ଭୁବନେଶ୍ୱର,୧୬।୦୮: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୫୦ ଜଣ ଆକ୍ରାନ୍ତ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୪୨,୨୭୬ ଜଣ ସୁସ୍ଥ ହେଲେଣି। ଗଞ୍ଜାମ ରୁ ୩୫୫, ଖୋର୍ଦ୍ଧା ରୁ ୨୪୧, ସୁନ୍ଦରଗଡ ରୁ ୧୧୮, କଟକ ରୁ ୯୯, ସମ୍ବଲପୁର ରୁ ୮୯, ଢେଙ୍କାନାଳ ରୁ ୭୨, ମାଲକାନଗିରି ରୁ ୬୪, ବାଲେଶ୍ୱରର ୬୩, କନ୍ଧମାଳରୁ ୬୨, ପୁରୀରୁ ୫୯, କୋରାପୁଟରୁ ୪୧, ମୟୁରଭଞ୍ଜ ରୁ ୩୯, ଭଦ୍ରକରୁ ୩୮, ଗଜପତି ରୁ ୩୨, ବଲାଙ୍ଗୀର ରୁ ୨୬, ରାୟଗଡା ରୁ ୨୦, ଜଗତସିଂହପୁର ରୁ ୧୮, ଝାରସୁଗୁଡା ରୁ ୧୭, ଯାଜପୁରରୁ ୧୬, କେନ୍ଦ୍ରାପଡା ରୁ ୧୬, ବୌଦ୍ଧ ରୁ ୧୫, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡା ରୁ ୬ ଜଣ ଲେଖାଏଁ, ବରଗଡ଼ ଓ ସୋନପୁର ରୁ ୫ ଜଣ ଲେଖାଏଁ, ଅନୁଗୁଳରୁ ୪ ଜଣ ଏବଂ ନୟାଗଡ଼ରୁ ୨ ଜଣ ସୁସ୍ଥ ହୋଇଛନ୍ତି।