ଆଜି ତା ୦୫.୦୯.୨୦୨୧ ରବିବାରର ରାଶିଫଳ

ମେଷ: ନିଜର ଉତ୍ସାହ ରଖିବା ପାଇଁ ନିଜର କଳ୍ପନାରେ କୌଣସି ସୁନ୍ଦର ଓ ବିଚିତ୍ର ଛବି ଆଂକନ୍ତୁ | ଧନ ସମ୍ବନ୍ଧିତ କୌଣସି ବିବାଦ ଆଜି ତୁଟି ପାରେ ଓ ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ | ବନ୍ଧୁ ବାନ୍ଧବ ମାନଙ୍କ ଘରକୁ ଯିବା,ଆପଣ ଯେମିତିଆ ଭାବିଛନ୍ତି ତାହାଠୁ ବେଶ ଭଲ ରହିବ | ଆଜି ଆପଣ ଅନୁଭବ କରିବେ କି ପ୍ରେମ ଭଗବାନଙ୍କ ସମାନ , ପ୍ରେମ ଅତ୍ୟଧିକ ଧାର୍ମିକ ଓ ଆଧ୍ୟାତ୍ମିକ ଅଟେ | ସେମିତି ଲୋକଙ୍କ ସହିତ ବନ୍ଧୁତା ରଖନ୍ତୁ ନାହିଁ ଯେଉଁମାନଙ୍କ ସହିତ ଆପଣଙ୍କ ସମୟ ନଷ୍ଟ ହେବ | ବୈବାହିକ ଜୀବନରେ ପ୍ରେମ ଓ ଗରମ କାଧ୍ୟର ବହୁତ ଗୁରୁତ୍ୱ ଅଛି; ଆଜି ଆପଣ ଦୁଇଟାର ହିଁ ଲାଭ ନେଇ ପାରିବେ | ସମ୍ଭବ ଅଛିକି ପରିବାର ଲୋକଙ୍କ ସହିତ କୌଣସି ବନ୍ଧୁକୁ ଦେଖା କରିବାକୁ ଯିବାକୁ ପଡ଼ି ପାରେ ଓ ଏହା ପାଇଁ ଆଜି ଉତ୍ତମ ଦିନ ଅଛି | କୌଣସି ପୁରୁଣା ଖରାପ ଘଟଣାକୁ ମାନେ ପକେଇବାଠୁ ନିଜକୁ ରକ୍ଷା କରନ୍ତୁ, ନଚେତ ପରିବେଶରେ ଚାପ ସୃଷ୍ଟି ହୋଇ ପାରେ |

ବୃଷ: କାମରେ ଚାପ ଯୋଗୁଁ ଆଜି ଚିନ୍ତିତ ଅନୁଭବ କରି ପାରନ୍ତି| ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | ଆପଣଙ୍କ ଭିତରୁ କିହିଁ ଲୋକେ ଗହଣା କିମ୍ବା ଘରୋଇ ଜିନିଷ କିଣି ପାରିବେ | ବ୍ୟକ୍ତିଗତ କଥା ଆପଣଙ୍କ ନିୟନ୍ତ୍ରଣରେ ରହିବ | ଏହି ରାଶିର ଵ୍ୟାକରୀମାନେ ନିଜ ଅବସର ସମୟରେ ଆଧ୍ୟାତ୍ମିକ ବହି ପଢ଼ି ସମୟ ଅତିବାହିତ କରିବା ଉଚିତ | ଏହା ଦ୍ୱାରା ଆପଣଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ | ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଲିଙ୍ଗନ ଦେବାର ବି ଲାଭ ଅଛି ଓ ଏହା ଅନୁଭବ ଆପଣଙ୍କୁ ଆପଣଙ୍କ ଜୀବନ ସାଥୀଙ୍କ ଠୁ ମିଳି ପାରେ | ଇଣ୍ଟରନେଟ ସର୍ଫିଙ୍ଗ କରିବା ଆପଣଙ୍କ ଜ୍ଞାନରେ ବୃଦ୍ଧି କରିବାରେ ସାହାଯ୍ୟ କରିବ |

