Facebook Twitter Youtube
  • ରାଜ୍ୟ
  • ବିଶେଷ ଖବର
  • ମନୋରଞ୍ଜନ
  • ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ
  • କ୍ରୀଡା
  • ନିଯୁକ୍ତି ଖବର
  • ସାଂସ୍କୃତିକ
  • ଶିକ୍ଷା
  • ଆଞ୍ଚଳିକ
  • ଭିଡିଓ ଖବର
  • ବ୍ଯବସାୟ
  • ସମ୍ପାଦକୀୟ
Search
29.1 C
Bhubaneswar
Wednesday, June 4, 2025
Sign in
Welcome! Log into your account
Forgot your password? Get help
Password recovery
Recover your password
A password will be e-mailed to you.
ବିପ୍ଳବ ନ୍ଯୁଜ
  • ରାଜ୍ୟ
  • ବିଶେଷ ଖବର
  • ମନୋରଞ୍ଜନ
  • ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ
  • କ୍ରୀଡା
  • ନିଯୁକ୍ତି ଖବର
  • ସାଂସ୍କୃତିକ
  • ଶିକ୍ଷା
  • ଆଞ୍ଚଳିକ
  • ଭିଡିଓ ଖବର
  • ବ୍ଯବସାୟ
  • ସମ୍ପାଦକୀୟ
Home ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ ବଦଳିଲା ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ ନିୟମ ଜାଣନ୍ତୁ କ’ଣ ହେଲା ନିୟମ ଏହାକୁ ପାଳନ...
  • ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ

ବଦଳିଲା ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ ନିୟମ ଜାଣନ୍ତୁ କ’ଣ ହେଲା ନିୟମ ଏହାକୁ ପାଳନ ନ କଲେ କ୍ଷତି ସହିବେ।

By
Biplab News
-
September 5, 2020

ନୂଆଦିଲ୍ଲୀ,୦୫।୦୯ : ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ ନିୟମ ପରିବର୍ତ୍ତନ ହୋଇଛି। ଗ୍ରାହକ ଏହାକୁ ପାଳନ ନ କଲେ କ୍ଷତି ସହିବେ। ନୂଆ ନିୟମ ଅନୁଯାୟୀ ପୋଷ୍ଟ ଅଫିସ ଆକାଉଣ୍ଟର ସର୍ବନିମ୍ନ ବାଲାନ୍ସ ସୀମା ୫୦ ଟଙ୍କାରୁ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ଯଦି ଆପଣଙ୍କ ଖାତାରେ ସର୍ବନିମ୍ନ ୫୦୦ ଟଙ୍କାରୁ କମ ଥାଏ ତାହେଲେ ଆର୍ଥିକ ବର୍ଷର ଅନ୍ତିମ କାର୍ଯ୍ୟ ଦିବସରେ ପୋଷ୍ଟ ଅଫିସ ୧୦୦ ଟଙ୍କା ଫାଇନ ଅସୁଲ କରିବ।
ସେହିପରି ଡାକଘର ବର୍ତ୍ତମାନ ବ୍ୟକ୍ତିଗତ କିମ୍ବା ସଂଯୁକ୍ତ (ଜଏଣ୍ଟ) ଆକାଉଣ୍ଟରେ ପ୍ରତିବର୍ଷ ୪ ପ୍ରତିଶତ ସୁଧ ଦେଇଥାଏ। କିନ୍ତୁ ସଞ୍ଚୟ ଖାତାରେ ସର୍ବନିମ୍ନ ୫୦୦ ଟଙ୍କା ରହିବା ଜରୁରୀ। ଯଦି ଆପଣ ଆକାଉଣ୍ଟ ସହିତ ଆଧାର ଲିଙ୍କ କରିନାହାନ୍ତି ତା’ହେଲେ ଶୀଘ୍ର ଲିଙ୍କ କରିଦିଅନ୍ତୁ। ଏହାଦ୍ୱାରା ଆପଣ ସରକାରୀ ସବସିଡିର ଲାଭ ଉଠାଇ ପାରିବେ। ପୋଷ୍ଟ ଅଫିସରେ ସେଭିଂ ଆକାଉଣ୍ଟ ଖୋଲିଲେ ମିଳିଥାଏ ଅନେକ ସୁବିଧା। ନନ୍-ଚେକ୍ ସୁବିଧା ଖାତାରେ ସର୍ବନିମ୍ନ ରାଶି ୫୦ ଟଙ୍କା। ଆର୍ଥିକ ବର୍ଷ ୨୦୧୨-୧୩ରୁ ଅର୍ଜିତ ସୁଧ ପ୍ରତିବର୍ଷ ୧୦ ହଜାର ତାଙ୍କ ଏଯାଏଁ କର ମୁକ୍ତ ରହିଛି। ଏହାଛଡା କୌଣସି ନାବାଳକ/ନାବାଳିକାଙ୍କ ନାଁରେ ମଧ୍ୟ ଆକାଉଣ୍ଟ ଖୋଲା ଯାଇପାରବ। ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ବର୍ଷର ନାବାଳିକ/ନାବାଳିକା ଆକାଉଣ୍ଟ ଖୋଲି ପାରିବେ। ଏହାଛଡା ଡାକ ବିଭାଗ ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ ସହିତ ଆଧାର ଲିଙ୍କ କରାଇବାକୁ ଏକ ସର୍କୁଲାର ଜାରି କରିଛି। ଏଥିରେ କୁହାଯାଇଛି ଲୋକେ ନିଜ ଏହି ଆକାଉଣ୍ଟରେ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି )ର ଲାଭ ଉଠାଇପାରିବେ।

