ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ।

୧)  ଚାନ୍ଦବାଲି (ଏନଏସି) ଅନୁସୂଚିତ ଜାତି (ମହିଳା)

୨) ବିଜେପୁର (ଏନଏସି) ଅନୁସୂଚିତ ଜାତି (ମହିଳା)

୩) ରେମୁଣା (ଏନଏସି) ଅନୁସୂଚିତ ଜାତି (ମହିଳା)

୪) ଦଶପଲ୍ଲା (ଏନଏସି) ଅନୁସୂଚିତ ଜାତି (ମହିଳା)

୫) ପାରାଳାଖେମୁଣ୍ଡି (ମୁନିସିପାଲିଟି) ଅନୁସୂଚିତ ଜାତି (ମହିଳା)

୬ ) ପଦମପୁର (ଏନଏସି) ଅନୁସୂଚିତ ଜାତି (ମହିଳା)

୭ ) ନିଳଗିରି (ଏନଏସି) ଅନୁସୂଚିତ ଜାତି (ମହିଳା)

୮) ତରଭା (ଏନଏସି) ଅନୁସୂଚିତ ଜାତି (ମହିଳା)

୯) ପୋଲସରା (ଏନଏସି) ଅନୁସୂଚିତ ଜାତି (ମହିଳା)

୧୦) କୋରାପୁଟ (ଏନଏସି) ଅନୁସୂଚିତ ଜାତି

୧୧) କବିସୂର୍ଯ୍ୟନଗର (ଏନଏସି) ଅନୁସୂଚିତ ଜାତି

୧୨) ସୋର (ମୁନିସିପାଲିଟି) ଅନୁସୂଚିତ ଜାତି

୧୩ ) ଖଲ୍ଲିଖୋଟ  (ଏନଏସି) ଅନୁସୂଚିତ ଜାତି

୧୪) ଝାରସୁଗୁଡା (ମୁନିସିପାଲିଟି) ଅନୁସୂଚିତ ଜାତି

୧୫) ବେଲାଗୁଣ୍ଠା (ଏନଏସି) ଅନୁସୂଚିତ ଜାତି

୧୬ ) ଜଟଣୀ  (ମୁନିସିପାଲିଟି) ଅନୁସୂଚିତ ଜାତି

୧୭) ନବରଙ୍ଗପୁର (ମୁନିସିପାଲିଟି) ଅନୁସୂଚିତ ଜାତି

୧୮) ବ୍ରଜରାଜନଗର (ମୁନିସିପାଲିଟି) ଅନୁସୂଚିତ ଜନଜାତି (ମହିଳା)

୧୯) ଉମରକୋଟ୍ (ମୁନିସିପାଲିଟି) ଅନୁସୂଚିତ ଜନଜାତି (ମହିଳା)

୨୦) ଗୁଡ଼ାରୀ (ମୁନିସିପାଲିଟି) ଅନୁସୂଚିତ ଜନଜାତି (ମହିଳା)

୨୧) ଆନନ୍ଦପୁର (ମୁନିସିପାଲିଟି) ଅନୁସୂଚିତ ଜନଜାତି (ମହିଳା)

୨୨) ବ୍ୟାସନଗର (ମୁନିସିପାଲିଟି) ଅନୁସୂଚିତ ଜନଜାତି (ମହିଳା)

