ଆଜି ତା ୦୧.୦୯.୨୦୨୧ ବୁଧବାରର ରାଶିଫଳ

ମେଷ: ସେଇ ଭାବନାକୁ ଚିହ୍ନନ୍ତୁ,ଯାହା ଆପଣାକୁ ଉତ୍ସାହିତ କରେ | ଡର, ସନ୍ଦେହ ଓ ଲୋଭ ପରି ନକାରାତ୍ମକ ଭାବନାକୁ ଚଡି ଦିଅନ୍ତୁ, କାରଣ ଏହି ବିଚାର ସେମିତିଆ ଜିନିଷକୁ ଆକର୍ଷିତ କରେ, ଯାହା ଆପଣ ଚାହୁଁ ନାହାନ୍ତି | ଆଜି ଆପଣଙ୍କୁ ବାସ୍ତବିକ ଲାଭ ମିଳିବ ଯଦି କୋଉଠି ବହୁତ ଦିନ ପାଇଁ ନିବେଶ କରିବେ | ପରିବାର ଲୋକଙ୍କ ହସ-ମଜ଼ା ଭରା ବ୍ୟବହାର ଘରର ବାତାବରଣକୁ ଖୁସିରେ ଭାରି ଦବ | ନିଜର ପ୍ରେମ ଜୀବନ ବିଷୟରେ ଏପଟେ-ସେପଟେ ବେଶୀ କଥା ହୁଅନ୍ତୁ ନାହିଁ | କାର୍ଯ୍ୟସ୍ଥଳରେ ଆଜି ଆପଣଙ୍କ ପାଇଁ ଶୁଭ ଦିନ ଅଟେ | ଆଜି ଆପଣଙ୍କ ସହକର୍ମୀ ତଥା ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାମର ପ୍ରସଂଶା କରିବେ | ବ୍ୟବସାୟୀ ମାନେ ଆଜି ଲାଭାନ୍ବିତ ହେବେ | ଏହି ସମୟ ନିଜ ଯୋଜନା ଓ ଶକ୍ତିକୁ ପରୀକ୍ଷା କରିବା ପାଇଁ ଶୁଭ ଅଛି | ସ୍ପଷ୍ଟ ରୂପେ କଥା-ବାର୍ତା ହେବ କାରଣରୁ ବିବାଦ ସୃଷ୍ଟି ହୋଇ ପାରେ,କିନ୍ତୁ ମିଳି-ମିଶିକି କଥା ହେଲେ କଥାର ସମାଧାନ ହୋଇ ପାରେ |

ବୃଷ: ଆଜି ସାଙ୍ଗ ମାନେ ବହୁତ ସହଯୋଗ କରିବେ ଯାହାଯୋଗୁଁ ଆପଣ ଖୁସି ଅନୁଭବ କରିବେ ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ | ଭାବନା ସହିତ ଆଜି ଯାହା କାମ କରିବେ ତାହା ଆପଣଂକ ପକ୍ଷରେ ରହିବ | ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିୟନ୍ତୁ ନାହିଁ | ଆପଣଙ୍କର ସବୁ ଜିନିଷ ପାଇବାର ଖୁବ ଯୋଗ୍ୟତା ଅଛି, ତେଣୁ ଯାହା ମୌକା ମିଳିବ ତାକୁ ଆପଣାନ୍ତୁ | ଆଜି ବହୁତ ବ୍ୟସ୍ତ ଥିବା ସତ୍ତ୍ୱେ ଆପଣ ନିଜପାଇଁ ସମୟ କାଢ଼ି ପାରିବେ ଓ ନିଜର କଳାତ୍ମକ ରୁଚି ପୂର୍ଣ୍ଣ କରିପାରିବେ | ନିଜର ଜୀବନସାଥିକୁ ବିସ୍ମୟ କରୁଥାନ୍ତୁ, ନଚେତ ସିଏ ନିଜକୁ ଆପଣଙ୍କ ଜୀବନରେ ମହତ୍ବହୀନ ଭାବି ପାରନ୍ତି |

