ମେଷ: ଆଜି ନିଜର ଉର୍ଜାର ଉଚ୍ଚ ସ୍ତରକୁ, କାମରେ ଲଗାନ୍ତୁ | ଉଦାସ ଅର୍ଥ ଅବସ୍ଥା ଯୋଗୁଁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବରୋଧ ଆସି ପାରେ | ହଠାତ ଆଜି ଆପଣଙ୍କୁ କିଛି ଗୋଟେ ଖୁସି ଖବର ମିଳି ପାରେ ଯାହା ଯୋଗୁଁ ଘର ଲୋକେ ଖୁସିରେ ଭରି ଉଠିବେ | ଆପଣଙ୍କ ଜୀବନ-ସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣଙ୍କ ପ୍ରେମ ଜୀବନରେ ବାଧା ଆସି ପାରେ | ଆପଣଙ୍କ ସୃଜନଶୀଳତା କାର୍ଯ୍ୟ ଆଖ-ପାଖ ଲୋକଙ୍କୁ ଆଶ୍ଚର୍ଯ୍ୟରେ ପକେଇ ପାରେ ଓ ଆପଣଙ୍କୁ ବହୁତ ପ୍ରଶଂସା ମିଳିବ | ଯଦି ଆପଣ ଲମ୍ବା ସମୟରୁ ନିଜ ଜୀବନରେ କୌଣସି କୌତୁହଳଜନକ ଜିନିଷ ହେବା ପାଇଁ ଅପେକ୍ୟା କରିଛନ୍ତି,ତାହେଲେ ନିଶ୍ଚୟ ହିଁ ଆପଣଙ୍କୁ ତାହାର ଲଖ୍ୟଣ ଦେଖା ଯିବାକୁ ଲାଗିବ | ଜୀବନ-ସାଥୀଙ୍କର ଖରାପ ସ୍ୱାସ୍ଥ୍ୟ କାରଣରୁ ଆପଣ ଚିନ୍ତାରେ ରହିବେ |
ବୃଷ: ଘରେ ଚିନ୍ତାଜନକ ସ୍ତିତି ଆପଣଙ୍କୁ କ୍ରୋଧିତ କରି ପାରେ | ଏହାକୁ ମନ ଭିତରେ ରଖିଲେ ସ୍ବାସ୍ଥ୍ୟ ଖରାପ ହୋଇ ପାରେ | ଶାରୀରିକ ଗତିବିଧିରେ ବୃଦ୍ଧି ଆଣି ଏହା ଠୁ ନିଜାତ ପାଆନ୍ତୁ | ଖରାପ ଅବସ୍ଥା ଠୁ ଦୁରେଇ ରହିବ ହିଁ ଉତ୍ତମ | ଆଜି ଆପଣଙ୍କୁ ଅର୍ଥ ସମ୍ପର୍କ ଅସୁବିଧା ଆସି ପାରେ – ଆପଣ ଆଜି ଅଧିକ ଖର୍ଚ୍ଚ କରିବେ କିମ୍ବା ପର୍ସ ହଜେଇ ଦେବେ- ତେଣୁ ଦାୟୀତ୍ଵହୀନ ନ ହୋଇ ଜାଗୃତ ରୁହନ୍ତୁ | ଘରେ ଉଲ୍ଲାସର ପରିବର୍ତନ ଥିବା ଯାହା ଆପଣଙ୍କ ଚାପକୁ କମ କରି ଦେବ | ଆପଣ ଏହାର ପୁର୍ଣ ରୂପେ ସହଭାଗି ହୁଅନ୍ତୁ ଓ କେବଳ ମୁକ ଦର୍ଶକ ହୋଇ କିଛି ଲାଭ ମିଳିବ ନାହିଁ | କେହି ଆପଣଙ୍କୁ ଆପଣଙ୍କ ପ୍ରେମଠୁ ଅଲଗା କରି ପାରିବ ନାହିଁ | ଏମିତିଆ ଲୋକଙ୍କ ସହିତ ହାତ ମିଶାନ୍ତୁ ଯେଉଁ ମାନେ କାଳ୍ପନିକ ଭାବରେ ଭଲ ଓ ଯାହାଙ୍କର ଚିନ୍ତାଧାରା ଆପଣଙ୍କ ସହିତ ମିସେ | ଯଦି ଆଜି କିଣାକିଣି କରିବାକୁ ଯାଆନ୍ତି ତାହେଲେ ବେଶୀ ଖର୍ଚ କରିବେ ନାହିଁ | କଣ ଆପଣଙ୍କୁ ଲାଗୁଛିକି ବିବାହ କେବଳ ସାଲିସ କରିବାର ନା? ଯଦି ହଁ, ତାହେଲେ ଆପଣ ସତ ଅନୁଭବ କରିବେ ଓ ଜାଣିବେ କି ଏହା ଆପଣଙ୍କ ଜୀବନର ସବୁ ଠୁ ଭଲ ଘଟଣା ଯାହା ଘଟିଛି |