୨୩) ବାଲିଗୁଡା (ଏନଏସି) ଅନୁସୂଚିତ ଜନଜାତି

୨୪)  ପାଟଣାଗଡ (ଏନଏସି) ଅନୁସୂଚିତ ଜନଜାତି

୨୫) ବିନିକା (ଏନଏସି) ଅନୁସୂଚିତ ଜନଜାତି

୨୬) ଜି ଉଦୟଗିରି (ଏନଏସି) ମହିଳା

୨୭) କାସିନାଗର (ଏନଏସି) ମହିଳା

୨୮) କରଞ୍ଜିଆ (ଏନଏସି) ମହିଳା

୨୯) ଗୁଣୁପୁର (ମୁନିସିପାଲିଟି) ମହିଳା

୩୦) ଖରିଆର ରୋଡ୍ (ଏନଏସି) ମହିଳା

୩୧) ବାସୁଦେବପୁର (ମୁନିସିପାଲିଟି) ମହିଳା

୩୨ ) ଛତ୍ରପୁର (ଏନଏସି) ମହିଳା

୩୩) ରମ୍ଭା (ଏନଏସି) ମହିଳା

୩୪) ସୁନ୍ଦରଗଡ (ମୁନିସିପାଲିଟି) ମହିଳା

୩୫) ଉଦଳା (ଏନଏସି) ମହିଳା

୩୬ ) ଚିକିଟି (ଏନଏସି) ମହିଳା

୩୭) ବାଲେଶ୍ଵର (ମୁନିସିପାଲିଟି) ମହିଳା

୩୮) ଟିଟଲାଗଡ (ମୁନିସିପାଲିଟି) ମହିଳା

୩୯) ଜଗତସିଂହପୁର (ମୁନିସିପାଲିଟି) ମହିଳା

୪୦ ) ଭଦ୍ରକ (ମୁନିସିପାଲିଟି) ମହିଳା

୪୧) ଯାଜପୁର (ମୁନିସିପାଲିଟି) ମହିଳା

୪୨) ଧାମନଗର (ଏନଏସି) ମହିଳା

୪୩) ବରଗଡ  (ମୁନିସିପାଲିଟି) ମହିଳା

୪୪ ) ପୁରଷୋତ୍ତମପୁର (ଏନଏସି) ମହିଳା

୪୫) ନିମପଡା (ଏନଏସି) ମହିଳା

୪୬) ଭବାନୀପାଟଣା (ମୁନିସିପାଲିଟି) ମହିଳା

୪୭) ବଲାଙ୍ଗୀର (ମୁନିସିପାଲିଟି) ମହିଳା

୪୮ ) କେନ୍ଦ୍ରାପଡା (ମୁନିସିପାଲିଟି) ମହିଳା

୪୯) ସୋନେପୁର (ମୁନିସିପାଲିଟି) ମହିଳା

୫୦ ) କୋଣାର୍କ (ଏନଏସି) ମହିଳା

୫୧) ଆଠଗଡ଼ (ଏନଏସି) ମହିଳା

୫୨) ଦେଓଗଡ଼ (ମୁନିସିପାଲିଟି) ମହିଳା

୫୩) ରଣପୁର (ଏନଏସି) ମହିଳା

୫୪) ନୟାଗଡ଼ (ମୁନିସିପାଲିଟି) ମହିଳା

୫୫) ଗଞ୍ଜାମ (ଏନଏସି) ମହିଳା

୫୬) ଢେଙ୍କାନାଳ (ମୁନିସିପାଲିଟି) ମହିଳା

୫୭) ଫୁଲବାଣୀ (ମୁନିସିପାଲିଟି) ମହିଳା

୫୮) ଖୋରଧା (ମୁନିସିପାଲିଟି) ମହିଳା

୫୯) ବାଲୁଗାଁ (ଏନଏସି) ମହିଳା

୬୦) ପୁରୀ (ମୁନିସିପାଲିଟି) ମହିଳା

୬୧) କେନ୍ଦୁଝର (ମୁନିସିପାଲିଟି) ମହିଳା

୬୨) ଖଣ୍ଡପଡା (ଏନଏସି) ମହିଳା

୬୩) ଚୌଦ୍ଵାର (ମୁନିସିପାଲିଟି) ମହିଳା

୬୪) ଆଠମଲ୍ଲିକ  (ଏନଏସି) ମହିଳା

୬୫ ) ବାଙ୍କି (ଏନଏସି) ମହିଳା

୬୬ ) କୋଟପଡା (ଏନଏସି) ଅଣ-ସଂରକ୍ଷିତ

୬୭) ରାଇରଙ୍ଗପୁର (ମୁନିସିପାଲିଟି) ଅଣ-ସଂରକ୍ଷିତ

୬୮) ଜୁନାଗଡ (ଏନଏସି) ଅଣ-ସଂରକ୍ଷିତ

୬୯ ) ଗୋପାଳପୁର (ଏନଏସି) ଅଣ-ସଂରକ୍ଷିତ

୭୦ ) ଜୟପୁର (ମୁନିସିପାଲିଟି) ଅଣ-ସଂରକ୍ଷିତ      

୭୧) କୁଚିଣ୍ଡା (ଏନଏସି) ଅଣ-ସଂରକ୍ଷିତ

୭୨) ନୁଆପଡା (ଏନଏସି) ଅଣ-ସଂରକ୍ଷିତ

୭୩) ଭଞ୍ଜନଗର (ଏନଏସି) ଅଣ-ସଂରକ୍ଷିତ

୭୪) ବାର୍ବି (ଏନଏସି) ଅଣ-ସଂରକ୍ଷିତ

୭୫ ) ବାଣପୁର (ଏନଏସି) ଅଣ-ସଂରକ୍ଷିତ

୭୬ ) ବୀରମିତ୍ରପୁର (ମୁନିସିପାଲିଟି) ଅଣ-ସଂରକ୍ଷିତ

୭୭) ସୋରୋଡା (ଏନଏସି) ଅଣ-ସଂରକ୍ଷିତ

୭୮) ରାୟଗଡା (ମୁନିସିପାଲିଟି) ଅଣ-ସଂରକ୍ଷିତ

୭୯) ଦିଗପହଣ୍ଡି (ମୁନିସିପାଲିଟି) ଅଣ-ସଂରକ୍ଷିତ

୮୦) ଖରିଆର (ଏନଏସି) ଅଣ-ସଂରକ୍ଷିତ

୮୧) ବରପାଲୀ (ଏନଏସି) ଅଣ-ସଂରକ୍ଷିତ

୮୨) ପଟ୍ଟାମୁଣ୍ଡାଇ (ମୁନିସିପାଲିଟି) ଅଣ-ସଂରକ୍ଷିତ

୮୩) ଜଳେଶ୍ୱର (ମୁନିସିପାଲିଟି) ଅଣ-ସଂରକ୍ଷିତ

୮୪) ଧର୍ମଗଡ (ଏନଏସି) ଅଣ-ସଂରକ୍ଷିତ

୮୫) ବାଲିମେଲା (ଏନଏସି) ଅଣ-ସଂରକ୍ଷିତ

୮୬ ) ରାଜଗାଙ୍ଗପୁର (ମୁନିସିପାଲିଟି) ଅଣ-ସଂରକ୍ଷିତ

୮୭ ) ଆସ୍କା (ଏନଏସି) ଅଣ-ସଂରକ୍ଷିତ

୮୮) କେସିଙ୍ଗା (ଏନଏସି) ଅଣ-ସଂରକ୍ଷିତ

୮୯ ) ବୁଗୁଡା (ଏନଏସି) ଅଣ-ସଂରକ୍ଷିତ

୯୦ ) ପିପିଲି (ଏନଏସି) ଅଣ-ସଂରକ୍ଷିତ                              

୯୧) ହିଞ୍ଜିଳିକାଟୁ (ମୁନିସିପାଲିଟି) ଅଣ-ସଂରକ୍ଷିତ

୯୨) ଯୋଡା (ମୁନିସିପାଲିଟି) ଅଣ-ସଂରକ୍ଷିତ

୯୩) ବୌଦ୍ଧଗଡା (ଏନଏସି) ଅଣ-ସଂରକ୍ଷିତ

୯୪) ତୁସୁରା (ଏନଏସି) ଅଣ-ସଂରକ୍ଷିତ

୯୫) କଣ୍ଟାବାଞ୍ଜୀ (ଏନଏସି) ଅଣ-ସଂରକ୍ଷିତ

୯୬) ରେଢାଖୋଲ (ଏନଏସି) ଅଣ-ସଂରକ୍ଷିତ

୯୭) ସୁନାବେଡ଼ା (ମୁନିସିପାଲିଟି) ଅଣ-ସଂରକ୍ଷିତ

୯୮) ବାରିପଦା (ମୁନିସିପାଲିଟି) ଅଣ-ସଂରକ୍ଷିତ

୯୯ ) କୋଦଳା (ଏନଏସି) ଅଣ-ସଂରକ୍ଷିତ

୧୦୦) ଭୁବନ (ଏନଏସି) ଅଣ-ସଂରକ୍ଷିତ

୧୦୧) ବେଲପାହଡ (ମୁନିସିପାଲିଟି) ଅଣ-ସଂରକ୍ଷିତ

୧୦୨) କାମାକ୍ଷାନଗର (ଏନଏସି) ଅଣ-ସଂରକ୍ଷିତ

୧୦୩) ଚମ୍ପୁଆ (ଏନଏସି) ଅଣ-ସଂରକ୍ଷିତ

୧୦୪) ମାଲକାନଗିରି  (ମୁନିସିପାଲିଟି) ଅଣ-ସଂରକ୍ଷିତ

୧୦୫) ତାଳଚେର (ମୁନିସିପାଲିଟି) ଅଣ-ସଂରକ୍ଷିତ

୧୦୬) ଅନୁଗୁଳ (ମୁନିସିପାଲିଟି) ଅଣ-ସଂରକ୍ଷିତ

୧୦୭ ) ପାରଦ୍ଵୀପ (ମୁନିସିପାଲିଟି) ଅଣ-ସଂରକ୍ଷିତ