ମିଥୁନ: ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ | ଆଜି ଆପଣ ବିନା କୌଣସି ସହାୟତାରେ ଧନ ଅର୍ଜନ କରିପାରିବେ | ଆଜି ରାତିରେ ଆପଣଙ୍କୁ ଆପଣଙ୍କର ଦେଇଥିବା ଧନ ମିଳିବାର ସମ୍ଭାବନା ଅଛି | ଆପଣଙ୍କୁ ଆପଣଙ୍କ ଶେଷ ସମୟ ଛୁଆଙ୍କ ସହିତ ଖର୍ଛ କରିବା କଥା, ତାହା ପାଇଁ ଆପଣଙ୍କୁ କିଛି ବିଶେଷ ବି କରିବାକୁ ପଡି ପାରେ | ନିଜର ପ୍ରିୟକୁ ବୁଝିବାକୁ ଚେଷ୍ଟା କରନ୍ତୁ, ନଚେତ ବିପଦରେ ପଡ଼ି ପାରନ୍ତି | ଛୋଟ ମୋଟା ବାଧାର ସମ୍ମୁଖୀନ ହେବାର ସଂଭାନ ଅଛି,ତଥାପି ଆଜି ଦିନ ଆପଣଙ୍କୁ ନୂଆ ଉପ୍ପ୍ଳାଭର୍ଡ ଦେଇ ପାରେ | ସେଇ ସହକର୍ମୀ ମାନଙ୍କର ବିଶେଷ ଧ୍ୟାନ ରକଃନ୍ତୁ,ଯେଉଁ ମାନେ ଆସ ଅନୁସାରେ ଜିନିଷ ନ ମିଳିବ କାରଣରୁ ଜଲ୍ଦି ମନ ଦୁଃଖ କରନ୍ତି | ଆଜିର ଦିନ ଆପଣଙ୍କ ପାଇଁ ଉତ୍ତମ ଦିନଟିଏ | ଆଜି ଆପଣ ଆପଣଙ୍କର ଉଜ୍ଜ୍ୱଳ ଭବିସ୍ୟତପାଇଁ ଯୋଜନା କରିବେ | କିନ୍ତୁ ଘରେ କୌଣସି ଅତିଥିଙ୍କ ଆଗମନପାଇଁ ସବୁ ଯୋଜନା ପଣ୍ଡୁର ହୋଇଯିବ | ଆପଣଙ୍କ ଜୀବନ-ସାଥୀ ସତରେ ଆପଣଙ୍କ ପାଇଁ ଦେବଦୁତ ପରି ଓ ଏହା ଆପଣଙ୍କୁ ଆଜି ଅନୁଭବ ହେବ |

କର୍କଟ: ଉତ୍ତମ ସ୍ୱାସ୍ଥ୍ୟ କାରଣରୁ ଆପଣ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ | ଯଦି ଆପଣ କୌଣସି ନିବେଶ କରିଛନ୍ତି , ଆଜି ସେ ନେଇ ଆପଣଙ୍କୁ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି | ପରିବାରର ନୂତନ ସଦସ୍ୟ ଆସିବାର ଖବର ଆପଣଙ୍କୁ ଖୁସି କରି ଦେବ | ଜନସଭା ଆୟୋଜିତ କରି ସମସ୍ତଙ୍କୁ ଏହି ଖୁସି ଜଣାନ୍ତୁ | ପ୍ରେମର ପୁରା-ପୁରୀ ମଜା ନିଅନ୍ତୁ | ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜଡିତ ହୁଅନ୍ତୁ ଯେଉଁ ମାନେ ଭବିଷ୍ୟରେ ଧାରା ଦେବାରେ ଆପଣଙ୍କ ସାହାଯ୍ୟ କରି ପାରିବେ | ଦିନର ଆରମ୍ଭ ଟିକେ କ୍ଲାନ୍ତଭରା ହେଲେ ମଧ୍ୟ ଧୀରେ ଧୀରେ ଆପଣଙ୍କୁ ଭଲ ଫଳ ମିଳିବ | ଦିନ ଶେଷରେ ଆପଣଙ୍କୁ ଯଥେଷ୍ଟ ସମୟ ମିଳିବ ଯାହା ଆପଣ କୌଣସି ପ୍ରିୟ ବନ୍ଧୁଙ୍କୁ ଭେଟି ସମୟର ସଦୁପଯୋଗ କରିପାରିବେ | ଜୀବନ-ସାଥୀ ସହିତ ଆଜି ସନ୍ଧ୍ୟା ସମୟରେ ପ୍ରକୃତରେ କିଛି ବିସସ ହବାର ସମ୍ଭାବନା ଅଛି |

ସିଂହ: ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ | ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି | ଆଜି ବନ୍ଧୁ ମାନେ ସାହାଯ୍ୟ କରିବାକୁ ଆସିବେ ଯଦି ଆପଣଙ୍କୁ ଦରକାର ପଡିବ | ଆଜି ଆପଣଙ୍କ ପ୍ରେମ କାହାଣୀ ଏକ ନୂଆ ମୋଡ଼ ନେଇପାରେ| ଆଜି ଆପଣଙ୍କ ପ୍ରେମିକ ଆପଣଙ୍କ ପାଖରେ ବିବାହ ପ୍ରସ୍ତାବ ରଖିପାରନ୍ତି | ଏ ବିଷୟରେ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଆପଣଙ୍କୁ ପ୍ରତ୍ୟେକ ଦୃଷ୍ଟିକୋଣରୁ ଭାବିବା ଉଚିତ | ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କରୁଥିବା ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ କାର୍ଯ୍ୟସ୍ଥଳରେ ନିଜ ଦକ୍ଷତାର ସମ୍ପୂର୍ଣ ସଦୁପଯୋଗ କରିପାରିବେ | ଆଜି ପୁରା ଦିନ ଆପଣ ଟିଭି ଓ ଫିଲ୍ମ ଦେଖି ଦିନ କାଟିବେ | କିଛି ଲୋକ ଭାବନ୍ତି କି ବୈବାହିକ ଜୀବନରେ ଶାରୀରିକ ସମ୍ବନ୍ଧ ଓ ଯୁକ୍ତଟି-ତର୍କ ମଧ୍ୟରେ ବୁଲେ, କିନ୍ତୁ ଆଜି ଆପଣଙ୍କ ପାଇଁ ସବୁ କିଛି ପ୍ରଶାନ୍ତ ରହିବ |

କନ୍ୟା: ନିଜକୁ ଏମିତି ଗତିବିଧି ସହିତ ସକ୍ରିୟ ରଖନ୍ତୁ ଆପଣକୁ ମାନସିକ ଶାନ୍ତି ଦବ | ଆଜି ଆପଣଙ୍କ ଜମା ଖାତାରେ କୌଣସି ଅଜଣା ସୂତ୍ରରୁ ଅର୍ଥ ଆସିପାରେ ଯାହା ପାଇଁ ଆପଣ ବହୁତ ଖୁସି ଅନୁଭବ କରିବେ | ପିଲା ମାନଂକ ବିଦ୍ୟାଳୟ ଠୁ ଜଡ଼ିତ କାର୍ଯ୍ୟ ପୁରା କରିବା ପାଇଁ ତାଂକର ସାହାଯ୍ୟ କରନ୍ତୁ | ଆପଣଙ୍କ ସାଥୀ ସାଙ୍ଗରେ ସମୟ କଟେଇକି ବହୁତ ଖୁସି ଅନୁଭବ କରିବେ କିନ୍ତୁ ତା ଯୋଗୁଁ କାମକୁ ସମୟ ଦେଇ ପାରିବେ ନାହିଁ | ଆଜି ଅନୁଭବୀ ଲୋକନକ ସହିତ ଜଡିତ ହୋଇ ଜାଣିବାକୁ ଚେଷ୍ଟା କରନ୍ତୁ କି ତାଙ୍କୁ କଣ କହିବାର ଅଛି | ସମୟର ସଦୁପଯୋଗ କରିବା ଶିଖନ୍ତୁ |ଯଦି ଆପଣଙ୍କ ପାଖରେ କିଛି ସମୟ ଅଛି ତେବେ କିଛି ରଚନାତ୍ମକ କରିବାକୁ ଚେଷ୍ଟା କରନ୍ତୁ | ସମୟର ଅପଚୟ କରିବା ଉଚିତ ନୁହେଁ | ଆପଣଙ୍କ ଜୀବନ ସାଥି ଆପଣଙ୍କୁ ବିଶେଷ ସମୟ ଦେବାର ଯୋଜନାରେ ଅଛନ୍ତି |

ତୁଳା: ସାଙ୍ଗ ଠୁ ବିଶେଷ ପ୍ରଶଂସା ଖୁସିର କାରଣ ବନିବ|ଏହା ଏଥି ପାଇଁ କାରଣ ଆପଣ ନିଜର ଜୀବନକୁ ଗଛ ପରି ଗଢ଼ିଛନ୍ତି,ଯାହା କଡା ଖରାରେ ଠିଆ ହୋଇ ମଧ୍ୟ ଅନ୍ୟକୁ ଛାଇ ପ୍ରଦାନ କରନ୍ତି କୌଣସି ପୁରୁଣା ରୋଗ ଆଜି ଆପଣଙ୍କୁ କଷ୍ଟ ଦେଇପାରେ ଯେଉଁଥିପାଇଁ ଆପଣ ଡାକ୍ତରଖାନା ମଧ୍ୟ ଯାଇପାରନ୍ତି ଓ ଆପଣଙ୍କର ବହୁତ ଅର୍ଥ ଖର୍ଚ୍ଚ ହୋଇପାରେ | ଆଜି ଘରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ | ନିଜ ଉପରେ କାବୁ ରଖନ୍ତୁ ,କାରଣ ଆଜିର ଦିନ ଅନ୍ୟ ଦିନମାନଙ୍କ ପରି ସାଧାରଣ ଭାବରେ କଟିବନି | କଣ ଆପଣ କେବେ ଗୋଲାପ ଓ ଅଦାର ମହକ ଏକା ସହିତ ଅନୁଭବ କରିଛନ୍ତି? ଆଜି ଆପଣଙ୍କ ଜୀବନ ପ୍ରେମ ଦୃଷ୍ଟିରୁ ସେମିତି ମହକି ଉଠିବ | ନିଜର ଦକ୍ଷତାରେ ବୃଦ୍ଧି ଆଣି ନିଜର କ୍ୟାରିୟର ପାଇଁ ନୂତନ ଦ୍ୱାର ଖୋଲି ପାରିବେ | ନିଜର କ୍ଷେତ୍ରରେ ଆପଣଙ୍କୁ ଆପାର ସଫଳତା ପ୍ରାପ୍ତ କରିବାର ସମ୍ଭାବନା ଅଛି | ନିଜର ସମସ୍ତ କ୍ଷମତାକୁ ବୃଦ୍ଧି ଆଣି ଅନ୍ୟ ମାନଙ୍କଠୁ ଅଧିକ ଉତ୍ତମ କରିବାକୁ ପ୍ରୟାସ କରନ୍ତୁ | ଆଜି ଆପଣ ଘରର ଛୋଟମାନଙ୍କୁ ନେଇ ପାର୍କ ବା ଶପିଂ ମଲ ଯାଇପାରନ୍ତି | ଆପଣ ନିଜର ଜୀବନସାଥୀ ସହିତ କିଛି ରସମୟ କାର୍ଯ୍ୟ କରି ପାରନ୍ତି |

ବିଛା: ଯଦି ଆପଣ ବହୁତ ବେଶୀ ଚାପ ଅନୂଭଵ କରୁଛନ୍ତି, ତାହେଲେ ପିଲାଙ୍କ ସହିତ ସମୟ ବିତାନ୍ତୁ | ତାଂକର ପ୍ରେମରେ ଭରା ଆଲିଂଗନ ଓ ନିରୀହତା ହସ ଆପଣଙ୍କ ସବୁ ଅସୁବିଧାକୁ ଶେଷ କରି ଦେବ | ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ନିଜ-ନିଜ ଭିତରେ ଭାବିଚିନ୍ତି ବ୍ୟକ୍ତିଗତ ସମସ୍ୟାର ସମାଧାନ କରନ୍ତୁ|ଏହାକୁ ଅନ୍ୟ ମାନଙ୍କ ସାମନାକୁ ଆଣନ୍ତୁ ନାହିଁ,ନଚେତ ଅପବାଦ ହୋଇ ପାରେ ନିଜର ପ୍ରିୟର ଛୋଟ-ମୋଟ ଭୁଲକୁ କ୍ଷମା କରି ଦିଅନ୍ତୁ | ନିଜ ବରିଷ୍ଠ ଅଧିକାରୀ ମାନଙ୍କୁ ଘରକୁ ଆମନ୍ତ୍ରିତ କରିବା ପାଇଁ ,ଆଜି ଭଲ ଦିନ ନୁହେ | ନିଜ ରୂପ ଓ ବ୍ୟକ୍ତିତ୍ୱ ସୁଧାରିବାକୁ ଯାହା ଭି ପ୍ରଯତ୍ନ କରିଛନ୍ତି ତାହା ସଫଳ ହେବ | ଯଦି ଆପଣ ନିଜର ଜୀବନ-ସାଥୀଙ୍କ ଠୁ ସ୍ନେହର ଆଶା ରଖୁଛନ୍ତି, ତାହେଲେ ଆଜିର ଦିନ ଆପଣଙ୍କ ସବୁ ଆଶା ପୁରୁଣ କରିବ |