ମିଥୁନ: ଅଦରକାରୀ ବିଚାର ମନ ଭିତରେ ଛାଇ ପରି ଲାଗି ରହିବ | ନିଜକୁ ଶାରୀରିକ ବ୍ୟୟାମର ମଜା ନେବାକୁ ଦିଅନ୍ତୁ,କାରଣ ଖାଲି ମୁଣ୍ଡ ରାକ୍ଷସର ଘର ଥାଏ | ନିଜ ପାଇଁ ଧାନ ସଂଚୟ କରିବାର ଆପଣଙ୍କର ଯୋଜନା ଆଜି ସଫଳ ହୋଇପାରେ | ଆଜି ଆପଣ ଉଚିତ ମାତ୍ରାରେ ସଂଚୟ କରିବାରେ ସକ୍ଷମ ହୋଇପାରିବେ | ଆପଣଙ୍କ ପିଲାଙ୍କ ପୁରସ୍କାର ବିତରଣର ସମାରୋହର ନିମନ୍ତ୍ରଣ ପାଇ ଖୁସି ଅନୁଭବ କରିବେ | ସିଏ ଆପଣଙ୍କ ଆଶା ପୂରଣ କରିବ ଓ ଆପଣ ନିଜ ପିଲା ଦ୍ୱାରା ନିଜର ସ୍ବପ୍ନ ସାକାର ହୋଇ ଥିବା ଦେଖିବେ | ନିଜର ପ୍ରିୟାର ବିଶ୍ୱସ୍ତ ହେବ ଉପରେ ସନ୍ଦେହ କରନ୍ତୁ ନାହିଁ | ପୂର୍ବରୁ ରହି ଯାଇଥିବା କାମ ଗୁଡ଼ିକ ସାରିବାକୁ ପଡ଼ିବ ତେଣୁ ତାହା ପାଇଁ ସକାରାତ୍ମକ ଚିନ୍ତା ସହିତ ଟିକେ ବେଶୀ ପ୍ରଯତ୍ନ କରିବାକୁ ପଡ଼ିବ| ଆପଣଙ୍କ ଜୀବନ-ସାଥୀ ଆପଣଙ୍କୁ ଖୁସି କରିବା ପାଇଁ ବହୁତ ଚେଷ୍ଟା କରୁଥିବା ଦେଖା ଯାଇ ପାରିବେ | ସମ୍ପର୍କୀୟଙ୍କଠାରୁ ଦୂରେ ଆପଣଙ୍କର ନିଜର ମଧ୍ୟ ଗୋଟେ ଦୁନିଆଁ ଅଛି | ସେ ଦୁନିଆଁ କୁ ଆଜି ଆପଣ ଆବିଷ୍କାର କରିପାରିବେ

କର୍କଟ: ଆଶାବାଦୀ ରୁହନ୍ତୁ ଓ ଉଜ୍ବଳ ପକ୍ଷକୁ ଦେଖନ୍ତୁ | ଆପଣଙ୍କ ବିଶ୍ୱାସ ଓ ଆଶା ଆପଣଙ୍କ ଇଚ୍ଛା ପୁରୁଣ ହେବ ପାଇଁ ନୂତନ ଦ୍ୱାର ଖୋଲିବ | ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ | ପରିବାର ଲୋକଙ୍କ ସହିତ ସାମାଜିକ ଗତିବିଧିରେ ଭାଗ ନେବା କାରଣରୁ ମାନସିକ ଚାପ ପଡି ପାରେ | ସୋସିଆଲ ମିଡ଼ିଆରେ ନିଜ ପ୍ରିୟାର ଦୁଇ-ତିନିଟା ସନ୍ଦେଶ ଦେଖନ୍ତୁ,ଆପଣଙ୍କୁ ଏକ ସୁନ୍ଦର ଆଶ୍ଚର୍ଯ୍ୟ କରିଦେବା ପରି ଅନୁଭବ ହେବ | ଆଜି ନିଜ ସୀମା ବାହାରକୁ ଯାଇକି ବଡ଼ ପଦରେ ବସି ଥିବା ଲୋକଙ୍କ ସହିତ ସାକ୍ଷାତ କରି ପାରିବେ | ଆଜି ପଛେ ଯାହା ବି ହେଇ ଯାଉ, ଆପଣ ଆପଣଙ୍କ ଜୀବନସାଥୀକୁ କୁଣ୍ଡେଇକି ରହିବେ ଓ ତାଙ୍କଠୁ ଅଲଗା ହୋଇ ପାରିବେନି | ଆପଣଙ୍କ ଅନିଚ୍ଛା ସତ୍ୱେ ଯଦି କେହି ଆପଣଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି, ତାହେଲେ ତାଙ୍କୁ ଧିରସ୍ଥିର ଭାବରେ ବୁଝାଇ ଦିଅନ୍ତୁ |

