ଆଜିର ରାଶିଫଳ ସୋମବାର ୦୭.୦୯.୨୦୨୦

ଭାଦ୍ର (ସିଂହ) ସେପ୍ଟମ୍ବର ୭ – ୨୦୨୦
ମେଷ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ଭଗବାନ ଶିବଙ୍କର ଉପସନା କରନ୍ତୁ ଲାଘବ ହେବ।
ବୃଷ – ଯାତ୍ରା ସ୍ଥଗିତ ହେବାର ସମ୍ଭାବନା ରହିଛି। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
ମିଥୁନ – ଆୟ ବୃଦ୍ଧି ଯୋଗ ରହିଛି। କର୍ମତତ୍ପର ହୁଅନ୍ତୁ। ସହଯୋଗ ମିଳିପାରେ।
କର୍କଟ – ଉତ୍ସାହ ବୃଦ୍ଧି ହେବ। ସହଯୋଗ ମିଳିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ସିଂହ – ଦୁଃଖ ଦୈନ୍ୟତା ଦେଖା ଦେଇପାରେ। ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – କାର୍ଯ୍ୟହାନୀ ଘଟିପାରେ। ଆୟ କମ ହେବାର ସମ୍ଭାବନା ରହିଛି।
ତୁଳା – ଶାରୀରିକ ପୀଡା ଅନୁଭବ କରିବେ। ମାନସିକ ଉତ୍ସାହ କମ ହେବ। ଆୟ ସ୍ଥିର ରହିବ।
ବିଛା – ଅସହଯୋଗ ବୃଦ୍ଧି ପାଇବ। ଶରୀର ସୁସ୍ଥ ରହିବ। ଆୟ ଠିକ ହେବ।
ଧନୁ – ପରଚର୍ଯ୍ୟା କରିପାରନ୍ତି। ଅସନ୍ତୋଷ ବୃଦ୍ଧି ହେବ। ସହଯୋଗ ମିଳିବାରେ ବାଧା ସୃଷ୍ଟି ହୋଇପାରେ।
ମକର – ଯଶହନୀ ଘଟିବାର ଯୋଗ ରହିଛି। ଶନିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜିପାରେ। ମନ ଆନ୍ଦୋଳିତ ହେବ। ଶରୀର ସୁସ୍ଥ ରହିବ।
ମୀନ – ପରିଶ୍ରମ ଅଧିକ ହେବାର ସମ୍ଭାବନା ରହିଛି। ଆୟ ଅଧକ ହୋଇପାରେ। ସହଯୋଗ ମିଳିବ।