ଆଞ୍ଚଳିକ ଏହି ନର୍ସିଂ ହୋମ୍ ରେ ୩ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ସିଲ କରି ଦିଆଗଲା By Biplab News - June 29, 2020 ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଏକ ଘରୋଇ ନର୍ସିଂହୋମ୍ର ୩ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ନର୍ସିଂହୋମ୍କୁ ସିଲ୍ କରି ଦିଆଯାଇଛି। ୭ ଦିନ ପାଇଁ ସମ୍ପୃକ୍ତ ନର୍ସିଂହୋମକୁ ସିଡିଏମ୍ଓ ସିଲ୍ କରିଦେଇଛନ୍ତି।