ରାଶିଫଳ (ଗୁରୁବାର) ସେପ୍ଟେମ୍ବର ୨୪ ତାରିଖ ୨୦୨୦

ଆଶ୍ଵିନ (କନ୍ୟା) ସେପ୍ଟେମ୍ବର ୨୪ ତାରିଖ ୨୦୨୦
ମେଷ – ସେବାପୂଜା ପ୍ରତି ଆଗ୍ରହ ବଢିବ। ମାନସିକ ଶାନ୍ତି ମିଳିବ। ଆୟ ଠିକ ରହିବ।
ବୃଷ – ଶାରୀରିକ ପୀଡା ଅନୁଭବ କରିପାରନ୍ତି। ସହଯୋଗ ମିଳିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ।
ମିଥୁନ – ବନ୍ଧୁ ମିଳନ ଘଟିପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ଭଲ ହେବ।
କର୍କଟ – ଅପଯଶ ମିଳିପାରେ। ସତର୍କ ରୁହନ୍ତୁ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ସିଂହ – ଦୁଶ୍ଚିନ୍ତା ବୃଦ୍ଧି ହୋଇପାରେ। ଆୟ ମାକ ହେବ। ଶରୀର ସୁସ୍ଥ ରହିବ।
କନ୍ୟା – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ପାରିବାରିକ ସହଯୋଗ ମିଳିବାର ସମ୍ଭାବନା ଅଛି।
ତୁଳା – ଆଳସ୍ୟ ଭାବ ଦେଖାଦେଇପାରେ। ଆୟ ସ୍ଥିର ରହିବ।
ବିଛା – ଆଶାବାଡି ହେବେ। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଜନା କରିପାରନ୍ତି। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ଧନୁ – ଶ୍ରୀଚନ୍ଦ୍ର ରହିଛି। ସର୍ବକୁଶଳ ଅନୁଭୂତ ହେବ। ଦିନଟି ଭଲରେ କଟିବାର ସମ୍ଭାବନା ଅଛି।
ମକର – ମାନସିକ ଅସନ୍ତୋଷ ଦେଖାଦେଇପାରେ। ଆୟ ଭଲ ହେବ। ଶରୀର ସୁସ୍ଥ ରହିବ।
କୁମ୍ଭ – ଉତ୍ତମ ଆୟ ଯୋଗ ରହିଛି। କର୍ମ ତତ୍ପର ହୁଅନ୍ତୁ। ସହଯୋଗ ପ୍ରାପ୍ତି ହେବାର ସମ୍ଭାବନା ଅଛି।
ମୀନ – ନିଷ୍ଠାର ସହ କର୍ତ୍ତବ୍ୟ କରିବେ। ସହଯୋଗ ମିଳିବ। ଆୟ ଭଲ ହେବ।