ଭୁବନେଶ୍ୱର, ୧୩ା୭: ବିଜେଡ଼ି ରାଜ୍ୟ ମହିଳା କମିଟିରେ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋପାମୁଦ୍ରା ବକ୍ସିପାତ୍ର- କେନ୍ଦୁଝର
ଗୀତା ବସ୍ତିଆ-ଗଜପତି,ଗଞ୍ଜାମ
କସ୍ତୁରି ମହାପାତ୍ର-ପୁରୀ,ଖୋର୍ଦ୍ଧା,ଭୁବନେଶ୍ୱର
ଉର୍ମିଲତା ଦାସ- ଭଦ୍ରକ,ମୟୁରଭଞ୍ଜ
ପ୍ରଭାସିନି ଷଡ଼ଙ୍ଗୀ-କଟକ
ଜ୍ୟୋତି ପାଣିଗ୍ରାହୀ-ଝାରସୁଗୁଡ଼ା,ସୁନ୍ଦରଗଡ଼
ସ୍ନିଗ୍ଧା ପାଣିଗ୍ରାହୀ-ରାୟଗଡ଼ା,ନବରଙ୍ଗପୁର
ନିବେଦିତା ମହାନ୍ତି-କୋରାପୁଟ,ମାଲକାନଗିରି
କୁଞ୍ଜଲତା-ନୟାଗଡ଼
ପୁଷ୍ପାଞ୍ଜଲି ରାଣା-ଅନୁଗୁଳ,ଦେବଗଡ଼,ଢ଼େଙ୍କାନାଳ
ମୀନତି ଦେବତା-ସମ୍ବଲପୁର,ବରଗଡ଼
ଭାରତୀ ସିଂହ-ବାଲେଶ୍ୱର
ସରୋଜିନୀ ରାଜ-ବଲାଙ୍ଗୀର,ସୋନପୁର
ସଙ୍ଘମିତ୍ରା ଦଳେଇ- କନ୍ଧମାଳ,ବୌଦ୍ଧ
ରେଜୱାନା ବେଗମ-ଯାଜପୁର
ମୀତା ରାଉତ-କେନ୍ଦ୍ରାପଡ଼ା
ସ୍ନେହାଞ୍ଜଲି ମହାନ୍ତି-ଜଗତସିଂହପୁର
ସଞ୍ଜୁକ୍ତା ମହାନ୍ତି- କଳାହାଣ୍ଡି, ନୂଆପଡ଼ା