ସିଂହ: ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ| ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ | ଆଜିର ଦିନ ମଜା କରିବା ଦୃଷ୍ଟିରୁ ଉତ୍ତମ ଅଟେ, ତାହା ଯୋଗୁଁ ନିଜର ପସଂଦର କାର୍ଯ୍ୟ କରନ୍ତୁ | ଯେଉଁ ଲୋକ ମାନେ ପ୍ରେମର ସଂଗୀତରେ ବୁଡ଼ିକି ଅଛନ୍ତି, କବଳ ସେହି ମାନେ ଏହି ସୁରା-ତାଳର ଆନନ୍ଦ ନେଇ ପାରିବେ | ଆଜିକା ଦିନ ଆପଣ ବି ସେଇ ସଂଗୀତକୁ ଶୁଣି ପାରିବେ, ଯାହା ଦୁନିଆର ବାକି ଗୀତକୁ ବୁଲେଇ ଦବ | ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ | ବିବାହ ଗୋଟେ ଦୈବିକ ଆଶୀର୍ବାଦ ଓ ଆଜି ଆପଣ ଏହା ଅନୁଭବ କରିବେ | ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ନିଯୁକ୍ତି ହେବାପାଇଁ ଚାହିଁବା | ଏଥିରେ ଆପଣଙ୍କୁ ବହୁତ ମାନସିକ ଶାନ୍ତି ମିଳିପାରେ |

କନ୍ୟା: ଭାବି ଚିନ୍ତିକି ଖାଦ୍ୟ ଗ୍ରହଣ କରନ୍ତୁ ନହେଲେ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ | କୌଣସି ପୁରୁଣା ରୋଗ ଆଜି ଆପଣଙ୍କୁ କଷ୍ଟ ଦେଇପାରେ ଯେଉଁଥିପାଇଁ ଆପଣ ଡାକ୍ତରଖାନା ମଧ୍ୟ ଯାଇପାରନ୍ତି ଓ ଆପଣଙ୍କର ବହୁତ ଅର୍ଥ ଖର୍ଚ୍ଚ ହୋଇପାରେ | କାର୍ଯ୍ୟରେ ଆବଶ୍ୟକତାରୁ ଅଧିକ ମାନସିକ ଚାପି କାରଣରୁ ପରିବାର ଲୋକଙ୍କ ଦରକାର ଓ ଇଛାକୁ ଅବହେଳା କରନ୍ତୁ ନାହିଁ | ଆଜି ଆପଣଙ୍କୁ ପ୍ରେମର ଉତର ପ୍ରେମ ଓ ରସମୟ ଭାବରେ ମିଳିବ | ଆଜିର ଦିନ ଆପଣଂକର ଇଚ୍ଛା ଅନୁସାରରେ ଖୁସୀରେ କଟିବ| ଆପଣଙ୍କୁ ଅନୁଭବ ହେବକି ବାହା ହେବା ସମୟରେ ଯାହା ଶପଥ ନେଇ ଥିଲେ ସବୁ ସତ | ଆପଣଙ୍କ ଜୀବନ-ସାଥୀ ହିଁ ଆପଣଙ୍କର ଆତ୍ମୀଅ-ସାଥୀ | ଆଜି କେଉଁଠୁ ଉଦ୍ଧାର ମିଳିବ ଦ୍ୱାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇପାରେ |

ତୁଳା: ଆଜି ଦିନ ସାରା ଆରାମ କରିବାକୁ ସୁଯୋଗ ପାଇବେ|ଆଜି ତେଲ ମାଲିସ କଲେ ଶରୀର ବ୍ୟଥାରୁ ମୁକ୍ତି ପାଇଁ ପାରିବେ ଆୟ ବଢ଼ିବା ଯୋଗୁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ| ଦିନକୁ ଆନନ୍ଦଦାୟକ କରିବା ପାଇଁ ଘନିଷ୍ଠ ସାଙ୍ଗ ଓ ପରିବାର ଲୋକଙ୍କ ସହିତ ସମୟ କାଟନ୍ତୁ | ଆଜି ପ୍ରେମ ବାୟୁ ପବନରେ ମିଶି ଯାଇଛି| ଚାରି ଆଡେ ସବୁ କିଛି ଗୋଲାପୀ ଗୋଲାପୀ ଦେଖା ଯିବା ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ | ଆଜି ଆପଣଙ୍କୁ ଏମିତିଆ ଅନୁଭବ ହୋଇ ପାରେ କି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ତଳକୁ କରିବାକୁ ଚେଷ୍ଟା କରୁଛନ୍ତି | ଯେତେ ପର୍ଯନ୍ତ ସମ୍ଭବ ଏହାକୁ ଅଦେଖା କରନ୍ତୁ | ଟିଭି ଦେଖିବା ସମୟ କାଟିବା ପାଇଁ ଗୋଟେ ଭଲ ମାଧ୍ୟମ, କିନ୍ତୁ ଲାଗ-ଲାଗ ଦେଖିଲେ ଆଖି ଦୁର୍ବଳ ହୋଇ ପାରେ |

ବିଛା: ଆପଣଙ୍କ ପାଖରେ ନିଜର ସ୍ୱାସ୍ଥ୍ୟ ଓ ରଙ୍ଗ ରୂପରେ ଉନ୍ନତି କରିବା ପାଇଁ ପ୍ରଚୁର ସମୟ ହେବ | ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି |ଯଦି ଆପଣ ଘରୁ ବାହାରେ ହଷ୍ଟେଲ ରେ ପଢ଼ିବା ପାଇଁ ରହୁଛନ୍ତି, ତେବେ ଏମିତି ଲୋକଙ୍କଠାରୁ ଦୂରରେ ରହିବା ଶିଖନ୍ତୁ ଯେଉଁମାନେ ଆପଣଙ୍କର ଅର୍ଥ ଓ ଧନ ନଷ୍ଟ କରିବେ | ଆଜି ଘର ଲୋକଙ୍କୁ ଲଜ୍ଜିତ କରନ୍ତୁ ନାହିଁ ଓ ଘର ଅବସ୍ଥା ହିସାବରେ ଗ୍ରହଣ କରନ୍ତୁ | ପ୍ରତି ଦିନ ନୂଆ ପ୍ରେମରେ ପଡ଼ିବାର ଆପଣଙ୍କର ସ୍ଵଭାବକୁ ପରିବର୍ତନ କରନ୍ତୁ | ଆଜିର ଦିନ ଆପଣଙ୍କ ପାଇଁ ଉତ୍ତମ ଦିନଟିଏ | ଆଜି ଆପଣ ଆପଣଙ୍କର ଉଜ୍ଜ୍ୱଳ ଭବିସ୍ୟତପାଇଁ ଯୋଜନା କରିବେ | କିନ୍ତୁ ଘରେ କୌଣସି ଅତିଥିଙ୍କ ଆଗମନପାଇଁ ସବୁ ଯୋଜନା ପଣ୍ଡୁର ହୋଇଯିବ | ଆପଣଙ୍କ ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସନ୍ଦେହ କରି ପାରନ୍ତି | କିନ୍ତୁ ଦିନର ଶେଷ ହେବ ଯାଏଁ ଆପଣଙ୍କ କଥା ବୁଝିବେ ଓ ଆପଣଙ୍କୁ ଆଲିଙ୍ଗନ ଦେବେ | ଲୋକଙ୍କ ମଧ୍ୟରେ ରହି ମଧ୍ୟ ସମସ୍ତଙ୍କର ସମ୍ମାନ କରିବା ଆପଣ ଜାଣନ୍ତି | ତେଣୁ ସମସ୍ତଙ୍କ ଚକ୍ଷୁରେ ଆପଣ ଆପଣଙ୍କର ଭଲ ଛବି ବି ବନାଇ ପାରନ୍ତି |

ଧନୁ: ଆଜିର ଦିନ ଯୋଗ ଓ ଧ୍ୟାନ ସହିତ ଆରମ୍ଭ କରିପାରନ୍ତି | ଏହା ଦ୍ୱାରା ଆପଣ ପୁରା ଦିନ ଉର୍ଜ୍ଜାର ସହିତ କାଟିବେ ଯଦି ଆପଣ ପାରମ୍ପରିକ ଭାବରେ ନିବେଶ କରିବେ, ତାହେଲେ ଆପଣ ଅଧିକ ତାଙ୍କ ରୋଜଗାର କରି ପାରିବେ | ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ | ଆପଣଙ୍କୁ ନିଜର ବିଫଳତାରୁ କିଛି ଶିକ୍ଷା ଶିଖିବାକୁ ଦରକାର ଅଛି,କାରଣ ଆଜି ଆପଣଙ୍କ ମନର କଥା ପ୍ରକାଶିତ କଲେ କ୍ଷତି ବି ହୋଇ ପାରେ | ଆଜି ପରିବାରର ବହୁତ ଗୁଡ଼େ ସମସ୍ୟା ଆପଣଙ୍କ ସହିତ ଆଲୋଚନା କରାଗଲେ ମଧ୍ୟ ଆପଣ ଆପଣଙ୍କ କାମରେ ବ୍ୟସ୍ତ ରହିବେ ଓ ଅବସର ସମୟରେ ନିଜର କୌଣସି ରୁଚି ପୂର୍ଣ୍ଣ କରି ସମୟ ଅତିବାହିତ କରିବେ | ଆପଣଙ୍କ ଜୀବନ-ସାଥୀଙ୍କ ସୁସ୍ତ ରହିବ ପ୍ରକୃତି ଆପଣଙ୍କ କାର୍ଯ୍ୟ ଉପରେ ପାଣି ଢାଳି ପାରେ | ଯଦି ଆପଣ ନିଜର ଦିନ ସଂଗଠନ କରି ରଖିବେ, ତାହେଲେ ନିଜର ଖାଲି ସମୟର ଉପଯୋଗ କରି ବହୁତ କାମ କରି ପାରିବେ |

ମକର: ଯାତ୍ରା ଓ ବନ୍ଧୁ ମାନଙ୍କ ସହିତ ସମ୍ମେଳନ ଯୋଗୁଁ ଆପଣ ଆଜି ଆରମ୍ଭ ଓ ଖୁସି ଅନୁଭବ କରିବେ | ଆଜି ଆପଣଙ୍କର ଭାଇ ଭଉଣୀଙ୍କ ଭିତରୁ କେହି ଆର୍ଥିକ ସାହାଯ୍ୟ ମାଗିପାରନ୍ତି | ସେମାନଙ୍କୁ ସାହାଯ୍ୟ କରି ଆପଣଙ୍କର ଆର୍ଥିକ ସମସ୍ୟା ଉପୁଜିପାରେ କିନ୍ତୁ ଏହି ସ୍ଥିତି ବହୁତ ଶୀଘ୍ର ସୁଧୁରି ଯିବ | ନିଜର ସମୟ ହତାସ ହାଇ ନଷ୍ଠ କରନ୍ତୁ ନାହିଁ ଓ ଆଉ ଥରେ ଚେଷ୍ଟା କରନ୍ତୁ| ସମ୍ଭବ ହୋଇ ପାରେକି କେହି ଆପଣଙ୍କୁ ନିଜର ପ୍ରେମର ପ୍ରସ୍ତାବ ଦେଇ ପାରେ | ଆଜି ଖାଲି ସମୟରେ ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି | ଏହି ସମୟରେ କୌଣସି ଅଯଥା କଳହ ବା ଦ୍ଵନ୍ଦରେ ପଡନ୍ତୁ ନାହିଁ | ବୈବାହିକ ଜୀବନ ପାଇଁ ବିଶେଷ ଦିନ ଅଟେ | ନିଜ ଜୀବନ-ସାଥୀଙ୍କୁ ନିଜର ପ୍ରେମ ପ୍ରକାଶିତ କରନ୍ତୁ କି ଆପଣ ତାଙ୍କୁ କେତେ ଭଲ ପାଆନ୍ତି | ଆପଣଙ୍କ ଶାନ୍ତ ହୃଦୟ ପାଇଁ ଘର ପରିସର ମଧ୍ୟ ଭଲ ରଖିବାରେ ଆପଣ ସକ୍ଷମ ହୋଇପାରିବେ |