ଧନୁ: ମାଡ଼ ଠୁ ରକ୍ଷା ପାଇବା ପାଇଁ ସାବଧାନ ହୋଇ ବସନ୍ତୁ | ତା ସହିତ ଠିକ ଭାବରେ ଅଂଟା ସିଧା କରି ବସିଲେ ନା କେବଳ ବ୍ୟକ୍ତିତ୍ୱରେ ବୃଦ୍ଧି ଆସିବ, ତା ଛଡ଼ା ସ୍ୱାସ୍ଥ୍ୟ ଓ ଆତ୍ମ-ବିଶ୍ୱାସର ସ୍ତରକୁ ବି ଉପରକୁ ନେଇ ଯିବ | ଆପଣ ସଞ୍ଚୟ କରିଥିବା ଧାନ ଆଜି ପଣଙ୍କର କାମରେ ଆସିବା କିନ୍ତୁ ତା ସହିତ ଏହି ଧନ ଖର୍ଚ୍ଚ ହେବାର ବା ଯିବାର ଦୁଃଖ ମଧ୍ୟ ଆପଣଙ୍କୁ ହେବ | ଆଜି ଆପଣଙ୍କର କେହି ନିକଟର ଲୋକ ଟିକେ ଅଲଗା ମନୋସ୍ଥିତିରେ ଥିବେ ଓ ତାଂକୁ ବୁଝେଇବା ଅସମ୍ଭବ ଲାଗି ପାରେ | ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ସଂଧ୍ୟା ବେଳକୁ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ | ସ୍ଥାନ ଓ କାଳ ଦେଖି ପରିସ୍ଥିତି ଅନୁଯାଇ ବ୍ୟବହାର କରନ୍ତୁ ଆବଶ୍ୟକ ନପଡ଼ିଲେ ଚୁପ ରୁହନ୍ତୁ କାରଣ ଅନବାଶ୍ୟକ କଥାବର୍ତ୍ତିପାଇଁ ଆପଣ ଅସୁବିଧାରେ ପଡ଼ିପାରନ୍ତି | ଅସୀମ ସୃଜନାତ୍ମକ ଓ ଉତ୍ସାହ ଆଚରଣ ଯୋଗୁଁ ଆଜି ଆପଣ ଲାଭରେ ରହିବେ | ଟିକେ ଚେଷ୍ଟା କରିବେ ଯଦି ତାହେଲେ ଆଜି ଦିନ ଆପଣଙ୍କ ବୈବାହିକ ଜୀବନ ଭିତରୁ ସବୁ ଠୁ ବିଶେଷ ଦିନ ହେବ |

ମକର: ନିଜର ଶରୀରକୁ ସୁସ୍ତ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ | ଆଜି ଆପଣଙ୍କର ମାତା ବା ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ଏହା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡ଼ିଲେ ମଧ୍ୟ ସମ୍ବନ୍ଧରେ ଉନ୍ନତି ହେବ | ନିଜ ଘର ଲୋକଙ୍କ ସାଙ୍ଗରେ ସମୟ କାଟନ୍ତୁ | ଆଜି ଆପଣ ଅନୁଭବ କରି ପାରିବେ କି ଆପଣଙ୍କ ପ୍ରିୟ ଆପଣଙ୍କୁ କେତେ ଆନ୍ତରିକ ଭାବରେ ଭଲ ପାନ୍ତି | ଆପଣଙ୍କ ପରିଶ୍ରମ ଓ ଆତ୍ମବିଶ୍ଵାସର ସ୍ତର ଉଚ୍ଚ ରହିବ ଓ ଆପଣ ନିଜ ଆଶା ଠୁ ଅଧିକ ଭଲ ପ୍ରଦର୍ଶନ କରିବେ | ଚନ୍ଦ୍ରମାଙ୍କର ସ୍ଥିତି କହୁଛି ଆଜି ନିଜପାଇଁ ଆପଣଙ୍କ ହାତରେ ବହୁତ ସମୟ ରହିବ କିନ୍ତୁ ଆପଣ ତାର ଉପଯୋଗ କରିପାରିବେ ନାହିଁ | ଆଜି ଦିନରେ ଆପଣଙ୍କ ବୈବାହିକ ଜୀବନ ଗୋଟେ ସୁନ୍ଦର ପରିବର୍ତନ ଦେଖିବ |

