ଭୁବନେଶ୍ୱର : ସୁସ୍ଥ ହେଲେ ୧୪୩ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ରାଜ୍ୟରେ ୩୮୬୩ ଜଣ ଆରୋଗ୍ୟ ହୋଇଛନ୍ତି।
ଆଜି ସୁସ୍ଥ ୧୪୩ ଜଣ ମଧ୍ୟରୁ ଗଜପତି ଜିଲ୍ଲାରୁ ୧୮ ଜଣ ଅଛନ୍ତି। ସେହିପରି ବରଗଡ଼ରୁ ୧୫, ମାଲକାନଗିରିରୁ ୧୫, ପୁରୀରୁ ୧୫, ବଲାଙ୍ଗିରିରୁ ୧୨, କଟକରୁ ୧୦, ଖୋର୍ଦ୍ଧାରୁ ୯, ମୟୂରଭଞ୍ଜରୁ ୮, କେନ୍ଦ୍ରାପଡ଼ାରୁ ୬; ବାଲେଶ୍ୱର, ଢେଙ୍କାନାଳ ଓ ସମ୍ୱଲପୁରରୁ ୫ ଜଣ ଲେଖାଏ; ଭଦ୍ରକ, ବୌଦ୍ଧ, ଜଗତସିଂହପୁର, ଯାଜପୁର ଓ କଳାହାଣ୍ଡିରୁ ୩ ଜଣ ଲେଖାଏ; କନ୍ଧମାଳ ଓ କେନ୍ଦୁଝରରୁ ୨ ଜଣ ଲେଖାଏ ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।