କୁମ୍ଭ: କାର୍ଯ୍ୟ ମଝିରେ ବେଳେ-ବେଳେ ଟିକେ ଆରାମ କରନ୍ତୁ ଓ ଡେରି ରାତ୍ରି ଯାଏଁ କାମ କରଣତୂ ନାହିଁ | ଆଜି ଖାଲି ବସିବା ଅପେକ୍ଷା ଚାଲନ୍ତୁ କିଛି ଏମିତି କାମ କରିବା, ଯାହା ଆମର ରୋଜଗାର ବଢ଼ାଇ ପାରିବ. ପ୍ରଭାବଶାଳୀ ଓ ମହତ୍ଵପୁର୍ଣ ଲୋକଙ୍କ ସାଙ୍ଗରେ ପରିଚୟ ବଢ଼େୟିବା ପାଇଁ ସାମାଜିକ ଗତିବିଧି ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ | ଆପଣଙ୍କ ପ୍ରିୟାଙ୍କ କଡା ଶବ୍ଦ କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ | ଏହି ରାଶିର ବ୍ୟକ୍ତିମାନେ ଆଜି ମଦ୍ୟ ଏବଂ ସିଗାରେଟ ଠାରୁ ଦୂରରେ ରହିବ ଉଚିତ କାରଣ ଆପଣଙ୍କୁ ଏହା ସମୟ ବର୍ବାଦ ହେଲାପରି ପରେ ଲାଗିବ | ଅଖା-ପାଖ ଲୋକଙ୍କ କଥା ଶୁଣି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ସହିତ ବିବାଦ କରି ପାରନ୍ତି | ଆଜି ଆପଣ ସାନ ମାନଙ୍କୁ ପାଣିର ମହତ୍ୱ ଓ ମୂଲ୍ୟ ବିଷୟରେ କିଛି ଜ୍ଞାନ ଦେଇପାରନ୍ତି |

ମୀନ: କୌଣସି ସାଙ୍ଗ ଆପଣଙ୍କ ସହିବାଶକ୍ତି ଓ ବୁଦ୍ଧିର ପରୀକ୍ଷା ନେଇ ପାରେ | ନିଜର ମୂଲ୍ୟକୁ ଦୂର କରିବା ଠୁ ପରିହାର କରନ୍ତୁ ଓ ପ୍ରତେକ ଟି ନିଷ୍ପତି ଭାବି-ଚିନ୍ତିକି ନିଅନ୍ତୁ | ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ | ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି | କିଛି ଲୋକଙ୍କ ବାହାଘର ଠିକ ହୋଇ ପାରେ ଓ କିଛି ଲୋକଙ୍କ ମନ ପସନ୍ଦର ଜୀବନ ସାଥୀ ମିଳିବା ଯୋଗୁଁ ମନ ଖୁସିରେ ଭରି ଉଠି ପାରେ | ଯେଉଁମାନଙ୍କ ଘରେ ସେମାନଙ୍କୁ ସମୟ ଆପଣ ଦେଉନାହାନ୍ତି ବୋଲି ଅଭିଯୋଗ କରନ୍ତି, ଆଜି ଆପଣ ସେମାନଙ୍କୁ ସମୟ ଦେବାପାଇଁ ଯୋଜନା କରିବେ, କିନ୍ତୁ ଠିକ ସମୟରେ କୌଣସି ଜରୁରୀ କାମ ପାଇଁ ଆପଣଙ୍କ ଯୋଜନା ବିଫଳ ହୋଇଯିବ | ଆପଣଙ୍କ ଜୀବନ-ସାଥୀ ସହିତ ଆପଣ ପ୍ରେମ ଓ ରସମୟ ଭରା ପୁରୁଣା ଦିନ ପୁଣି ଥରେ ଆଣିବାକୁ ଚାହିଁବେ | ନିଜର ପସନ୍ଦ ସଂଗୀତ ଶୁଣିବା ଆପଣଙ୍କୁ ଗୋଟେ କପ ଚାହା ପିଇବା ଠୁ ଅଧିକ ଉର୍ଜା ଦେଇ ପାରିବ |