ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ ପୁଣି ବଢିଲା ତୈଳ ଦର By biplabnews - June 15, 2020 ଲଗାତାର ନବମ ଦିନରେ ବଢ଼ିଛି ତୈଳ ଦର, ପେଟ୍ରୋଲ ଲିଟର ପିଛା ୪୮ ପଇସା ବଢିଥିବା ବେଳେ ଡିଜେଲ୍ ଲିଟର ପିଛା ୫୯ ପଇସା ବୃଦ୍ଧି ପାଇଛି | ପ୍ରତ୍ୟେକ ରାଜ୍ୟରେ ଭାଟ୍ କିମ୍ବା ସ୍ଥାନୀୟ ବିକ୍ରି କର ଅନୁସାରେ ପେଟ୍ରୋଲ ଓ ଡିଜେଲ ଦର ଭିନ୍ନ ଭିନ୍ନ ରହିବ ।