ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍ ର ୨୫ ତମ ଵାର୍ଷିକ ଉତ୍ସଵ

ବ୍ରହ୍ମପୁର/ ଚମାଖଣ୍ଡି ୨୫/୧୧, (ଶ୍ରୀକାନ୍ତ କୁମାର ବେହେର) ବ୍ରହ୍ମପୁର ଉପ କ ଣ୍ଟେ ସ୍ଥିତ ଆମ୍ବପୁଆ ନିକଟ ସ୍ଥିତ ଶନିବାର, ସନ୍ଧ୍ୟା ସମୟରେ,ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍ ର ୨୫ତମ ଵାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଡଃ ଗୈ।ରୀ ଶଙ୍ଗର ପଣ୍ଡାଙ୍କ ଅଧ୍ୟକ୍ଷ ତା ରେ ଅନୁଷ୍ଠିତ କାଯ୍ୟକ୍ରମ ରେ ମୂଖ୍ୟ ଅତିଥି ବ୍ରହ୍ନପୁର ଏସପିସର ଵଣା ବିବେକ ଏମ୍, ମୂଖ୍ୟବକ୍ତା ଭାବେ କୁଳ ପତି ପ୍ରଫେସର, ପ୍ରଫୁଲ କୁମାର ମହାନ୍ତି,ଅନ୍ୟ ତମ ଅତିଥି ଭାବେ ଚେୟାର ମେନ୍, କମ୍ମେନେ ଜିମେଙ୍ଗ ନିର୍ଦ୍ଧେଶ କ ଡଃ,ଜି ଏସ ପଟ୍ଟନାୟକ, ଓ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ବ ତଥା, ସି ଇ ଓ,, ହୃଷି କେଶ ପାଣି ଗ୍ରାହୀ, ଡଃ ସୁଚିତ୍ରା ଦାସ,ଏଵ ସମ୍ମାନିତ ଵକ୍ତା ବିଶିଷ୍ଟ ଅତିଥି ସୁଧୀର ଶଙ୍କର ପଣ୍ଡା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ବିଶିଷ୍ଟ ଅତିଥି ଇ କୁନାଲ, କୈ।ଶିକ ପଣ୍ଡା, ଓ ଅଧ୍ୟକ୍ଷା ଉଷା ରାଣୀ ପଣ୍ଡା ଅତିଥି ଭାବେ ଯୋଗ ଶିକ୍ଷା ଉନ୍ନତି ଉପା ଦେୟ ଉପରେମତ ବ୍ୟକ୍ତଦେଇଥିଲେ । ଅତିଥି ମାନଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରି ଥିଲେ । ସମସ୍ତ ଅତିଥି ଗଣମାଧ୍ୟମ ପ୍ରତିନିଧି ଓ ପୁରେ।ଧା, ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିରେ ଶିକ୍ଷକ ଶିକ୍ଷତ୍ରୀ, ଓ ଅଭିଭାବକ ମାନେ ସହଯୋଗ କରିଥିଲେ।