ମେଷ: ଆଜି ଆପଣ ଖେଳା-ଖେଳିରେ ଭାଗ ନେଇ ପାରନ୍ତି, ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ଯଦି ଆପଣଙ୍କୁ ଧାନ ସଂଚୟ କରିବାର ଅଛି, ତେବେ ଏ ବିଷୟରେ ନିଜ ମାତାପିତା ଅଥବା ସହଭାଗିନୀଙ୍କ ସହିତ କଥାବାର୍ତା କରନ୍ତୁ | ଆଜି ବନ୍ଧୁ ମାନେ ସାହାଯ୍ୟ କରିବାକୁ ଆସିବେ ଯଦି ଆପଣଙ୍କୁ ଦରକାର ପଡିବ | ଅସ୍ଥିର ସ୍ଵଭାଵ ଯୋଗୁଁ ନିଜ ପ୍ରିୟ ସହିତ ବିବାଦ ହୋଇ ପାରେ | ଆଜି ଆପଣଙ୍କ ଉପରେ ସମସ୍ଥଙ୍କର ଧ୍ୟାନ କେନ୍ଦ୍ରିତ ରହିବ ଓ ସଫଳତା ପାଇ ଆପଣ ସମୃଦ୍ଧଶାଳୀ ହେବେ | କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ଆପଣଙ୍କ ପାଇଁ ସୁଖଦ ରହିବ ନାହିଁ, କିନ୍ତୁ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ ସମ୍ପର୍କ ବଣେଇବାରେ ଅତି ସାହାଯ୍ୟ କରିବ | ନିଜର ଜୀବନସାଥିକୁ ବିସ୍ମୟ କରୁଥାନ୍ତୁ, ନଚେତ ସିଏ ନିଜକୁ ଆପଣଙ୍କ ଜୀବନରେ ମହତ୍ବହୀନ ଭାବି ପାରନ୍ତି |
ବୃଷ: ଆପଣଙ୍କୁ କାମ-କାର୍ଯ୍ୟ ଦୃଷ୍ଟିରୁ ଧକା ଲାଗି ପାରେ, କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ସାଥ ଦେବା ନାହିଁ ଓ ଏହା କାରଣରୁ ଆପଣଙ୍କୁ କୌଣସି ଦରକାରୀ କାମ ଅଧାରୁ ଛାଡ଼ିବାକୁ ପଡି ପାରେ | ଏମିତିଆ ଅବସ୍ଥାରେ ଧାର୍ଯ୍ୟ ଓ ବୁଦ୍ଧିରେ କାମ କରନ୍ତୁ | ଯେଉଁ ବ୍ୟପାରୀ ମାନଙ୍କର ଅନ୍ତଃରାଷ୍ଟ୍ରୀୟ ବ୍ୟାପାର ଅଛି ସେମାନେ ବିଶେଷତଃ ବେଶୀ ସଂଯମତାର ସହିତ ଆଜି ଖର୍ଚ୍ଚ କରିବା ଉଚିତ କାରଣ ଆଜି ଧନ ହାନିର ସମ୍ଭାବନା ବହୁତ ଅଛି | ନିଜ ଘର ଲୋକଙ୍କ ସାଙ୍ଗରେ ସମୟ କାଟନ୍ତୁ | ଆପଣଙ୍କୁ ଚିନ୍ତା କରିବାକୁ ଆବଶ୍ୟକତା ନାହିଁ | ଆଜି ଆପଣଙ୍କ ଦୁଃଖ ବରଫ ପରି ତରଳି ଯିବ | ନିର୍ଭୀକ ପଦକ୍ଷେପ ଓ ଯୋଜନା ଯୋଗୁଁ ହିତକାରୀ ପାରିତୋଷିକ ମିଳି ପାରେ | ଆଜି ଏମିତି ବ୍ୟବହାର କରନ୍ତୁ ଜେ ପରି ଆପଣ ଜଣେ ବଡ ପ୍ରସିଦ୍ଧ କଳାକାର,କିନ୍ତୁ କେବଳ ସେଇ ଜିନିଷର ପ୍ରସଂଶା କରନ୍ତୁ ଯିଏ ପ୍ରସଂସାର ପାତ୍ର | ଆପଣ ଆଜି ଅନୁଭବ କରିବେ କି ଜୀବନ ସାଥୀର ପ୍ରେମ ସବୁ ଦୁଃଖ-ପୀଡ଼ା ଦୂର କରି ଦିଏ |