ମିଥୁନ: ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ ଖୁସି ଅନୁଭବ କରିବେ | ବ୍ୟପାରୀମାନେ ନିଜ ଅର୍ଜିତ ସମ୍ପତ୍ତିକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ | ଆଜି ଚୋରି ହେବାର ବହୁତ ସମ୍ଭାବନା ଅଛି | ସାମାଜିକ ଜନସଭାରେ ପରିବାର ସହିତ ସମିଳନ ହେବ ସମସ୍ତଙ୍କ ପାଇଁ ଉତ୍ତମ ଅନୁଭବ ରହିବ | ଆଜି ଆପଣଙ୍କର ଅନିଶ୍ଚିତ ବ୍ୟବହାର ଯୋଗୁ ଆପଣଂକର ସାଥୀ ନିଜର ମନ ଖରାପ କରି ପାରନ୍ତି| ରଚନାତ୍ମକ କାମ କରୁଥିବା ବ୍ୟକ୍ତିମାନଙ୍କୁ ଆଜି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ | ଆଜି ହୁଏତ ଆପଣ ଭପାରନ୍ତି ଯେ ରଚନାତ୍ମକ କାମଠାରୁ ଚାକିରୀ କରିବା ଭଲ | ଯଦି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ନିଜପାଇଁ କାଢ଼ିପାରୁଛନ୍ତି ତେବେ ସେ ସମୟର ସଦୁପଯୋଗ କରିବା ବି ଶିଖିବା ଉଚିତ | ସେବେ ଆପଣ ଭବିଷ୍ୟତରେ ଆଗକୁ ବଢ଼ି ପାରିବେ | ଆପଣଙ୍କୁ କିମ୍ବା ଆପଣଙ୍କ ଜୀବନସାଥିକୁ ଖଟରେ ମାଡ଼ ହୋଇ ପାରେ | ସେଥିପାଇଁ ଦୁଇ ଜଣ ପରସ୍ପରର ଧ୍ୟାନ ରଖନ୍ତୁ |
କର୍କଟ: ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ | ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ | ଆଜି ସଫଳତାର ମୂଳ ମନ୍ତ୍ର ହେଉଛି କି ଆପଣ ସେମିତିଆ ଲୋକଙ୍କ ପରାମଶ ଉପରେ ଧନ ନିବେଶ କରନ୍ତୁ, ଯେଉଁ ମାନେ ନବପ୍ରବର୍ତ୍ତନ ବିଚାର ରଖନ୍ତି ଓ ଅନୁଭବୀ ଅଟନ୍ତି | ଆପଣଙ୍କ ସନଗ ମାନେ ଏମିତି ସମୟରେ ଥକି ପାରନ୍ତି,ଯେତେ ବେଳେ ଆପଣଙ୍କୁ ତାଙ୍କର ସବୁଠୁ ଅଧିକ ଆବଶ୍ୟକତା ପଡ଼ିବ | ଆଜି ଭାବପୂର୍ଣ୍ଣ ପ୍ରେମ ଅନୁଭବ କରିବେ , ତେଣୁ କିଛି କିଛିଟା ସମୟ ତା ପାଇଁ ମଧ୍ୟ କାଢନ୍ତୁ | କାର୍ଯ୍ୟକ୍ଷେତ୍ରରେ ଲୋକଙ୍କ ନେତୃତ୍ୱ କରନ୍ତୁ, କାରଣ ଆପଣଙ୍କ ନିଷ୍ଠା ଆଗକୁ ବଢ଼ିବାରେ ଲାଭକାରୀ ପ୍ରମାଣିତ ହେବ | ଆଜି କୌଣସି କାରଣରୁ ଅଫିସ ରୁ ଶୀଘ୍ର ଘରକୁ ଫେରିପାରନ୍ତି | ତେଣୁ ପରିବାର ସହିତ ପିକନିକ ବା ବାହାରକୁ ବୁଲିଯିବାପାଇଁ ଯୋଜନା କରିପାରନ୍ତି | ଆପଣ ଅନୁଭବ କରିବେ କି ଆପଣଙ୍କ ଜୀବନସାଥୀର ମହୁଠୁ ବି ଅଧିକ ମିଠା ଅଛି |
ସିଂହ: ମନେ ମନେ ସ୍ବପ୍ନ ଦେଖିବା ସାହାଯ୍ୟ କରିବନି | ପରିବାରର ଆଶା ଉପରେ ଛିଡ଼ା ହେବ ପାଇଁ କିଛି କରିକି ଦେଖେଇବାକୁ ପଡ଼ିବ | ବ୍ୟାପାରୀ ମାନଙ୍କୁ ଆଜି ବ୍ୟାପାରରେ କ୍ଷତି ସହିବାକୁ ପଡ଼ିପାରେ ତଥା ନିଜର ବ୍ୟାପାରକୁ ଆହୁରି ଭଲଭାବରେ ଚଳାଇବାପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ | ଆପଣଙ୍କ ସନଗ ମାନେ ଏମିତି ସମୟରେ ଥକି ପାରନ୍ତି,ଯେତେ ବେଳେ ଆପଣଙ୍କୁ ତାଙ୍କର ସବୁଠୁ ଅଧିକ ଆବଶ୍ୟକତା ପଡ଼ିବ | ଆଜି ଆପଣ ଅନୁଭବ କରିବେ କି ପ୍ରେମ ଭଗବାନଙ୍କ ସମାନ , ପ୍ରେମ ଅତ୍ୟଧିକ ଧାର୍ମିକ ଓ ଆଧ୍ୟାତ୍ମିକ ଅଟେ | ଦିନ ଆରମ୍ଭରୁ ଅସ୍ତ ଯାଏଁ ଆପଣ ନିଜକୁ ଉର୍ଜାରେ ଭରା ଅନୁଭବ କରିବେ | ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ କାଢ଼ିନେବେ ଓ ଆପଣଙ୍କର ପ୍ରିୟ ରୁଚି ବା ସଉକ ପୁରା କରିପାରିବେ | ଜୀବନସାଥୀ ସହିତ ନିକଟବର୍ତ୍ତୀ ରହିବା ଆପଣଙ୍କୁ ଖୁସି ଦେବ |
କନ୍ୟା: ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ | ଆଜି ଆପଣଙ୍କୁ ଅର୍ଥ ସମ୍ପର୍କ ଅସୁବିଧା ଆସି ପାରେ – ଆପଣ ଆଜି ଅଧିକ ଖର୍ଚ୍ଚ କରିବେ କିମ୍ବା ପର୍ସ ହଜେଇ ଦେବେ- ତେଣୁ ଦାୟୀତ୍ଵହୀନ ନ ହୋଇ ଜାଗୃତ ରୁହନ୍ତୁ | ଆଜି ମା ବାପାଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ | ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପ୍ରେମୀ ଆପଣଙ୍କ ମନ ବୁଝୁନାହିଁ , ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ସେଥିପାଇଁ ସମୟ ଦିଅନ୍ତୁ ଏବଂ ନିଜ ହୃଦୟର କଥା ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ | ଆପଣ କୌଣସି ବଡ ଯୋଜନା କିମ୍ବା ଘଟଣାରେ ଭାଗିଦାର ହୋଇ ପାରନ୍ତି, ଯାହା ପାଇଁ ଆପଣଙ୍କୁ ପ୍ରଶଂସା ଓ ପୁରସ୍କାର ମିଳିବ | ଆପଣ ନିଜେ ନିଜକୁ ଭଲ ଭାବରେ ବୁଝିବା ଦରକାର | ଯଦି ଆପଣ ହଜିଗଲା ପରି ଅନୁଭବ କରୁଛନ୍ତି ତାହେଲେ ସମୟ ନେଇ ନିଜର ବ୍ୟକ୍ତିତ୍ୱକୁ ଆକଳନ କରିବାକୁ ଚେଷ୍ଟା କରନ୍ତୁ | ବୈବାହିକ ଜୀବନ ଦୃଷ୍ଟିରୁ ସ୍ୱାଦିଷ୍ଟ ଖାଦ୍ୟ ଓ ଭଲ ନିଦର ପୁରା ମଜ଼ା ଆପଣ ନେଇ ପାରିବେ |
ତୁଳା: ଜୀବନର ଉତ୍ତମ ଜିନିଷକୁ ଆନ୍ତରିକ ଭାବରେ ଅନୁଭବ କରିବା ପାଇଁ ମନ ଓ ହୃଦୟର ଦ୍ୱାର ଖୋଲନ୍ତୁ | ଚିନ୍ତାକୁ ଛାଡ଼ିବା ଏହା ପ୍ରତି ପ୍ରଥମ ପାଦ ଅଟେ | ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ- ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳି ପାରେ- ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି | ଆଜି ଆପଣ ଅଧର୍ଯ୍ୟ ହୋଇ ପାରନ୍ତି | ସେଥିପାଇଁ ଧର୍ଯ୍ୟ ରଖନ୍ତୁ, ନଚେତ ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କ ବ୍ୟବହାର ଯୋଗୁଁ ଦୁଖୀ ହୋଇ ପାରନ୍ତି | ଆଜି ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ତାଳ ଦେଇ ଚାଲିବ | ଅଜ୍ଞାନ ହଁ ଏହା ପ୍ରେମ ହିଁ | ନିଜ ବରିଷ୍ଠ ଅଧିକାରୀ ମାନଙ୍କୁ ଘରକୁ ଆମନ୍ତ୍ରିତ କରିବା ପାଇଁ ,ଆଜି ଭଲ ଦିନ ନୁହେ | ଦିନର ଆରମ୍ଭ ଟିକେ କ୍ଲାନ୍ତଭରା ହେଲେ ମଧ୍ୟ ଧୀରେ ଧୀରେ ଆପଣଙ୍କୁ ଭଲ ଫଳ ମିଳିବ | ଦିନ ଶେଷରେ ଆପଣଙ୍କୁ ଯଥେଷ୍ଟ ସମୟ ମିଳିବ ଯାହା ଆପଣ କୌଣସି ପ୍ରିୟ ବନ୍ଧୁଙ୍କୁ ଭେଟି ସମୟର ସଦୁପଯୋଗ କରିପାରିବେ | ଲମ୍ବା ସମୟ ପରେ ଆପଣ ନିଜର ଜୀବନସାଥୀ ସହିତ ନିକଟତର ଅନୁଭବ କରିବେ |
ବିଛା: ଆଜି ଦିନଟା ଏମିତିଆ କାର୍ଯ୍ୟ କରିବା ପାଇଁ ଉତ୍ତମ ଅଟେ,ଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ | କୌଣସି ପୁରୁଣା ରୋଗ ଆଜି ଆପଣଙ୍କୁ କଷ୍ଟ ଦେଇପାରେ ଯେଉଁଥିପାଇଁ ଆପଣ ଡାକ୍ତରଖାନା ମଧ୍ୟ ଯାଇପାରନ୍ତି ଓ ଆପଣଙ୍କର ବହୁତ ଅର୍ଥ ଖର୍ଚ୍ଚ ହୋଇପାରେ | ପ୍ରେମ,ମିଳାମିଶା ଓ ବନ୍ଧନରେ ବୃଦ୍ଧି ହେବ | ଯେଉଁମାନେ ଏବେବି ଏକ ଅଛନ୍ତି, ଆଜି ସେମାନଙ୍କୁ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଭେଟ ହୋଇପାରେ ତାଙ୍କ ସହିତ ସମ୍ପର୍କ ବଢାଇବା ପୂର୍ବରୁ ତାଙ୍କ ପୂର୍ବ ସମ୍ପର୍କ ବିଷୟରେ ଜାଣିନେବା ଉଚିତ | ଏମିତି ଲାଗୁଛିକି କିଛି ସମୟ ପାଇଁ ଆପଣ ଏକ ହେଇ ପଡ଼ିଛନ୍ତି | ସହକରମୀ କିମ୍ବା ସହଯୋଗୀ ଆପଣଙ୍କୁ ସାହାଯ୍ୟ ପାଇଁ ହାଥ ବାଡେଇ ପାରନ୍ତି,କିନ୍ତୁ ସେମାନେ ବେଶୀ ସାହାଯ୍ୟ କରି ପାରିବେ ନାହିଁ | ବିଗତ ଦିନମାନଙ୍କରେ ଆପଣ ବହୁତ କାମ ଅଧା ରୁ ଛାଡିଦେଇଛନ୍ତି ଯାହା ଏବେ ଆପଣଙ୍କୁ କପୁର କରିବାକୁ ପଡିପାରେ | ଆଜି ଖାଲି ସମୟରେ ଆପଣ ଅଫିସ ର କାମରେ ବ୍ୟସ୍ତ ରହିବେ | ବୈବାହିକ ଜୀବନର ଆନନ୍ଦ ନେବା ପାଇଁ ପ୍ରଚୁର ସୁଯୋଗ ଅଛି ଆପଣଙ୍କ ପାଖରେ |
ଧନୁ: ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ | ଆପଣଙ୍କୁ ଅନେକ ଗୁଡିକ କ୍ଷେତ୍ରରୁ ଧନ ଲାଭ ମିଳି ପାରେ | ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ | ପ୍ରେମ ପାଇଁ ବଢ଼େଇ ଥିବା ଉଦ୍ୟମ କିଛି ଫଳ ଦେବ ନାହିଁ | ଆପଣଙ୍କ ଆଧିପତ୍ୟ ବିସ୍ତାର କରିବାର ସ୍ଵଭାଵ ଆଲୋଚନାର କାରଣ ବାଣୀ ପାରେ | ଚୁଗୁଲି ଓ ଉଡ଼ା ଖବରକୁ ପରିହାର କରନ୍ତୁ | ଆପଣଙ୍କ ଜୀବନସାଥିଙ୍କର ବଡ଼ବଡ଼ ହେବା ପ୍ରକୃତିରୁ ଆପଣ ହଇରାଣ ହୋଇ ପ୍ରଣତି, କିନ୍ତୁ ସିଏ ଆପଣଙ୍କ ପାଇଁ କିଛି ଭଲ ବି କରିବାର ସୁଯୋଗରେ ଅଛନ୍ତି |
ମକର: ସ୍ୱାସ୍ଥୟଠୁଁ ଜଡିତ ଅସୁବିଧା ଅସହଜତାର କାରଣ ବନି ପାରେ | ଜୀବନରେ ଅର୍ଥ ଖରାପ ପରିସ୍ଥିତିର ସାମ୍ନା କରିବା ପାଇଁ ସଂଚୟ କରାଯାଏ | ତେଣୁ ଏବେଠାରୁ ପଇସା ସଞ୍ଚୟ କରନ୍ତୁ ନହେଲେ ଭବିଷ୍ୟତରେ ଅସୁବିଧାରେ ପଡ଼ିପାରନ୍ତି | ପ୍ରେମ,ମିଳାମିଶା ଓ ବନ୍ଧନରେ ବୃଦ୍ଧି ହେବ | ଆପଣଙ୍କ ଆଖି ଚମକିବ ଓ ହୃଦୟର ଆପନଦାନ ବଢି ଯିବା,ଯେତେ ବେଳେ ଆପଣ ନିଜର ମନର ମଣିଷକୁ ଦେଖା କରିବେ | ଖୁଚୁରା ବିକ୍ରେତା ଓ ପାଇକାରୀ ବେପାରୀ ମାନଙ୍କ ପାଇଁ ଶୁଭ ଦିନ ଅଟେ | ପୂର୍ବରୁ ରହି ଯାଇଥିବା କାମ ଗୁଡ଼ିକ ସାରିବାକୁ ପଡ଼ିବ ତେଣୁ ତାହା ପାଇଁ ସକାରାତ୍ମକ ଚିନ୍ତା ସହିତ ଟିକେ ବେଶୀ ପ୍ରଯତ୍ନ କରିବାକୁ ପଡ଼ିବ| କଣ ଆପଣଙ୍କୁ ଲାଗୁଛିକି ବିବାହ କେବଳ ସାଲିସ କରିବାର ନା? ଯଦି ହଁ, ତାହେଲେ ଆପଣ ସତ ଅନୁଭବ କରିବେ ଓ ଜାଣିବେ କି ଏହା ଆପଣଙ୍କ ଜୀବନର ସବୁ ଠୁ ଭଲ ଘଟଣା ଯାହା ଘଟିଛି |
କୁମ୍ଭ: ଅସନ୍ତୋଷ ଭାବନାକୁ ନିଜ ଉପରେ ଅବୈଧ ହବାକୁ ଦିଅନ୍ତୁ ନାହିଁ | ଘରର ବହୁତ ଛୋଟ ଛୋଟ ଜିନିଷ ରେ ଆପଣଙ୍କର ବହୁତ ଖର୍ଚ୍ଚ ହେବ , ସେଥିପାଇଁ ଆପଣ ମାନସିକ ଗ୍ଲାନି ମଧ୍ୟରେ ରହିବେ | ଆଜି ଦିନରେ ଆପଣଙ୍କୁ କିଛି ବଧାର ସମ୍ମୁଖୀନ ହେବାକୁ ପଡ଼ି ପାରେ | ବାସ୍ତବବାଦୀ ରୁହନ୍ତୁ ଓ ଯେଉଁ ମାନେ ସାହାୟତା ପାଇଁ ହାଥ ଦେଉଛନ୍ତି ,ତାଙ୍କ ଠୁ କୌଣସି ଚମତ୍କାରର ଆଶା ରକଃନ୍ତୁ ନାହିଁ | ବ୍ୟକ୍ତିଗତ ସମ୍ବନ୍ଧ ସଂବେଦନଶୀଳ ଓ ସୁକ୍ଷ୍ମ ରହିବ | ନୂତନ ଭାଗିଦାରୀ କରିବା ଆପଣଙ୍କ ପାଇଁ ଫଳଦାୟୀ ରହିବ ଆପଣ ଯେ କୌଣସି ପ୍ରତିଯୋଗିତାରେ ଗୋଡ ରଖିବେ, ଆପଣଙ୍କ ପ୍ରତିଯୋଗିତାମୂଳକ ସ୍ଵଭାଵ ଜିତିବାରେ ସଫଳତା ଦେବ | ଜୀବନ-ସାଥୀ ଆଜି ଆପଣଙ୍କୁ ହୋଇ ପାରେ କି ରାଗରେ ଆପଣଙ୍କୁ ଜଣେଇବେ କି ଆପଣଙ୍କ ସହିତ ରହିବା ପାଇଁ ତାଙ୍କୁ କଣ-କଣ ଭୋଗିବାକୁ ପଡ଼ି ଥିଲା |
ମୀନ: ଜୀବନ ତୃପ୍ତି ଓ ସନ୍ତୁଷ୍ଟ ସହିତ ରଖିବା ପାଇଁ ନିଜ ମାନସିକ ଦୃଢ଼ତାରେ ବୃଦ୍ଧି କରନ୍ତୁ | ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ଯଦି ଆପଣଙ୍କୁ ଧାନ ସଂଚୟ କରିବାର ଅଛି, ତେବେ ଏ ବିଷୟରେ ନିଜ ମାତାପିତା ଅଥବା ସହଭାଗିନୀଙ୍କ ସହିତ କଥାବାର୍ତା କରନ୍ତୁ | ଆପଣନ୍କ ଜୀବନ-ସାଥୀ ସହିତ ଉତ୍ତମ ବୁଝାମଣା ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆଣିବ | ଆଜି ଆପଣଙ୍କ ପ୍ରେମୀ ଆପଣଙ୍କ କଥାରେ ଆଘାତ ହୋଇ ପାରନ୍ତି | କଥା ବେଶୀ ବଢିବା ପୂର୍ବରୁ ନିଜର ଭୁଲ ଜାଣିନେଇ ପ୍ରତିକାର କରନ୍ତୁ | ଆପଣଙ୍କ କାମ ଅଚାନକ ଭାବରେ ନିରୀକ୍ଷଣ କରାଯାଇପାରେ | ଏହି ପରିସ୍ଥିତିରେ ଆପଣଙ୍କର କୌଣସି ଭୁଲ ଆପଣଙ୍କୁ ମାହାଙ୍ଗା ପଡ଼ିପାରେ | ବ୍ୟପାରୀମାନେ ନିଜ ଵାଣିଜ୍ୟକୁ ନୂଆ ଦିଶା ଓ ଦିଗକୁ ନେବାପାଇଁ ଚିନ୍ତା ଓ ଚେଷ୍ଟା କରିପାରନ୍ତି | ଆଜି ସନ୍ଧ୍ୟାରେ କୌଣସି ସହକର୍ମୀଙ୍କ ସହିତ ସମୟ କଟାଇପାରନ୍ତି | କିନ୍ତୁ ପରେ ଆପଣଙ୍କୁ ଏହା ଅଯଥା ସମୟ ନଷ୍ଟ ହେଲାପରି ଲାଗିପାରେ | ବିବାହର ଠିକ ପୂର୍ବରୁ ଘଟି ଥିବା ସୁନ୍ଦର ଦିନର ସ୍ମୃତି ମନେ ପଡ଼ି ପାରେ- ସେଇ ମଜା, ଆଗ-ପଛ ବୁଲିବା ଓ ପ୍ରେମ ପ୍ରସ୍ତାଵ ଦେବା |