ବିଶେଷ ଖବରରାଜ୍ୟ କ୍ୟୁନେଟ୍ ଠକେଇ ମାମଲାରେ ୩ ପ୍ରମୋଟରଙ୍କ ଜାମିନ ଖାରଜ By Biplab News - June 29, 2020 କଟକ:୨୯।୦୬: କ୍ୟୁନେଟ୍ ଠକେଇ ମାମଲାରେ ୩ ପ୍ରମୋଟରଙ୍କ ଜାମିନ ଖାରଜ, ଦ୍ୱିତୀୟ ଥର ପାଇଁ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ। କ୍ୟୁନେଟ୍ ଲିମିଟେଡ୍ ଓ ବିହାନ ଚିଟ୍ଫଣ୍ଡ ଠକେଇ ମାମଲା ରେ ୩ ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା କ୍ରାଇମ୍ବ୍ରାଞ୍ଚ ୫୦ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା ।