ଢେଙ୍କାନାଳ, ୧୩/୦୬(ଶୁଭମ ପାଣି) ଆଜି ଢେଙ୍କାନାଳ ସଦର ବ୍ଲ କ ଅଫିସ୍ ଠାରେ ଏକ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣୀ ରେ ଜିଲ୍ଲା ପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ, ଜିଲ୍ଲା ଆରକ୍ଷୀ ଅଧକ୍ଷ ଶ୍ରୀମତି ଲୋଗାନଯୋଗୀ ବିଦ୍ୟା ଭି. ଡିଆର ଡିଏ ପିଡି ଶ୍ରୀଯୁକ୍ତ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ-ଜିଲ୍ଲାପାଳ ସ୍ନିଗ୍ଧା ରାଣୀ ଧଳ, ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ଦାସ, ସଦର ବ୍ଲକ ଚେୟାରମ୍ୟାନ ଶ୍ରୀମତି ରାଜଶ୍ରୀ ନାୟକ, ସଦର ବିଡିଓ ସୁଧିର କୁମାର ନାୟକ, ସହାୟକ ଜିଲ୍ଲାପାଳ ସୋମ୍ୟ ସତାଭିଶା, ଜରୁରୀକାଳିନ ଅଧିକାରୀ ଶ୍ରୀମତି ଛାୟା ସ୍ନିଗ୍ଧା ମହାପାତ୍ର, ତହସିଲଦାର ଢେଙ୍କାନାଳ ଅନୁପମ ମୁର୍ମ୍ମୁ, ପିଜି ସେଲ ଅଧିକାରୀ ଶ୍ରୀ ଯୁକ୍ତ ଲଳିତ ମୋହନ ଚୌଧୂରି ଓ ଜରୁରୀ କାଳିନ ଏସ୍ ଆରସି ଗୋପିନାଥ ମାହାଳିକ ଓ ଜିଲ୍ଲା ସ୍ଥରିଅ ଅଧିକାରୀ ଉପସ୍ଥିତ ଥିଲେ ।