ଖପ୍ରାଖୋଲ ୨୩/୦୫ ( ରୁପେନ୍ଦ୍ର ମୁଣ୍ଡା ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଳି ପଞ୍ଚାୟତ ଅଧିନ ଓଡ଼ିଆପାଳି ଗାଁର ବାପା – ଚନ୍ଦ୍ରଚୁଡ଼ା ମେହେର ଓ ମାଁ – ନିରୁପମା ମେହେର ଙ୍କ ପୁଅ କାହ୍ନା ମେହେର ଅଟନ୍ତି । କାହ୍ନା ଙ୍କ ୨୩/୦୫ ତାରିଖ ଦିନ ରେ ଜନ୍ମ ଉତ୍ସବ ଆନନ୍ଦ ରତ୍ସାହ ସହିତ ତାଙ୍କ ବାସଭବନ ରେ ଅନୁଷ୍ଠିତ ହୋଇଯାଇଛି । ଭାଇ ଭଉଣୀ ଓ ସାଙ୍ଗ ସାଥି ଙ୍କ ସହ ମିଶି ସକାଳ ସମୟ ରେ ସ୍ଥାନୀୟ ହରିଶଙ୍କର ଶିବ ମନ୍ଦିର ଙ୍କୁ ଯାଇ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ପରେ ଘରକୁ ଆସି ଘର ଦେବାଦେବୀ ଙ୍କୁ ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟାରେ ପରିବାର ସମସ୍ତେ ଏକତ୍ର ହୋଇ କାହ୍ନା ଦୀପ ଜାଳି କେକ୍ କାଟି ଥିଲେ । ଉପସ୍ଥିତ ଏଲିନା ମେହେର , ମୋହନ , ନିରନ , ହିରନ୍ , ଟୁନା( ଉତ୍ତର ) , ସମାଜସେବୀ ରୁପେନ୍ଦ୍ର ମୁଣ୍ଡା , ବାବଲୁ , ଉତ୍ତମ , ଉତ୍କଳ , ଧରମ , ଗୋପୀ , ସରୋଜ , ପରମା , ମଞ୍ଜୁ , ଟିକେଲାଲ , ରୁଲୁ , ଶ୍ରୀତମ , ଅର୍ଣ୍ଣପୂର୍ଣ୍ଣା ଲେଡ଼ିଚ କୀର୍ତ୍ତନ ଓଡ଼ିଆପାଳି ଓ ସାଙ୍ଗ ସାଥି ମାନଙ୍କ ସହ ଗ୍ରାମର ଛୋଟ ଛୋଟ ପିଲାମାନଙ୍କ କେକ୍ ଖୁଆଇଥିଲେ । ନାଚଗୀତ ରେ ସମସ୍ତେ ମଳିମିଶି ଯାଇଥିଲେ । ସମସ୍ତ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।