ଆଜିର ରାଶିଫଳ (ଶନିବାର) ୧୨.୦୯.୨୦୨୦

ଭାଦ୍ର (ସିଂହ) ସେପ୍ଟେମ୍ବର ୧୨ ତାରିଖ ୨୦୨୦
ମେଷ – ପରିଶ୍ରମ ଅଧିକ ହୋଇପାରେ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ବୃଷ – ଘୃଣାଭାବ ଜାଗ୍ରତ ହୋଇପାରେ। ଆୟ ସ୍ଥିର ରହିବ। ସାମାନ୍ୟ ମାନସିକ ଅସନ୍ତୋଷ ଦେଖାଦେବାର ସମ୍ଭାବନା ରହିଛି।
ମିଥୁନ – ସ୍ଵାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
କର୍କଟ – ବ୍ୟୟ ଅଧିକ ହେବାର ଯୋଗ ରହିଛି। ସତର୍କ ରୁହନ୍ତୁ ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ସିଂହ – ଦ୍ରବ୍ୟଲାଭ ହୋଇପାରେ। ମାନସିକ ଶାନ୍ତି ଅନୁଭବ କରବେ। ଆୟ ଠିକ ରହିବ।
କନ୍ୟା – ସୁଖହାନୀ ଘଟିବାର ଯୋଗ ରହିଛି। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – ସୁଖ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
ବିଛା – ଧନକ୍ଷୟ ହେବାର ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହୋଇପାରେ।
ଧନୁ – ସୁଖ ସନ୍ତୋଷ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
ମକର – ଦୁରଯାତ୍ରା ଯୋଗ ରହିଛି। ସହଯୋଗ ମିଳିପାରେ। ଶାରୀରିକ ସୁସ୍ଥତା ଅନୁଭବ କରବେ।
କୁମ୍ଭ – ଲୋଭଗ୍ରସ୍ତ ହେବେ। ମନ ସାମାନ୍ୟ ଅଶାନ୍ତି ରହିବ। ଆୟ ସ୍ଥିର ରହିବ।
ମୀନ – ଚିନ୍ତା ବୃଦ୍ଧି ଘଟିବ। ଆୟ ସାମାନ୍ୟ କମ ହୋଇପାରେ। ଶରୀର ସୁସ୍ଥ ରହିବ।