ଭୁବନେଶ୍ୱର:୨୪।୦୭ ଆଜି ରାଜ୍ୟ ଛାତ୍ର କଂଗ୍ରେସ ର ସମସ୍ତ ପଦବୀ କୁ ରଦ୍ଧ କରିଛନ୍ତି ଓଡିଶା ଛାତ୍ର କଂଗ୍ରେସ ପ୍ରଭାରୀ ରୋଶନ ଲାଲ ବିଟୁ | ପ୍ରେସ ବିବୃତି ଜରିଆରେ ପ୍ରଭାରୀ ଜଣାଇଛନ୍ତି କି ବହୁତ ଶୀଘ୍ର ନୂତନ କମିଟି ର ନାମ ଘୋଷଣା କରିବ ଛାତ୍ର କଂଗ୍ରେସ | ପୂର୍ବ ଭଳି ଛାତ୍ର ମାନଙ୍କର ବିଭିନ୍ନ ସମସ୍ୟା ବିରୋଧରେ ସ୍ୱର ଉତ୍ତାଳନ କରିବ ଯଉ ଛାତ୍ର ନେତା ମାନେ ଛାତ୍ର ମାନଙ୍କ ପାଇଁ କାର୍ଯ୍ୟରତ ସେମାନଙ୍କୁ ପଦବୀ ଦିଆଯିବ