କାର୍ତ୍ତିକ (ତୁଳା) ନଭେମ୍ବର ୨ ତାରିଖ ୨୦୨୦
ମେଷ – ପଥରୋଧ ଘଟିପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ବୃଷ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଭଲରେ କଟିପାରେ।
ମିଥୁନ – କାର୍ଯ୍ୟ କ୍ଷେତ୍ରରେ ପ୍ରତିଯୋଗିତାର ସମ୍ମୁଖୀନ ହେବେ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
କର୍କଟ – କାର୍ଯ୍ୟସିଦ୍ଧି ହେବ। ମନ ପ୍ରଫୁଲ୍ଲ ରହିବ। ଆୟ ଭଲ ହେବ।
ସିଂହ – ସଫଳତା ମିଳିବ। ଶରୀର ସୁସ୍ଥ ରହିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
କନ୍ୟା – କୃତକାର୍ଯ୍ୟ ହୋଇପାରନ୍ତି। ଶରୀର ସୁସ୍ଥ ରହିବ। ଆୟ ଭଲ ହୋଇପାରେ।
ତୁଳା – ସୁଖ ସନ୍ତୋଷ ପ୍ରାପ୍ତି ହେବ। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ବିଛା – ଶତ୍ରୁ ଭୟ ଦେଖାଦେଇ ପାରେ। ମାତା କାଳୀଙ୍କର ଉପସନା କରନ୍ତୁ ଲାଘବ ହେବ।
ଧନୁ – ପରାମର୍ଶ କରି କାର୍ଯ୍ୟ କରନ୍ତୁ। ପୁରାତନ ବନ୍ଧୁଙ୍କର ସହଯୋଗ ନିଅନ୍ତୁ। କାର୍ଯ୍ୟ ସଫଳ ହେବ।
ମକର – ଦ୍ରବ୍ୟ ନଷ୍ଟ ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – ପରିଶ୍ରମ ଅଧିକ ହେବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ମୀନ – ପରିଶ୍ରମ ତୁଳନାରେ ଫଳ କମ ହେବ। ବନ୍ଧୁ ସହଯୋଗ ପ୍ରାପ୍ତି ହେବ।