ଭାଦ୍ର (ସିଂହ) ୮ ତାରିଖ ୨୦୨୦
ମେଷ – ପରାଧୀନ ରହିବାକୁ ପଡିପାରେ। ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।
ବୃଷ – ଶ୍ରୀଚନ୍ଦ୍ର ରହିଛି। ସର୍ବ କୁଶଳ ଅନୁଭୂତ ହେବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
ମିଥୁନ – ଆବଦ୍ଧ ଯୋଗ ରହିଛି। ସାମାନ୍ୟ ଶାରୀରିକ ପୀଡା ଅନୁଭବ କରିପାରନ୍ତି। ଆୟ ସ୍ଥିର ରହିବାର ସମ୍ଭନ ରହିଛି।
କର୍କଟ – ଆୟ ବୃଦ୍ଧି ହେବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ସହଯୋଗ ମିଳିବ।
ସିଂହ – ନିଷ୍ଠାର ସହ କର୍ତ୍ତବ୍ୟ କରିବେ। ଆୟ ଠିକ ରହିବ। ପୁରାତନ ବନ୍ଧୁ ସହଯୋଗ କରିବାର ସମ୍ଭାବନା ରହିଛି।
କନ୍ୟା – ସେବା ଓ ପୂଜା ପ୍ରତି ଆଗ୍ରହ ବଢିବ। ଶରୀର ସୁସ୍ଥ ରହିବ। ମାନସିକ ଶାନ୍ତି ଅନୁଭବ କରିବେ।
ତୁଳା – ପଥଭ୍ରଷ୍ଟ ଯୋଗ ରହିଛି। ଭଲଭାବରେ ଚିନ୍ତାକରି କାର୍ଯ୍ୟ କରନ୍ତୁ। ହନୁମାନ ଚାଳିଶ ପାଠ କରନ୍ତୁ ଲାଘବ ହେବ।
ବିଛା – ବନ୍ଧୁ ମିଲନ ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଜନା କରିବେ। ମାନସିକ ଶାନ୍ତି ମିଳିବ।
ଧନୁ – କ୍ରୋଧ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ସହଯୋଗ ମିଳିବାରେ ବାଧା ଉପୁଜିପରେ। ମା’ ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – ଚିନ୍ତାଗ୍ରସ୍ତ ହେବେ। ମନ ଆନ୍ଦୋଳିତ ହୋଇପାରେ। ଆୟ ସାମାନ୍ୟ କମିବାର ସମ୍ଭାବନା ରହିଛି।
କୁମ୍ଭ – ଶତ୍ରୁ ବୃଦ୍ଧି ଘଟିବ। ଅପଦସ୍ତ ହୋଇପାରନ୍ତି। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – କାର୍ଯ୍ୟ ସଫଳ ଯୋଗ ରହିଛି। ସହଯୋଗ ପ୍ରାପ୍ତି ହୋଇପାରେ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।