ପ୍ରତିଭା ଖୋଜିବାରେ ଏକ ପ୍ରୟାସ |

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଖଡ଼ିଅଙ୍ଗ ହାଇସ୍କୁଲ କ୍ରୀଡା ପ୍ରାଙ୍ଗଳ ଖଡ଼ିଅଙ୍ଗା ଠାରେ ଦୁଇ ଦିନ ଧରି ପ୍ରତିଭା ଖୋଜ ର ଅଭିଯାନ ଆରମ୍ଭ ହୋଇଯାଇଅଛି ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଆମ ଶୋ ଚ୍ଛ!ସେବୀ ସଂଗଠନ ଉତ୍କଳମଣି ଶିଶୁ ମେଳା ସମିତି ଆନୁକୂଲ୍ୟରେ ଦୁଇ ଦିନ ଧରି ଖଡ଼ିଅଙ୍ଗ ସରକାରୀ ଉଚ୍ଚ ବିଧ୍ୟାଳୟ ପରିସରରେ ବିଭିନ୍ନ ଜିଲ୍ଲା ରୁ 105, ବିଦ୍ୟ ଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ ସଙ୍ଗେ ସଙ୍ଗେ, କେତେକ ଆଦର୍ଶ ଚରିତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ପରିପେକ୍ଷୀ ରେ ଅମର ଉଦଘାଟନ ଉଚ୍ଛବରେ ଯୋଗ ଦାନ କରିବାକୁ ବରେଣ୍ୟ ଅତିଥି ମାନେ ହେଲେ ,ମୁଖ୍ୟ –ଅତିଥି ଇଂ, ନରେନ କୁମାର ଜେନା –ସହକାରୀ ନିର୍ବାହୀ ଯନ୍ତ୍ରୀ ମୁଖ୍ୟ ବକ୍ତା ”ଡ଼ଃ ଅଜୟ କୁମାର ଲେଙ୍କା -ପ୍ରାକ୍ତନ ଅଧକ୍ଷ ଧର୍ମଶାଳା ମହାବିଧ୍ୟାଳୟ ଆହୁରି ମଧ୍ୟ ଶ୍ରୀମତୀ ସଂଯୁକ୍ତା ମହାପାତ୍ର, ଯୋଗ ଦେଇଥିଲେ ଏବଂ ଉଜାପନୀ ଉଚ୍ଛବରେ ବରଣ୍ୟ ଅତିଥି ବୃନ୍ଦ ହେଲେ
ମୁଖ୍ୟ ଅତିଥି ଡ଼ଃ ରବିନାରାୟଣ ବେହେରା ମୁଖ୍ୟଏବଂ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଗଗନ ବିହାରୀ ସ୍ୱାଇଁ -ବରିଷ୍ଟ ସାମ୍ବାଦିକ ତଥା , ଦି -ନିୟୁଜୁ ଟୁଡ଼େ ର ସମ୍ପାଦକ ଶ୍ରୀଯୁକ୍ତ ବିହାରୀ ପିଲା ମାନଙ୍କୁ ତାଙ୍କ ଅଭି ଭାଷଣ ରେ ପିଲା ମାନେ କେମିତି ଭଲ ପାଠ ପଢିବେ ଏବଂ ପିଲା ମାନଙ୍କର ଭବିଷ୍ୟତ କେମିତି ଉଜ୍ୱଳ ହେଇପାରିବ ଏହାହିଁ ବୁଝେଇ ବାକୁ ଚେଷ୍ଟା କରିଥିଲେ ଏହି ସଭା ଟିକୁ ପରିଚାଳନା କରିଥିଲେ ବରିଷ୍ଟ ଆମ୍ବାଦିକ ଅଭିମନୁ ଧଳ ,ଅଧକ୍ଷ ସୁକାନ୍ତ କୁମାର ରାଉତ ଶେଷ ପର୍ଯ୍ୟନ୍ତ ରହି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,ଏବଂ କଦମପାଳ ଗ୍ରାମପଞ୍ଚାୟତ ର ମନୀଷା ମଣ୍ଡଳ ଭାଷଣ ରେ ପ୍ରଥମ ସ୍ଥାନ ଏବଂ ନୁର୍ତ୍ୟ ରେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ |