ମେଷ: ନିଜ ଖୁସିକୁ ଅନ୍ୟ ମାନଙ୍କ ସହିତ ବାଣ୍ଟିଲେ ଆପଣଙ୍କ ସ୍ୱାସ୍ଥ୍ୟରେ ବୃଦ୍ଧି ଆସିବ | ଆଜି ଦିନ ଯାକ ଆପଣ ଉର୍ଜାରେ ଭରି ରହିବେ ଓ ହୋଇ ପାରେ କି ହଠାତ ଅଦେଖା ଲାଭ ମଧ୍ୟ ମିଳି ପାରେ | ଅନ୍ୟ ମାନଙ୍କ ଦୋଷ ଖୋଜିବାର ଅଦରକାରୀ କାମ ଆପଣଙ୍କ ବନ୍ଧୁ ବାନ୍ଧବଙ୍କ ଆଲୋଚନାର ପାତ୍ର ହୋଇ ପାରନ୍ତି | ଆପଣଙ୍କୁ ବୁଝିବା କଥା କି ଏହା କେବଳ ସମୟ ନଷ୍ଟ କରିବ ଓ ଏହା ଦ୍ୱାରା କିଛି ଲାଭ ହବ ନାହିଁ | ଉତ୍ତମ ରହିବ, ଯଦି ଆପଣ ନିଜର ଏଇ ଅଭ୍ୟାସରେ ପରିବର୍ତନ କରିବେ | ଫୁଲ ଦେଇ ନିଜର ପ୍ରେମ ପ୍ରସ୍ତାବ ରଖନ୍ତୁ | ଆଜି ଆପଣଙ୍କ ସମ୍ପର୍କ କରିବାର କୌଶଳ ଓ ପ୍ରବୀଣତା ଅନ୍ୟ ମାନଙ୍କୁ ବହୁତ ପ୍ରଭାବିତ କରିବ | ଏହି ଦିନ ବୈବାହିକ ଜୀବନର ସବୁଠୁ ବିଶେଷ ଦିନ ରହିବ | ଦିନର ପ୍ରଥମ ଆଳସ୍ୟ ଅନୁଭବ କରିବେ, କିନ୍ତୁ ଯଦି ଆପଣ ଘରୁ ବାହାରିବା ପାଇଁ ସାହସ କରିବେ ତାହେଲେ ବହୁତ ସାରା କାର୍ଯ୍ୟ କର ଯାଇ ପାରିବ |
ବୃଷ: ଚକ୍ଷୁ ରୋଗୀ ପ୍ରଦୂଷିତ ଜାଗାକୁ ଯିବାଠୁ ନିଜକୁ ରକ୍ଷା କରନ୍ତୁ, କାରଣ ଧୂଆଁ ଆପଣଙ୍କ ଆଖିକୁ ଆହୁରି କ୍ଷତି ଦେଇ ପାରେ | ଯଦି ହୋଇ ପାରେ ତାହେଲେ ସୌର୍ଯ୍ୟ କୀରଣଠୁ ନିଜକୁ ରକ୍ଷା କରନ୍ତୁ | ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ନିଜର ପରିବାର ଲୋକଙ୍କୁ କହିକି ଓ ନିଜ କାମ ଦ୍ୱାରା ଯତେଇକି ଅନୁଭବ କରାନ୍ତୁ କି ଆପଣ ତାଙ୍କର କେତେ ଧ୍ୟାନ ରଖନ୍ତି | ଏହା ଦ୍ୱାରା ତାଙ୍କୁ ଖୁସି ମିଳିବ ଓ ଏହି ଖୁସିକୁ ଦୁଇ-ଗୁଣ କରିବା ପାଇଁ ତାଙ୍କ ସହିତ ଭଲ ସମୟ ବିତାନ୍ତୁ | ଆଜି ଆପଣ ପ୍ରେମ ଭାବରେ ରହିବେ, ଯାହା କାରଣରୁ ନିଜର ପ୍ରିୟ ସହିତ କିଛି ଭଲ ସମୟ ଭୟାତୀତ କରିବାର ଯୋଜନା କରି ପାରନ୍ତି | ସାଂସାରିକ ମୋହରୁ ଦୂରରେ ଆପଣ ଆଜି ଆନନ୍ଦର ଖୋଜରେ ଆଧ୍ୟାତ୍ମିକଗୁରୁଙ୍କୁ ଭେଟିବାକୁ ଯାଇପାରନ୍ତି | ହୋଇ ପାରେ କି ଆପଣଙ୍କ ଜୀବନ-ସାଥୀ ଆଜି ସୁନ୍ଦର ଶବ୍ଦରେ ଆପଣଙ୍କୁ ଜଣେଇବେ କି ଆପଣ ତାଙ୍କ ପାଇଁ କେତେ ମତ୍ତ୍ୱପୁର୍ଣ | ଆଜି ଦିନ ବହୁତ ବଢ଼ିଆ ହୋଇ ପାରେ- ସାଙ୍ଗ କିମ୍ବା ଚିହ୍ନ ଲୋକଙ୍କ ସହିତ ବାହାରକୁ ଯାଇ ଚଳଚିତ୍ର ଦେଖିବାର ଯୋଜନା କରି ପାରନ୍ତି |
ମିଥୁନ: ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡାଏ ଖୁସି ମୁହୂର୍ତ୍ତ ନେଇକି ଆସିବ ନିଜର ଅଧିକା ଧନକୁ କୌଣସି ସୁରକ୍ଷିତ ସ୍ଥାନରେ ନିବେଶ କରନ୍ତୁ ଯାହାକି ଆପଣଙ୍କ ଦରକାର ସମୟରେ ଲାଭ ପ୍ରଦାନ କରିବ | ଆଜି ମା ବାପାଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ | ଆଜି ଦିନ ସାରା ପ୍ରେମରେ ଭରା ରହିବାର ପୁରା ସମ୍ଭାବନା ଅଛି | ଯାତ୍ରା କରିବା ସମୟରେ ଆପଣ ନୂତନ ଜାଗାକୁ ଭ୍ରମଣ କରିବାକୁ ଯିବେ ଓ ମହତ୍ଵପୁର୍ଣ ଲୋକଙ୍କ ସହିତ ସାକ୍ଷାତ ହେବ | ହୋଇ ପାରେ କି ଆପଣଙ୍କ ମାତା-ପିତା ଆପଣଙ୍କ ଜୀବନ-ସାଥୀଙ୍କୁ ଗୋଟେ ବିଶେଷ ଆଶୀର୍ବାଦ ଦେବେ, ଯାହା କାରଣରୁ ଆପଣଙ୍କ ବୈବାହିକ ଜୀବନରେ ବୃଦ୍ଧି ଆସିବ | ଆଜି ଘରୁ ବାହାରିବା ପୂର୍ବରୁ ନିଜର ସମସ୍ତ ଜରୁରୀ କାଗଜପତ୍ର ଦେଖିନିଅନ୍ତୁ |
କର୍କଟ: ଆଜି ବିଶେଷ ଦିନ ଅଛି, କାରଣ ଉତ୍ତମ ସ୍ବାସ୍ଥ୍ୟ ଆପଣଙ୍କୁ ଲିଚି ଅସାଧାରଣ କାର୍ଯ୍ୟ କରିବାକୁ କ୍ଷମତା ଦେବ | ଆଜି ଖାଲି ବସିବା ଅପେକ୍ଷା ଚାଲନ୍ତୁ କିଛି ଏମିତି କାମ କରିବା, ଯାହା ଆମର ରୋଜଗାର ବଢ଼ାଇ ପାରିବ. ବନ୍ଧୁ ବାନ୍ଧବଙ୍କ ପାଖକୁ ଗୋଟେ ଛୋଟ ଯାତ୍ରା ଆପଣଙ୍କୁ ଦୌଡ଼ା-ଦୌଡ଼ି ଭରା ଦିନରେ ଆରାମ ଓ ଶାନ୍ତି ଦେବା ପରି ପ୍ରମାଣିତ ହେବ | ଆଜି ଆପଣଙ୍କ ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବେ | ଆଜି ଆପଣଙ୍କର ସମୟ ଅନାବଶ୍ୟକ ଏବଂ କୌଣସି ମହତ୍ୱ ନଥିବା କାମରେ କଟିପାରେ | ବିବାହ ବନ୍ଧନ ସ୍ଵର୍ଗରେ ହିଁ ଠିକ ହେଇକି ଆସେ ଓ ଆପଣଙ୍କ ଜୀବନସାଥୀ ଆଜି ଏହି କଥାକୁ ପ୍ରମାଣିତ କରି ଦେବ | ସତ୍ୟ କହିବାକୁ ବହୁତ କାମ ଶବ୍ଦର ଆବଶ୍ୟକତା ପଡ଼େ |ତେଣୁ ଆପଣଙ୍କୁ ପରାମର୍ଶ ଯେ ଆପଣ ଆପଣଙ୍କ ଶବ୍ଦ ଏବଂ କାର୍ଯ୍ୟରେ ସତ୍ୟତା ରଖିବାକୁ ଚେଷ୍ଟା କରନ୍ତୁ |
ସିଂହ: ଯେଉଁ ସମସ୍ୟା ଗୁଡିକ ଆପଣଙ୍କୁ ହଇରାଣ କରୁଛି,ତାହାକୁ ସମାଧାନ କରିବା ପାଇଁ ବୁଢ଼ୀ,ଚତୁରତା ଓ କୂଟନୀତିର ପ୍ରୟୋଗ କରିବା ଆବଶ୍ୟକ | ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ | ପରିବାର ଲୋକଙ୍କଠୁ ପରାମର୍ଶ ନେବା ଯୋଗୁଁ ଆପଣଙ୍କ ମାନସିକ ଚାପ କମ ହୋଇ ପାରେ | ଆପଣ ଆଜିର ଦିନକୁ ନିଜ ଜୀବନରେ କେବେ ବି ଭୁଲିବେନି, ଯଦି ଆପଣ ଆଜି ପ୍ରେମରେ ବୁଡି଼ବାର ସୁଯୋଗକୁ ହାଥ-ଛଡ଼ା ନ କରନ୍ତି | ଯଦି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ନିଜପାଇଁ କାଢ଼ିପାରୁଛନ୍ତି ତେବେ ସେ ସମୟର ସଦୁପଯୋଗ କରିବା ବି ଶିଖିବା ଉଚିତ | ସେବେ ଆପଣ ଭବିଷ୍ୟତରେ ଆଗକୁ ବଢ଼ି ପାରିବେ | ସମ୍ଭବ ଅଛିକି ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ଆହୁରି ବଢ଼ି ପାରେ |ଏହା ଠୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ ନଚେତ ଏହାରବି ଦୂରଗାମୀ ପରିଣାମ ହୋଇ ପାରେ | ଆପଣଙ୍କର ଭବିଷ୍ୟତର ଯୋଜନା କରିବା ପାଇଁ ଉପଯୁକ୍ତ ଦିନ ଅଛି, କାରଣ ଆପଣଙ୍କ ପାଖରେ ଆରାମ ପାଇଁ କାମ ସମୟ ଅଛି |
