ବୁଗୁଡ଼ା: ଏନ.ଏ.ସି ଶୌଚାଳୟରେ ଦୁଇ ମାସହେବ ଝୁଲୁଛି ତାଲା, ପାଲଟିଛି ଗାଡ଼ି ପାର୍କିଂ ଷ୍ଟାଣ୍ଡ !

ବୁଗୁଡ଼ା:୧୦/୨: (ବୁଦ୍ଧିରାମ ସାହୁ) ବୁଗୁଡ଼ା ଏନ ଏ ସି ନ୍ୟୁ ବସ୍ ଷ୍ଟାଣ୍ଡର ଶୌଚାଳୟ ଖରାପ ଥିବାରୁ । ନିର୍ମାଣ ହେଲା କିନ୍ତୁ ତାଲା ଝୁଲିଲା ଯାତ୍ରୀ ମାନେ ଦୁଇମାସ ହବ ହନ୍ତସନ୍ତ ହଉଥିବା ଦେଖାଯାଉଛି । ଖାସ କରି ମହିଳା ମାନେ ନାହିଁ ନଥିବା ଅସୁବିଧାର ସମୁଖିନ ହବାକୁପଡୁଛି । ସକାଳୁ ଯାତ୍ରୀବହି ବସ୍ ଆସୁଥିବା ବେଳେ ଯାତ୍ରୀ ମାନେ ଅସୁବିଧା ର ସମୁଖିନ ହବାକୁପଡୁଥିବାର ଦେଖାଯାଉଚି। ବସ୍ ଷ୍ଟାଣ୍ଡର ଚତ୍ରୁଭାଗ ପାଲଟିଛି ଖୋଲା ଶୌଚାଳୟ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।