ରାଜ୍ଯସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଗିରଫ ଦାବିରେ ଖପ୍ରାଖୋଲ ଆଦିବାସି ସଂଘର ପ୍ରତିବାଦ

ଖପ୍ରାଖୋଲ ୦୬/୦୬ ( ରୁପେନ୍ଦ୍ର ମୁଣ୍ଡା ) : ଖପ୍ରାଖୋଲ ବ୍ଳକ ଆଦିବାସୀ ସଂଘ ବି.ଜେ.ଡି ର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଗାଡି ଦୁର୍ଘଟଣାରେ ଯୁବକଙ୍କ ମୃତ ବରଣ କରିଥିବା ଯୋଗୁ ବି.ଜେ.ପି ଜିଲ୍ଲା ସଭାପତି ଶିବାଜି ମହାନ୍ତି ସାଂସଦ କୁ ଗିରଫ କରିବା ପାଇଁ ଅଭିଯୋଗ ଆଣୁଛନ୍ତି । କିନ୍ତୁ ଖପ୍ରାଖୋଲ ଆଦିବାସୀ ନେତ୍ରୀ ଖପ୍ରାଖୋଲ ବ୍ଲକ ସାଂସଦ ନମୋନି ଲଷ୍ମୀ ଶବର କହୁଛନ୍ତି କି ସାଂସଦ ନିରଞ୍ଜନ ବିଶିଙ୍କ ଗାଡିରେ ଯେଉଁ ଯୁବକ ଗାଡିରେ ପିଟି ହୋଇ ମୃତୁ ବରଣ କରିଛନ୍ତି । ଏହା ଏକ ଦୈବି ଦୁର୍ଘ୍ୟଟଣା ଏଥିରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଦାୟି କରିବା ଭୁଲ କାରଣ ବିଶି ବାବୁ ତାଙ୍କ ଗାଡିରେ ନଥିଲେ । ଗାଡି ନେଇ ଡ୍ରାଇଭର ନିଜ ଘରୋଇ କାମରେ ଏକୁଟିଆ ଯାଉଥିଲେ ଏହି ସମୟରେ ପାଟଣାଗଡ ଠାରୁ ଲରମ୍ଭା ରାସ୍ତା ଦୁର୍ଘ୍ୟଟଣା ହୋଇଥିଲା । ବି.ଜେ.ପି ଦାଈ କରୁଅଛି । ନିରଞ୍ଜନ ବିଶିଙ୍କୁ ଗିରଫ କରିବା ପାଇ କିନ୍ତୁ ଏହାର ପ୍ରତିବାଦ କରୁଅଛି ଖପ୍ରାଖୋଲ ଆଦିବାସୀ ସଂଘର ନେତ୍ରୀ ଲକ୍ଷ୍ମି ଶବର , ଯଦୁମଣି ବରିହା , ସତ୍ୟଭାମା ମାଝି , ଜୟନ୍ତି ବରିହା , ବୈଦ ସିଂ ବରିହା , ଗୁରୁଦେବ ବରିହା , ବିରଞ୍ଚୀ ବରିହା , ଟିକେଶ୍ଵର ଧରୁଆ ଦାବି କରୁଛନ୍ତି କି ଗତ କିଛି ଦିନ ଆଗରୁ ଟ୍ରେନ ଦୁର୍ଘ୍ୟଟଣାରେ ୫୦୦ ଲୋକ ମୃତ୍ୟୁବରଣ କରିଛନ୍ତି । ତେବେ ରେଲୋୱେ ମନ୍ତ୍ରୀ ଦାଈ କି ଏପରି ଅଭିଯୋଗ ଆଣୁଛନ୍ତି ଆଦିବାସି ସଂଘ ଖପ୍ରାଖୋଲ ।