ଗଣେଶ ମାର୍କେଟ ସଟଡାଉନ ଆସନ୍ତା ୭ ଦିନ ପାଇଁ |

ବ୍ରହ୍ମପୁର ୦୪/୦୭ : ବ୍ରହ୍ମପୁର ସହର ସ୍ଥିତ ଗଣେଶ ମାର୍କେଟ ବ୍ୟବସାୟୀ ସଂଘ ଏକ ଗୁରୁତ୍ଵ ପୂର୍ଣ ନିଷ୍ପତି ନେଇ ଆସନ୍ତା ୭ ଦିନ ପାଇଁ ସଟଡାଉନ ଘୋଷଣା କରି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି | ମାର୍କେଟ ଗହଳିକୁ ଦୃଷ୍ଟିରେ ରଖି ଗୋଷ୍ଠୀ ସଂକ୍ରମଣର ଭୟରୁ ନିଜର ଓ ଅନ୍ୟ ମାନଙ୍କ ସୁରକ୍ଷାକୁ ଚିନ୍ତା କରି ଏହି ପ୍ରକାର ଜନହିତ କର ନିଷ୍ପତି ନେଇ ଆଜି ଉଦାହରଣ ସୃଷ୍ଟି କରିଛନ୍ତି |