କୁମ୍ଭ: ନିଜର ରୋଗ ବିଷୟରେ ଚର୍ଚ୍ଚା କରନ୍ତୁ ନାହିଁ | ଖରାପ ସ୍ୱାସ୍ଥ୍ୟ ଉପରରୁ ଧ୍ୟାନ ନ କରି କୌଣସି କୌତୁହଳଜନକ କାର୍ଯ୍ୟ କରନ୍ତୁ | କାରଣ ଏହି ବିଷୟରେ ଆପଣ ଯେତେ ବେଶୀ କଥା ହେବେ,ସେତିକି ହିଁ ବେଶୀ କଷ୍ଟ ଆପଣଙ୍କୁ ହେବ | ଅର୍ଥକୁ ନେଇ କୌଣସି ଯୋଜନା କରିବା ଆଗରୁ ଭାବି ଚିନ୍ତି ଆଗକୁ ବଢନ୍ତୁ | ପୂର୍ବପୁରୁଷଙ୍କ ଜମିର ଖବର ଶୁଣିକି ପରିବାର ଲୋକ ଖୁସି ହେବେ | ଭାବନାତ୍ମକ ଅସ୍ଥିରତା ଆପଣଙ୍କୁ ବେସ୍ତ କରି ପାରେ | ଏହି ରାଶିର ବ୍ୟବସାୟୀ ମାଙ୍କନକୁ ଆଜି ଅଚାନକ ଯାତ୍ରା କରିବାକୁ ପଡ଼ିପାରେ |ଏହା ଆପଣଙ୍କ ଉପରେ ମାନସିକ ଚାପ ପକାଇପାରେ | କର୍ମଚାରୀମାନେ ଗୁଲିଖଟି ନ କରି କାମଉପରେ ଧ୍ୟାନ ଦେବା ଉଚିତ | ଆଜିକା ଦିନଠୁ ଆରମ୍ଭ ହେଉ ଥିବା ନିର୍ମାଣର କାର୍ଯ୍ୟ ସନ୍ତୋଷଜନକ ରୂପରେ ପୁରଣ ହେବ | ବୈବାହିକ ଜୀବନର କିଛିଟା ସାଇଡ ଇଫେକ୍ଟ ବି ଥାଏ, ଆଜି ଆପଣ ଏହାର ସମ୍ମୁଖୀନ ହେବେ |

ମୀନ: ଶରୀର ବ୍ୟୟାମ ଓ ଓଜନ କାମ କରିବାର ଚେଷ୍ଟା ଆପଣଙ୍କୁ ରଙ୍ଗ-ରୂପରେ ବୃଦ୍ଧି ଆଣିବ ପାଇଁ ଲାଭକାରୀ ହେବ | ଆଜି ଘରର କୌଣସି ଇଲେକ୍ଟ୍ରୋନିକ ଉପକରଣର ଖରାପ ହୋଇଯିବ ହେତୁ ବହୁତ ପଇସା ଖର୍ଚ୍ଚ ହୋଇପାରେ | ଆଜି ଆପଣଙ୍କ ମନ ଖୁସି ରହିବ ଓ ଆପଣ ଆପଣଙ୍କ ବନ୍ଧୁ ଓ ପରିବାର ଲୋକଙ୍କ ଉପାରେ ଖର୍ଚ୍ଚ କରି ଆନନ୍ଦ ଉଠାନ୍ତୁ | ସାବଧାନ ରୁହନ୍ତୁ, କେହି ଆପଣଙ୍କ ସହିତ ପ୍ରେମର ଛଳନା କରି ଆପଣଙ୍କ ମନକୁ ଆଘାତ ଦେଇ ପାରନ୍ତି | ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜଡିତ ହୁଅନ୍ତୁ ଯେଉଁ ମାନେ ଭବିଷ୍ୟରେ ଧାରା ଦେବାରେ ଆପଣଙ୍କ ସାହାଯ୍ୟ କରି ପାରିବେ | ଏମିତିଆ ପରିବର୍ତନ ଅଣାନ୍ତୁ ଯାହାକି ଆପଣଙ୍କ ରୂପ-ରଙ୍ଗରେ ବୃଦ୍ଧି ଆଣି ପାରିବ ଓ ସମ୍ଭାବ୍ୟ ସାଥୀଙ୍କୁ ଆପଙ୍କ ଆଡକୁ ଆକର୍ଷିତ କରିବ | ଜୀବନ-ସାଥୀ ଆଜି ଆପଣଙ୍କୁ ହୋଇ ପାରେ କି ରାଗରେ ଆପଣଙ୍କୁ ଜଣେଇବେ କି ଆପଣଙ୍କ ସହିତ ରହିବା ପାଇଁ ତାଙ୍କୁ କଣ-କଣ ଭୋଗିବାକୁ ପଡ଼ି ଥିଲା |