  • TAGS
  • Account
  • Postal
Previous articleପ୍ରକାଶ ପାଇଲା +୨ କଳା ରେଜଲ୍ଟ
Next articleନାଳରେ କଦଳୀ ଗଛ ଭେଳାରେ ପାର ହେଉଥିବାବେଳେ ଭେଳା ଓଲଟି ୨ ଯୁବକର ମୃତ
Biplab News

RELATED ARTICLESMORE FROM AUTHOR

ବିଶେଷ ଖବର

ଓମାନ ବସ୍ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୩ ଓଡ଼ିଆ, ଖୋର୍ଦ୍ଧାରେ ପହଞ୍ଚିଲା ମୃତଦେହ

ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ

ସରବତି ଦେବୀ ମହିଳା ମହା ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ |

ବିଶେଷ ଖବର

ୟୁକ୍ରେନରେ କନ୍ଧମାଳର ଛାତ୍ର, ପରିବାର ଚିନ୍ତାରେ : ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ନିବେଦନ

EDITOR PICKS

କିରିକୁଟି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଝୁଲୁଛି ତାଲା, ରୋଗୀ ହନ୍ତସନ୍ତ

June 2, 2025

ବିଜୁ ସେତୁ ଯୋଜନାରେ ଦବିଲା ପୋଲ: ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା...

June 1, 2025

ପଞ୍ଚାୟତ ଅର୍ଥ ଆତ୍ମସାତ ଘଟଣା ରେ ପିଇଓ, ଜିଆରଏସ ନିଲମ୍ବିତ

June 1, 2025

POPULAR POSTS

ଅମ୍ଫାନ ଅପଡେଟ

May 18, 2020

ଚିକେନ୍ ଓ ଅଣ୍ଡା ଖାଇବା ସମ୍ପୂର୍ଣ୍ଣ ନିରାପଦ ଏବଂ ଏହି ଗୁଜବକୁ ବିଶ୍ୱାସ ନକରିବା...

June 3, 2020

ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ପରେ ଲୋକେ ଆତଙ୍କିତ

May 16, 2020

POPULAR CATEGORY

  • ବିଶେଷ ଖବର5380
  • ରାଜ୍ୟ1189
  • ଆଞ୍ଚଳିକ1187
  • ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ352
  • ଅପରାଧ232
  • ରାଶିଫଳ149
  • ସ୍ୱାସ୍ଥ୍ୟ148
  • ରାଜନୈତିକ143
  • ପାଣିପାଗ138
ABOUT US
Biplab News Belives on Truth & Faith. It Fights For Right.
Contact us: support@biplabnews.com , thebiplabnews@gmail.com
FOLLOW US
Facebook Twitter Youtube
© 2020 Biplab News, All Rights Reserved. Designed By B N Team
Translate »
error: Content is protected !!
MORE STORIES

କିରିକୁଟି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଝୁଲୁଛି ତାଲା, ରୋଗୀ ହନ୍ତସନ୍ତ

June 2, 2025

ବିଜୁ ସେତୁ ଯୋଜନାରେ ଦବିଲା ପୋଲ: ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା...

June 1, 2025

ପଞ୍ଚାୟତ ଅର୍ଥ ଆତ୍ମସାତ ଘଟଣା ରେ ପିଇଓ, ଜିଆରଏସ ନିଲମ୍ବିତ

June 1, 2025
1
hi
Welcome 2 Biplabnews