ଅମିତାଭ ବଚ୍ଚନ ଙ୍କୁ କରୋନା

ନୂଆଦିଲ୍ଲୀ,୧୧।୦୭:ଅମିତାଭ ବଚ୍ଚନ ଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପରିବାରର ଲୋକଙ୍କୁ ମଧ୍ୟ କରୋନା ପରୀକ୍ଷା କରାଯାଇଛି। ସେଗୁଡ଼ିକର ଫଳାଫଳ ଏପର୍ଯ୍ୟନ୍ତ ଆସି ନାହିଁ |ଏ ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି ।