ମାଘ (ମକର) ଜାନୁଆରୀ ୧୯ ତାରିଖ ୨୦୨୧
ମେଷ – ପଥରୋଧ ଘଟିପାରେ। ମନ ଅସନ୍ତୋଷ ରହିବ। ପାରିବାରିକ ସହଯୋଗ ମିଳିବ।
ବୃଷ – ଧନପ୍ରାପ୍ତି ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ। ଦିନଟି ଭଲରେ କଟିପାରେ।
ମିଥୁନ – କାର୍ଯ୍ୟବ୍ୟସ୍ତ ରହିବେ। ବନ୍ଧୁ ସହଯୋଗ ମିଳିବ। ନୂତନ ଯୋଜନା ହାତକୁ ନେଇ ପାରନ୍ତି।
କର୍କଟ – ସତସଙ୍ଗ ଲାଭ ହେବ। ମନ ପ୍ରଫୁଲ୍ଲ ରହିବ। ଆୟ ସ୍ଥିର ରହିବ।
ସିଂହ – ଶାରୀରିକ ପୀଡା ଦେଖାଦେଇପାରେ। ମାତା କାଳୀଙ୍କର ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – ମିତ୍ର ଲାଭ ହୋଇପାରେ। ମିଷ୍ଟାନ୍ନ ପ୍ରାପ୍ତି ଯୋଗ ରହିଛି। ଦିନଟି ମାଧ୍ୟମ ଫଳ ଦାୟକ ହେବ।
ତୁଳା – ଅହଂକାର ବୃଦ୍ଧି ଘଟିବ। ଆୟ ଠିକ ରହିବ। ଶରୀର ସୁସ୍ଥ ରହିବ।
ବିଛା – ଅପଯଶ ପ୍ରାପ୍ତି ହୋଇପାରେ। ସହଯୋଗ କମ ମିଳିବ। ମନ ଆନ୍ଦୋଳିତ ହେବ।
ଧନୁ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ସୂର୍ଯ୍ୟଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – ଉତ୍ସାହିର ହେବେ। ମନ ପ୍ରଫୁଲ୍ଲ ରହିବ। ଶରୀର ସୁସ୍ଥ ରହିବ।
କୁମ୍ଭ – ମନ ଦୃବଳ ରହିବ। ଆୟ ଠିକ ରହିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ମୀନ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।