Biplabnews Bureau
ଭୁବନେଶ୍ବର :୧୮/୦୫ ଆଜି ଅପରାହ୍ନରେ ରାଜ୍ୟରେ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତେ ଜଗତସିଂହପୁର ଜିଲ୍ଲାର। ଆକ୍ରାନ୍ତମାନେ କୋଲକୋତାରୁ ଫେରି କ୍ଵାରେଣ୍ଟାଇନ ସେଣ୍ଟରରେ ଥିଲେ। ନାଉଗାଁ ବ୍ଲକ ଜାମୁଗାଁ କ୍ଵାରେଣ୍ଟାଇନ ସେଣ୍ଟରରୁ ୧୯ ଜଣ ଓ କୁଜଙ୍ଗ ବ୍ଲକ ପଣ୍ଡୁଆ କ୍ଵାରେଣ୍ଟାଇନ ସେଣ୍ଟରରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଜଗତସିଂହପୁର ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି।