କାର୍ତ୍ତିକ (ତୁଳା) ଅକ୍ଟୋବର ୨୭ ତାରିଖ ୨୦୨୦
ମେଷ – ସୁଖ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ବୃଷ – ମନ ପ୍ରସନ୍ନ ରହିବ। ସହଯୋଗ ମିଳିବ। ଆୟ ଠିକ ରହିବ।
ମିଥୁନ – ନୀରବ ଭାବ ପ୍ରଦର୍ଶନ କରିବେ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
କର୍କଟ – ପଥରୋଧ ଘଟିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ସିଂହ – ଉତ୍ସାହିତ ହେବେ। ସହଯୋଗ ପ୍ରାପ୍ତି ହେବ। ଆୟ ଭଲ ହୋଇପାରେ।
କନ୍ୟା – ବନ୍ଧୁ ମିଳନ ଘଟିବାର ଯୋଗ ରହିଛି। ଶାରୀରିକ ସୁସ୍ଥତା ମିଳିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ।
ତୁଳା – ଲେଖାପଢା ପ୍ରତି ଆଗ୍ରହ ବଢିବ। ପାରିବାରିକ ସହଯୋଗ ମିଳିବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।
ବିଛା – କୌଣସି ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି। ବନ୍ଧୁ ସହଯୋଗ ପ୍ରାପ୍ତି ହେବ। ଆୟ ଠିକ ରହିବ।
ଧନୁ – ସମ୍ମାନିତ ହୋଇପାରନ୍ତି। ଆୟ ଭଲ ହେବ। ଦିନଟି ପ୍ରାୟ ଭଲରେ କଟିବ।
ମକର – ଅଧିକ ପରିଶ୍ରମ କରିବେ। ମାନସିକ ଶାନ୍ତି ମିଳିବ। ଆୟ ଭଲ ହୋଇପାରେ।
କୁମ୍ଭ – ପ୍ରାଧାନ୍ୟ ବୃଦ୍ଧି ଘଟିବ। ଦିନଟି ମଧ୍ୟମ ଫଳଦାୟକ ହୋଇପାରେ।
ମୀନ – ପ୍ରତାରଣାର ସମ୍ମୁଖୀନ କରିବେ। ମନ ଆନ୍ଦୋଳିତ ହେବ। ଆୟ ଠିକ ରହିବ।