୍ଗର ପ୍ରିଣ୍ଟ ସ୍କାନର ଓ ଆଇଆରଏସ ମେସିନ ବନ୍ଦ କରିବାକୁ ମନ୍ତ୍ରୀ କହିଛନ୍ତି ।