ମାଘ (ମକର) ଜାନୁଆରୀ ୨୩ ତାରିଖ ୨୦୨୧
ମେଷ – ଆଳସ୍ୟ ପରାୟଣ ହେବେ। ଆୟ ସ୍ଥିର ରହିବ। ନୂତନ ଯୋଜନା ପସ୍ତୁତ କରିବେ।
ବୃଷ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ମିଥୁନ – ଯଶହାନୀ ଘଟିପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ଆୟ ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ।
ସିଂହ – କର୍ତ୍ତ୍ୟବ୍ୟ ପରାୟଣ ହେବେ। ମାନସିକ ଶାନ୍ତି ମିଳିବ। ଶରୀର ସୁସ୍ଥ ରହିବ।
କନ୍ୟା – ସୌଜନ୍ୟତା ବୃଦ୍ଧି ଘଟିବ। ଆୟ ଠକ ରହିବ। ବନ୍ଧୁ ସହଯୋଗ କରିବେ।
ତୁଳା – ଶାରୀରିକ ପୀଡା ଦେଖାଦେଇ ପାରେ। ମନ ଅସନ୍ତୋଷ ରହିବ। ପାରିବାରିକ ସହଯୋଗ ମିଳିବ।
ବିଛା – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ସୂର୍ଯ୍ୟଦେବଙ୍କର ଉପାସନା କରନ୍ତୁ।
ଧନୁ – କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ। ଆୟ କମ ହୋଇପାରେ। କୌଣସି ଦୁଃସମ୍ବାଦ ପାଇପାରନ୍ତି।
ମକର – ଚିନ୍ତାଗ୍ରସ୍ତ ରହିବେ। ମନ ଆନ୍ଦୋଳିତ ହେବ। ସହଯୋଗ ମିଳିବ।
କୁମ୍ଭ – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ।
ମୀନ – ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।