କନ୍ୟା: ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ| ଆଜି ଦିନସାରା ଧନର ଉତ୍ତମ ସଞ୍ଚାଳନ ହେବ ଓ ଦିନ ସମାପ୍ତ ହେବ ପରେ ଧନର ଉତ୍ତମ ସଞ୍ଚୟ ବି ହେବ | କାମ ଚାପ ଯୋଗୁଁ ଆପଣଙ୍କର ଆପଣଙ୍କ ଜୀବନ ସାଥି ସାଙ୍ଗରେ ସମ୍ପର୍କ ଖରାପ ହୋଇ ପାରେ ତେଣୁ ତାଙ୍କୁ ବି ସମୟ ଦିଅନ୍ତୁ | ଆପଣଙ୍କୁ ଆଜି ହିଁ ନିଜ ପ୍ରିୟାକୁ ମନର କଥା ପ୍ରକାଶ କରିବାର ଆବଶ୍ୟକତା ଅଛି,କାରଣ କାଲିକୁ ବହୁତ ଡେରି ହେଇ ପାରେ | ସମୟର ମୂଲ୍ୟ ବିଝିବାକୁ ଚେଷ୍ଟା କରନ୍ତୁ | ଯେଉଁମାନଙ୍କୁ ବୁଝିବା କଷ୍ଟ ଏମିତି ଲୋକଙ୍କ ସହିତ ସାଙ୍ଗ ହେବ ଭଲ ନୁହେଁ | ଏହାଦ୍ୱାରା ଆପଣଙ୍କର ସମୟ ଖାଲି ନଷ୍ଟ ହେବ | ଆଜି ଆପଣ ନିଜ ବୈବାହିକ ଜୀବନ ଠୁ ଜଡ଼ିତ ସବୁ ଖରାପ ସ୍ମୃତି ଭୁଲି ଯିବେ ଓ ନିଜର ବର୍ତ୍ତମାନ ଉପରେ ଧ୍ୟାନ ଦେବେ | ବେଶୀ ଥଣ୍ଡା ପାଣି ପିଇବା ଆଜି ଆପଣଙ୍କ ପାଇଁ ହାନିକାରକ ହୋଇପାରେ |
ତୁଳା: ନିଜର ନିଜେ ଚିକିତ୍ସା କରନ୍ତୁ ନାହିଁ,କାରଣ ଓଷଧ ଉପରେ ନିର୍ଭୟତା ବଢ଼ିବାର ସମ୍ଭାବନାକୁ ମନା କରି ପାରିବେନି | ଆଜି କୌଣସି ଧାରକ ଆପଣଙ୍କୁ ଉଦ୍ଧାର ଫେରାଇଦେବାକୁ ଆପଣଙ୍କୁ କହିପାରେ | ତାଙ୍କୁ ଉଦ୍ଧାର ଫେରାଇ ଆପଣ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ତେଣୁ ଆପଣଙ୍କୁ ଭବିଷ୍ୟତରେ ଉଦ୍ଧାର ନକରିବାପାଇଁ ସତର୍କତା ଅବଲମ୍ବନ କରିବା ଉଚିତ | ଆଜି ନିଜ ପରିବାର ଲୋକଙ୍କ ଉପରେ ଧ୍ୟାନ ଦେବା ନିହାତି ଜରୁରୀ | ଆଜି ଆପଣ ନିଜ ପ୍ରିୟକୁ ନିଜ ମନ କଥା କହିବା ପାଇଁ ଅସୁବିଧା ଅନୁଭବ କରିବେ | ଅଭାବୀ ଲୋକଙ୍କର ସାହାଯ୍ୟ କରିବାର ଗୁଣ ଆପଣଙ୍କୁ ସମାନ ଦେବ | ଜୀବନ-ସାଥୀଙ୍କର ବ୍ୟବହାର ଆପଣଙ୍କ କାର୍ଯ୍ୟ ସମ୍ପର୍କରେ ଥିବା ସମ୍ବନ୍ଧ ଉପରେ କୁପ୍ରଭାବ ଦେଇ ପାରେ | କାମ ଆରମ୍ଭ କରିବା ପୂର୍ବରୁ ତା ବିଷୟରେ ଭଲ ମନ୍ଦ ବିଚାର କରନ୍ତୁ ନାହିଁ | ଏକାଗ୍ର ଚିତ୍ତରେ ଯେ କୌଣସି କାମ କଲେ ମଧ୍ୟ ଆପଣ ସଫଳ ହୋଇପାରିବେ |
ବିଛା: ଆଜିର ଦିନ ଯୋଗ ଓ ଧ୍ୟାନ ସହିତ ଆରମ୍ଭ କରିପାରନ୍ତି | ଏହା ଦ୍ୱାରା ଆପଣ ପୁରା ଦିନ ଉର୍ଜ୍ଜାର ସହିତ କାଟିବେ ଅଧିକ ଦିନ ପାଇଁ ନିବେଶ କରନ୍ତୁ ନାହିଁ ଓ ସାଂଗ ମାନଂକ ସହିତ ସମୟ କଟାଅନ୍ତୁ | କୌଣସି ପ୍ରିୟ ବ୍ୟତିଙ୍କ ସହ ପରସ୍ପର କଥାବାର୍ତା ନ ହେବା କାରଣରୁ,ଯିଏ କି ବହୁତ ମନେ ପଡୁଛନ୍ତି ଆପଣ ମାନସିକ ଚାପ ଅନୁଭବ କରି ପାରନ୍ତି | ଆପଣଙ୍କ ଆଖିରେ ଅଟେ ଚମକ ଅଛିକି ଆପଣଙ୍କ ପ୍ରିୟଙ୍କ ଅନ୍ଧାର ରାତି ବି ଉଜ୍ବଳ କରି ଦବ | ଆଜି ଆପଣଙ୍କର ଖାଲି ସମରେ ଆପଣ ଆପଣଙ୍କର ସାଙ୍ଗସାଥୀମାନଙ୍କ ସହିତ କଟାଇପାରନ୍ତି | ଆପଣଙ୍କ ଜୀବନ-ସାଥୀ କାରଣରୁ ଆପଣ ଅନୁଭବ କରିବେ କି ସ୍ୱର୍ଗ ପୃଥିବୀରେ ହିଁ ଅଛି | ଆଜି ବିନା କୌଣସି ସାଥିରେ ମଧ୍ୟ ଆପଣ ପୁରା ଦିନ ଆନନ୍ଦିତ ରହିବେ |
ଧନୁ: ଆପଣଙ୍କ ସ୍ପଷ୍ଟ ଓ ନିର୍ଭୟ ଚିନ୍ତାଧାରା ଆପଣଙ୍କ ସାଙ୍ଗର ଗର୍ବକୁ କ୍ଷତି କରି ପାରେ | ଖରାପ ଅର୍ଥ ଅବସ୍ଥାରୁ ସାଙ୍ଗ ମାନଙ୍କ ସାହାଯ୍ୟରେ ଆରାମରେ ବାହାରି ପାରିବେ | ସନ୍ଧ୍ୟା ବେଳେ ସାଙ୍ଗ ମାନଂକ ସହିତ ବୁଲା-ବୁଲି କରନ୍ତୁ, କାରଣ ଏଇ ସମୟରେ ଏହା ଅତି ଆବଶ୍ୟକ | ସାବଧାନ ରୁହନ୍ତୁ,କାରଣ ପ୍ରେମରେ ପଡ଼ିବା ଆଜିକା ଦିନରେ ଆପଣଙ୍କ ପାଇଁ ଅନ୍ୟ ବାଧା ସୃଷ୍ଟି କରି ପାରେ | ଆଜିକା ଦିନର ଅଧିକାଂଶ ସମୟ କିଣାକିଣି ଓ ଅନ୍ୟ ଗତିବିଧିରେ ଯିବ | ଆପଣଙ୍କ ପାଇଁ ଏହା ଏକ ସୁନ୍ଦର ପ୍ରେମ ଭରା ଦିନ ରହିବ, କିନ୍ତୁ ସ୍ୱାସ୍ଥ୍ୟକୁ ନେଇକି ଟିକେ ବିପଦର ସମ୍ମୁଖୀନ ହେବାକୁ ପଡ଼ି ପାରେ | ଆପଣ ଆଜି ପରିବାର ଲୋକଙ୍କ ସହିତ ମିଶିକି କୌଣସି ମହତ୍ଵପୁର୍ଣ ନିଷ୍ପତି ନେଇ ପାରନ୍ତି | ଏହା କରିବା ପାଇଁ ଏହା ସଠିକ ସମୟ ବି | ଆଗକୁ ୟେଇକି ଏହା ନିଷ୍ପତି ଲାଭଦାୟକ ହେବ |
ମକର: ଧାର୍ମିକ ଓ ଆଧ୍ୟାତ୍ମିକ ରୁଚିର କାର୍ଯ୍ୟ କରିବା ପାଇଁ ଭଲ ଦିନ ଅଟେ | ଆଜି ନିବେଶ କରିବା ବର୍ଜନ କରନ୍ତୁ | ଅନ୍ୟ ମାନଙ୍କ ଦୋଷ ଖୋଜିବାର ଅଦରକାରୀ କାମ ଆପଣଙ୍କ ବନ୍ଧୁ ବାନ୍ଧବଙ୍କ ଆଲୋଚନାର ପାତ୍ର ହୋଇ ପାରନ୍ତି | ଆପଣଙ୍କୁ ବୁଝିବା କଥା କି ଏହା କେବଳ ସମୟ ନଷ୍ଟ କରିବ ଓ ଏହା ଦ୍ୱାରା କିଛି ଲାଭ ହବ ନାହିଁ | ଉତ୍ତମ ରହିବ, ଯଦି ଆପଣ ନିଜର ଏଇ ଅଭ୍ୟାସରେ ପରିବର୍ତନ କରିବେ | ପ୍ରେମ ଜୀବନ କ୍ଷେତ୍ରରେ ଆଜି ଭଲ ଦିନ ନୁହେଁ, କାରଣ ଆପଣ ଆଜି ପ୍ରକୃତ ପ୍ରେମ ଖୋଜିବାରେ ବିଫଳ ହେଇ ପାରନ୍ତି | ସମୟ ଚକ୍ର ବହୁତ ଗତିଶୀଳ | ତେଣୁ ସମୟର ସଦୁପଯୋଗ କରିବା ଶିଖନ୍ତୁ | ହୋଇ ପାରେ କି ଆପଣଙ୍କ ଜୀବନସାଥୀ ଆଜି ଆପଣଙ୍କ ପାଇଁ ଯଥେଷ୍ଟ ସମୟ ନ କାଢ଼ି ପାରନ୍ତି | ଆଜିର ଦିନ କୌଣସି ଧାର୍ମିକ ସ୍ଥଳରେ ସମର୍ପିତ ରହିବ ଆପଣଙ୍କ ମାନସିକ ଶାନ୍ତି ରଖିବା ପାଇଁ ସବୁଠୁ ଉତ୍ତମ ସାଧନ ହୋଇ ପାରେ |
କୁମ୍ଭ: ପିଲା ଦିନର କଥା ଆପଣଙ୍କୁ ମନେ ପଡ଼ିବ | କିନ୍ତୁ ଏହି କାର୍ଯ୍ୟ ଯୋଗୁଁ ଆପଣ ନିଜକୁ ମାନସିକ ଚାପି ଦେଇ ପାରନ୍ତି | ଆପଣଙ୍କ ଚାପ ଓ ଚିନ୍ତାର ଗୋଟେ ବଡ଼ କାରଣ ପିଲା ଦିନର ନିରୀହତା ସହିତ ବଞ୍ଚିବାର ଇଚ୍ଛା, ସେଥିପାଇଁ ସ୍ବତନ୍ତ୍ର ହୋଇ ବଞ୍ଚନ୍ତୁ | ଯେଉଁମାନେ କୌଣସି ଅଚିଂହା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ | ଘରର ପରିବେଶ କାରଣରୁ ଆପଣ ଦୁଃଖୀ ହୋଇ ପାରନ୍ତି | ଟିକେ ସଂଭାଳିକି ରୁହନ୍ତୁ,କାରଣ ଆପଣଙ୍କ ପ୍ରିୟ ରସମୟ ଭାବରେ ଆପଣଙ୍କୁ ତେଲ ମାରି ପାରନ୍ତି କି – ମୁଁ ତୁମ ବିନା ଏଇ ଦୁନିଆରେ ବଞ୍ଚି ପାରିବିନି | ଆପଣଙ୍କ ଦିନଟି କିପରି କାଟିବା ସେଥିପାଇଁ ଆପଣ ନିଜେ ଯତ୍ନବାନ ହେବା ଆବଶ୍ୟକ | ଆପଣଙ୍କ ଜୀବନ-ସାଥୀ ଆପଣଙ୍କୁ ଖୁସି କରିବା ପାଇଁ ବହୁତ ଚେଷ୍ଟା କରୁଥିବା ଦେଖା ଯାଇ ପାରିବେ | ଆପଣଙ୍କ ପିତା ଆପଣଙ୍କ ପାଇଁ କିଛି ବିଶେଷ ଉପହାର ଆଣିପାରନ୍ତି |
ମୀନ: ଆଜି ଜଣେ ଆଧ୍ୟାତ୍ମିକ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ମିଳି ପାରେ ଯାହା ଯୋଗୁଁ ମନକୁ ବହୁତ ଶାନ୍ତି ମିଳିବ | ଯଦିଓ ଧନ ଆପଣଙ୍କ ହାତରୁ ସହଜରେ ଖସି ଚାଲିବ, କିନ୍ତୁ ଆପଙ୍କ ଗ୍ରହ ମାନେ ଆପଣଙ୍କ ଧନରେ କ୍ଷତି ହବାକୁ ଦେବେ ନାହିଁ | ଆଜି ଆପଣଙ୍କୁ ଅନ୍ୟ ମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ | ଯଦିଓ ପିଲା ମାନଙ୍କୁ ବେଶୀ ଛାଡ ଦେବା କାରଣରୁ ଆପଣଙ୍କ ପାଇଁ ବାଧା ସୃଷ୍ଟି ହୋଇ ପାରେ | ପ୍ରେମର ସ୍ମୃତି ଆଜି ଆପଣଙ୍କ ଉପରେ ଛାଇ ପରି ଲାଗି ରହିବ | ଆଜି ଆପଣଙ୍କ ସମ୍ପର୍କ କରିବାର କୌଶଳ ଓ ପ୍ରବୀଣତା ଅନ୍ୟ ମାନଙ୍କୁ ବହୁତ ପ୍ରଭାବିତ କରିବ | କଣ ଆପଣଙ୍କୁ ଲାଗୁଛିକି ବିବାହ କେବଳ ସାଲିସ କରିବାର ନା? ଯଦି ହଁ, ତାହେଲେ ଆପଣ ସତ ଅନୁଭବ କରିବେ ଓ ଜାଣିବେ କି ଏହା ଆପଣଙ୍କ ଜୀବନର ସବୁ ଠୁ ଭଲ ଘଟଣା ଯାହା ଘଟିଛି | ଆପଣଙ୍କ ସରଳ ଜୀବନ ଆପଣଙ୍କ ବ୍ୟବହାରକୁ ମଧ୍ୟ ସରଳ କରିଥାଏ |ଏହି କଥା ମନେରଖି ଆପଣ ନିଜ ବ୍ୟବହାରରେ ସରଳତା ଆଣିପାରିବେ |