ଭୁବନେଶ୍ୱର୧୬/୦୬ : ପ୍ରବାସୀ ଙ୍କୁ ଦିଆଯିବ ତାଲିମ୍। ଯେମିତି ପ୍ରବାସୀ ଶ୍ରମିକ ମାନେ ଆଉ ରାଜ୍ୟ ବାହାରକୁ ଯିବେନି କାମ ପାଇଁ। ସେଥିପାଇଁ ସେମାନଙ୍କର ଦକ୍ଷତା ବିକାଶ କରାଯିବ। ରୋଜଗାରକ୍ଷମ କରିବାକୁ ପ୍ରଶିକ୍ଷଣ ଦିଆଯିବ। କୁଶଳୀ, ଅର୍ଦ୍ଧ କୁଶଳୀ ଓ ଅଣ କୁଶଳୀ ଶ୍ରମିକ ଚିହ୍ନଟ କରାଯାଇ ସେମାନଙ୍କ ଦକ୍ଷତା ବିକାଶ କରାଯିବ। ITI, polytechinc ଆଉ ଆନ୍ୟାନ୍ୟ ଅନୁଷ୍ଠାନରେ ସେମାନଙ୍କୁ ଟ୍ରେନିଂ ଦେବୁ ଯେପରି ସେମାନେ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବେ। ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି।