ରାଶିଫଳ (ବୁଧବାର) ଅକ୍ଟୋବର ୭ ତାରିଖ ୨୦୨୦

ଆଶ୍ଵିନ (କନ୍ୟା) ଅକ୍ଟୋବର ୭ ତାରିଖ ୨୦୨୦
ମେଷ – ଲୋଭଗ୍ରସ୍ତ ହୋଇପାରନ୍ତି। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ଠିକ ରହିବ।
ବୃଷ – ଆନନ୍ଦ ଉତ୍ସବରେ ଦିନଟି କଟିପାରେ। ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ମିଥୁନ – ଅପବ୍ୟୟ ହେବାର ଯୋଗ ରହିଛି। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ଦ୍ରବ୍ୟ ଲାଭ ଯୋଗ ରହିଛି। ବନ୍ଧୁ ସହଯୋଗ ମିଳିବ। ଆୟ ଭଲ ହେବ।
ସିଂହ – ଶାରୀରିକ ସୁସ୍ଥତା ଅନୁଭବ କରିବେ। ପାରିବାରିକ ସହଯୋଗ ମିଳିବ। କୌଣସି ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।
କନ୍ୟା – ଲୋକ ସମ୍ପର୍କ ବୃଦ୍ଧି ହେବ। ଶରୀର ସୁସ୍ଥ ରହିବ। ଆୟ ଭଲ ହେବାର ସମ୍ଭାବନା ଅଛି।
ତୁଳା – ପରୋପକାର କରିବେ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
ବିଛା – ସୁଖହାନୀ ଘଟିବାର ଯୋଗ ରହିଛି। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ଧନୁ – ବନ୍ଧୁ ମିଳନ ଘଟିବାର ଯୋଗ ରହିଛି। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ଦିନଟି ଭଲରେ କଟିବାର ସମ୍ଭାବନା ଅଛି।
ମାକର – ଗର୍ବଭାବ ପ୍ରଦର୍ଶନ କରିବେ। ନିନ୍ଦିତ ହୋଇପାରନ୍ତି। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
କୁମ୍ଭ – କୌଣସି ସମସ୍ୟାରେ ଅଭିଯୁକ୍ତ ହେବେ। ମନ ଅସ୍ଥିର ରହିବ। ଆୟ କମ ହେବ।
ମୀନ – କାର୍ଯ୍ୟକ୍ଷେତ୍ରରେ ସାଫଲ୍ୟତା ମିଳିବ। ଆୟ ଭଲ ହେବାର ସମ୍ଭାବନା ଅଛି। ଶାରୀରିକ ସୁସ୍ଥତା ଅନୁଭବ କରିବେ।