ଜିଲ୍ଲା ପ୍ରଶାସନ ଦ୍ୱାରା ଗଣେଶ ବଜାରକୁ ସିଲ୍ କରାଯାଇଛି

ବ୍ରହ୍ମପୁର ୧୫/୦୬ : ଗଞ୍ଜାମ ଜିଲ୍ଲାକୁ ଲକ୍‌ଡାଉନ୍ ଘୋଷଣା କରାଯିବା ପରେ ଆଜି ଜିଲ୍ଲା ପ୍ରଶାସନ ଦ୍ୱାରା ବ୍ରହ୍ମପୁରରେ ଥିବା ଗଣେଶ ବଜାରକୁ ସିଲ୍ କରାଯାଇଛି |