ଭୁବନେଶ୍ୱର ଏମ୍ସର ୪ କରୋନା ଯୋଦ୍ଧା ପଜେଟିଭ !

ଭୁବନେଶ୍ଵର ୦୯/୦୬ : କରୋନାକୁ ନେଇ ବଡ଼ ଖବର । ଭୁବନେଶ୍ୱର ଏମ୍ସ ନିର୍ଦେଦଶିକା ବି.ଗୀତାଞ୍ଜଳିଙ୍କ ସୂଚନା ଅନୁସାରେ ଭୁବନେଶ୍ୱର ଏମ୍ସର ୪ ଡାକ୍ତର କରୋନା ଚିହ୍ନଟ । ସେମାନେ ଡର୍ମାଟୋଲୋଜି, ଫାର୍ମାକୋଲୋଜି, ପାଥୋଲୋଜି ଓ ସର୍ଜରୀ ବିଭାଗର ଅଟନ୍ତି ।