ସମାଜ ସେବୀ ତଥା ଯୁବ ନେତା ସତ୍ୟ ନାରାୟଣ ସେନାପତୀଙ୍କ ମୃତ୍ୟୁରେ ଖୋର୍ଧା ଜିଲ୍ଲାରେ ଶୋକର ଛାୟା ।

ବାଲୁଗାଁ,୧୫।୦୯ : ମହାମାରୀ କରୋନା ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଆଜି ପୁଣି ଜଣେ ସମାଜ ସେବୀ ତଥା ଖୋର୍ଧା ଜିଲ୍ଲାର ଭାରତୀୟ ଜନତା ପାର୍ଟି ର ଆଗ ଧାଡିର ଯୁବ ନେତା ସତ୍ୟ ନାରାୟଣ ସେନାପତୀଙ୍କ ମୃତ୍ୟୁରେ ଖୋର୍ଧା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଗତ କିଛି ଦିନହେଲା ଦେହ ଅସୁସ୍ଥତା କାରଣରୁ ସ୍ୱାବ ଦେବାପରେ ପଜେଟିଭି ଆସିବାରୁ ସେ ଭୁବନେଶ୍ୱରରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।