ରାଜ୍ୟ ରେ ପୁଣି ଜଣେ କରୋନା ଯୋଦ୍ଧା ପଜେଟିଭ |

ଖଲ୍ଲିକୋଟ ୦୯/୦୬ : ରାଜ୍ୟରେ ଜଣେ OSSF ଯବାନ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହୁମା ଓ ଖଲ୍ଲିକୋଟ ଅଞ୍ଚଳରେ TMC ପାଟ୍ରୋଲିଂ ଡ୍ୟୁଟିରେ ଥିଲେ । ଟ୍ବିଟ୍‌ କରି ସୂଚନା ଦେଲେ ଗଞ୍ଜାମ ଏସ୍‌ପି । ଯବାନଙ୍କ ଶୀଘ୍ର ଆରୋଗ୍ୟ କାମନା କଲେ ଏସ୍‌ପି |