ଭୁବନେଶ୍ୱର,୧୫ ।୧୧: ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ,। ପ୍ରଶ୍ନକାଳ ରହିବ କି ନାହଁ ଓ ଗୃହ କିଭଳି ସୁରୁଖୁରୁରେ ଚାଲିବ ସେନେଇ ଆଲୋଚନା ହେବ। ଗତ ଅଧିବେଶନ ପରି ଚାଲିବ ଅଧିବେଶନ, ଦୈନିକ ୨ଟି ପର୍ଯ୍ୟାୟରେ ଚାଲିବ ଗୃହକାର୍ଯ୍ୟ।ବାଚସ୍ପତି ସୂର୍ଯ୍ୟ ନାରାୟଣପାତ୍ର ଏହି ବିଷୟରେ ସୂଚନା ଦେଇଛନ୍ତି।