ରାଶିଫଳ (ମଙ୍ଗଳବାର) ନଭେମ୍ବର ୩ ତାରିଖ ୨୦୨୦

କାର୍ତ୍ତିକ (ତୁଳା) ନଭେମ୍ବର ୩ ତାରିଖ ୨୦୨୦
ମେଷ – କାର୍ଯ୍ୟରେ ବିଳମ୍ବ ଘଟିବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ବୃଷ – ସୁଖ ସମ୍ମାନ ଲାଭ ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମିଥୁନ – ସୁଖହାନୀ ଘଟିପାରେ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ମନ ପ୍ରସନ୍ନ ରହିବ। ସହଯୋଗ ମିଳିବ। ଆୟ ଭଲ ହୋଇପାରେ।
ସିଂହ – ଉତ୍ସାହିତ ହେବେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
କନ୍ୟା – ସେବାପୂଜା ପ୍ରତି ଆଗ୍ରହ ବଢିବ। ମାନସିକ ଶାନ୍ତି ମିଳିବ। ଶରୀର ସୁସ୍ଥ ରହିବ।
ତୁଳା – ମନ ଆନ୍ଦୋଳିତ ହୋଇପାରେ। ଅଶାନ୍ତି ଭାବ ଦେଖାଦେବ। ଆୟ କମ ହେବ।
ବିଛା – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
ଧନୁ – କ୍ରୂରଭାବ ପ୍ରକାଶିତ ହେବ। ନିନ୍ଦିତ ହୋଇପାରନ୍ତି। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – ଲୋକସମ୍ପର୍କ ବୃଦ୍ଧି ଘଟିବ। ବନ୍ଧୁ ସହଯୋଗ ପ୍ରାପ୍ତି ହେବ। ଆୟ ଭଲ ହୋଇପାରେ।
କୁମ୍ଭ – ପ୍ରତାରଣା ପାଇଁ ଦୁଃଖିତ ହୋଇ ପାରନ୍ତି। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ।
ମୀନ – ସମ୍ମାନ ପ୍ରାପ୍ତି ହେବ। ମାନସିକ ସୁଖ ମିଳିବ। ଦିନଟି ମଧ୍ୟମ ଫଳଦାୟକ ହୋଇପାରେ