ମିଥୁନ: ଅସୁରକ୍ଷା/ଦୁଵିଧା କାରଣରୁ ଆପଣଙ୍କ ମୁଣ୍ଡ ବୁଲେଇ ପାରେ | ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ନିଜର ଜୀବନସାଥୀର ପ୍ରତେକଟି କଥାରେ ଦରକାରରୁ ଅଧିକ ହସ୍ତକ୍ଷେପ କରିବା କାରଣରୁ ସିଏ ବିରକ୍ତ ହୋଇ ପାରନ୍ତି | କ୍ରୋଧକୁ ପୁଣି ଥରେ ନ ବଢ଼ିବା ପାଇଁ , ତାଂକର ସ୍ବୀକୃତି ନିଅନ୍ତୁ, ତାହେଲେ ଏଇ ଚିନ୍ତାର ସମାଧାନ କରି ପାରିବେ | ଆଜି ଭଲ ପାଇବାକୁ ସୁଯୋଗ ମିଳିବ – କିନ୍ତୁ ଅତି କାମ ସମୟ ପାଇଁ | କୌଣସି ପ୍ରକାରର ଭାଗିଦାରୀତା କରିବା ପୃର୍ବରୁ ନିଜର ଆନ୍ତରିକ ଭାବନାକୁ ନିହାତି ଶୁଣନ୍ତୁ | ହିତକାରୀ ଗ୍ରହ ଯୋଗୁଁ ଆଜି ଅଧିକ ଖୁସି ଅନୁଭବ କରିବେ | ସମୟ କମ ଥିବା କାରଣରୁ ଆପଣ ଓ ଆପଣଙ୍କ ଜୀବନ ସାଥୀଙ୍କ ମଧ୍ୟରେ ବିବାଦ ହୋଇ ପାରେ |
କର୍କଟ: ନିଜର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖିକି ପାଟି-ତୁଣ୍ଡରେ ପସିବାଠୁ ପରିହାର କରନ୍ତୁ | ଆଜି ଯଦିବା ଆପଣଙ୍କର ଆର୍ଥିକ ପକ୍ଷ ଭଲ ରହିବ ତଥାପି ଆପଣଙ୍କୁ ବ୍ୟର୍ଥ ଖର୍ଚ୍ଚାରୁ ବଞ୍ଚିବାକୁ ପଡିବ ନହେଲେ ଅଯଥା ଖର୍ଚ୍ଚ ହୋଇପାରେ | ହୋଇ ପାରେ କି ଆପଣ ଆପଣଙ୍କ ପରିବାର ଲୋକଙ୍କ ପ୍ରତେକଟି କଥାରେ ଏକମତ ନ ହେଇ ପାରନ୍ତି,କିନ୍ତୁ ଆପଣଙ୍କୁ ତାଙ୍କର ଅନୁବୂତିରୁ ଶିଖିବାକୁ ଚେଷ୍ଟା କରିବା ଉଚ୍ଛିତ | କୌଣସି ଛୋଟ-ମୋଟା କଥାକୁ ନେଇକି ଆପଣଙ୍କ ଓ ଆପଣଙ୍କ ପ୍ରିୟ ମଧ୍ୟରେ ହୋଇ ପାରେ | ନିଜର ଭୌତିକ କ୍ଷମତାର ନିଜର ହିତ ପାଇଁ ବ୍ୟବହାର କରନ୍ତୁ | ଏହା ସାହାଯ୍ୟରେ ଆପଣ ପେସାଗତ ଯୋଜନା ଓ ନୂତନ ବିଚାରକୁ ପୁରା କରି ପାରନ୍ତି | ଯାତ୍ରା କରିବା ଯୋଗୁଁ ସଂଗେ ସାଙ୍ଗ ଲାଭ ମିଳିବ ନାହିଁ କିନ୍ତୁ ଭବିଷ୍ୟ ପାଇଁ ଉପକାରୀ ହେବ | ସମ୍ଭବ ଅଛିକି ଆପଣଙ୍କ ଜୀବନ-ସାଥୀଙ୍କ କାରଣରୁ ଆପଣଙ୍କ ପ୍ରତିଷ୍ଠାକୁ କକ୍ଷେତି ଆସି ପାରେ |
ସିଂହ: ଆପଣଙ୍କ ଛୁଆଳିଆସ୍ୱଭାବ ପୁଣିଥରେଦେଖା ଯିବାକୁ ଲାଗିବ ଓ ଆପଣ ମଜ଼ା କରିବା ମନୋଦଶାର ରହିବେ ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ| ଆପଣଙ୍କ ପରିବାର ଲୋକେ କୌଣସି ଛୋଟ କଥାକୁ ନେଇକି ବିବାଦ ସୃଷ୍ଟି କରି ପାରନ୍ତି | ଆଜି ସାଥୀ ସାଙ୍ଗରେ ବାହାରକୁ ଯିବେ | ନିଜ ଆଚରଣ ଓ ଵେଷ ପୋଷାକ ସାମାନ୍ୟ ରଖନ୍ତୁ | ଯଦି ନିଜ ଉପରେ କୋଣସି କାମକୁ ନେଇକି ଭରସା ନାହିଁ ତାହେଲେ କାହାକୁ ଭି ଜବାବ ଦିଅନ୍ତୁ ନାହିଁ | ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁମାନଙ୍କୁ ସମୟ ଦେବା ଦରକାର | ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି | ଅନ୍ୟ ମାନଂକର ହସ୍ତକ୍ଷେପ ଯୋଗୁଁ ବିବାହରେ ବିପଦ ଆସି ପାରେ |
କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ | ଭାବି ଚିନ୍ତିକି ନିବେଶ କରନ୍ତୁ | ପିଲାଙ୍କୁ ନିଜର ଆଶା ଅନୁସାରରେ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରନ୍ତୁ | କୌଣସି ଚମତ୍କାର ଆଶା କରନ୍ତୁ ନାହିଁ | ଆପଣଙ୍କ ଉତ୍ସାହିତ କରିବା କାରଣରୁ ନିଶ୍ଚିତ ଭାବରେ ପିଲା ମାନଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ | ପ୍ରେମର ଉଲ୍ଲାସ ଅନୁଭବ କରି ପାଇଁ ଆପଣ କେହି ଜଣେ ନୂଆ ଭୟକ୍ତିଙ୍କ ଭେଟି ପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପ୍ରଗତିଶୀଳ ଓ ବଡ ପରିବର୍ତନ କରିବା ପାଇଁ ସହକର୍ମୀ ଆପଣଙ୍କ ପୁରା ସହଯୋଗ ଦେବେ | ଆପଣଙ୍କୁ ବି ଶୀଘ୍ର ନିଷ୍ପତି ନେବା ପାଇଁ ପ୍ରସ୍ତୁତ ରହିବ ଦରକାର | ଆପଣଙ୍କ ଅଧୀନ ସହକର୍ମୀ ମାନଙ୍କୁ କଠୋର ପରିଶ୍ରମ କରିବା ପାଇଁ ପ୍ରୋତ୍ସାହିତ କରିବା ସକରାତ୍ମକ ପରିଣାମ ଦେବେ | କୌଣସି ବେକାର କାମରେ ଆପଣ ନିଜର ସମୟ ନଷ୍ଟ କରିପାରନ୍ତି | ଆପଣଙ୍କ ବୈବାହିକ ଜୀବନରେ ଶାରୀରିକ ସୁଖର ଦୃଷ୍ଟିରୁ କିଛି ସୁନ୍ଦର ପରିବର୍ତନ ହୋଇ ପାରେ |
ତୁଳା: ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ | ପିତା ମାତାଙ୍କ ସାହାଯ୍ୟ ପାଇଁ ଆପଣଙ୍କ ଆର୍ଥିକ ଅବସ୍ଥାରେ ଆଜି ବୃଦ୍ଧି ମିଳି ପାରେ | ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା ବାର୍ତା କରନ୍ତୁ | ଅନ୍ୟ ମାନଙ୍କର ହସ୍ତକ୍ଷେପ ଯୋଗୁଁ ବିବାଦ ହୋଇ ପାରେ | ନିଜର କାର୍ଯ୍ୟରେ ଏମିତିଆ ଲୋକଙ୍କ ସହାୟତା ନିଅନ୍ତୁ, ଯାହାଙ୍କର ଚିନ୍ତାଧାରା ଆପଣଙ୍କ ସହିତ ମିଶୁଥିବ | ଉଚିତ ସମୟରେ ତାଙ୍କର ସାହାଯ୍ୟ ମହତ୍ଵପୁର୍ଣ ଓ ଲାଭକାରୀ ରହିବ | ବିଶେଷ କରିକି ମେଡିକାଲ ଟ୍ରାନ୍କ୍ରିପସନ ଠୁ ଜଡିତ ଲୋକଙ୍କ ପାଇଁ ଉତ୍ତମ ଦିନ ରହିବ | ଆଜି ଆପଣଙ୍କ ପତ୍ନୀ/ପ୍ରେମିକା ଙ୍କ ସହିତ ଅଧିକ ସମୟ କାଟିବାକୁ ମିଳିବ ଯାହାଦ୍ୱାରା ସେ ଆପଣ ତାଙ୍କ ଉପରେ ଧ୍ୟାନ ଦେଉଥିବାର ଦେଖି ବହୁତ ଖୁସି ହେବେ | ବିପଦ ପରିସ୍ଥିତିରୁ ବାହାରିବା ପାଇଁ ଆପଣାକୁ ଆପଣଙ୍କ ଜୀବନ-ସାଥୀ ଆଡୁ ଅଧିକ ସହଯୋଗ ମିଳିବ ନାହିଁ |
ବିଛା: ସନ୍ଧ୍ୟା ବେଳେ ନିଜର ସମୟ ନିଜର ଜୀବନ-ସାଥୀଙ୍କ ସହିତ କୌଣସି ଚଳଚିତ୍ର,ଥିଏଟର କିମ୍ବା ରେସ୍ତୋରାଁରେ ବ୍ୟତୀତ କରନ୍ତୁ, ତାହା କଲେ ଆପଣଙ୍କ ମନ ଖୁସି ଓ ସଯ ରହିବ | ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | ସାଙ୍ଗ ମାନଙ୍କ ସାଙ୍ଗରେ କିଛି କଲା ବେଳେ ନିଜ ହିତକୁ ଅଦେଖା କରନ୍ତୁ ନାହିଁ – ହେଇ ପାରେ କି ଆପଣଙ୍କ ଦରକାରକୁ ବେଶୀ ଗଂଭୀରତାରେ ନ ନେଇ ପାରନ୍ତି | ପ୍ରେମ ଓ ଭଲ ପାଇବା ଆପଣଙ୍କୁ ଆଜି ଖୁସି ମନୋଦଶାରେ ରଖିବ | ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହୋଉଛି ଓ ଲାଭ ସ୍ପଷ୍ଟ ଦେଖା ଯାଉଛି | ଆଜି ବୁଦ୍ଧିର ପରୀକ୍ଷା କରିବାକୁ ପଡ଼ି ପାରେ | ଆପଣଙ୍କ ଭିତରୁ କିଛି ଲୋକ ଶତରଂଜ ଖେଳ କିମ୍ବା ଶବ୍ଦ ଖୋଜ ଖେଳ ଖେଳି ପାରନ୍ତି ଓ କିଛି ଲୋକ ଗଳ୍ପ,ପଦ ଲେଖି ପାରନ୍ତି କିମ୍ବା ଭବିଷ୍ୟତର ଯୋଜନା କରି ପାରନ୍ତି | ଲାଗୁଚି ଆଜି ନିଜର ଜୀବନ-ସାଥୀଙ୍କ ସହିତ ବହୁତ ଖର୍ଚ କରିବେ | କିନ୍ତୁ,ଏହା ପରେ ବି ଆପଣ ସମୟର ଆନନ୍ଦ ନେବେ |
ଧନୁ: ଆଜି ଦିନ ସାରା ଆରାମ କରିବାକୁ ସୁଯୋଗ ପାଇବେ|ଆଜି ତେଲ ମାଲିସ କଲେ ଶରୀର ବ୍ୟଥାରୁ ମୁକ୍ତି ପାଇଁ ପାରିବେ ଆଜି ଖାଲି ବସିବା ଅପେକ୍ଷା ଚାଲନ୍ତୁ କିଛି ଏମିତି କାମ କରିବା, ଯାହା ଆମର ରୋଜଗାର ବଢ଼ାଇ ପାରିବ. ନିଜ ଦିନର ଯୋଜନା ଭାବି ଚିନ୍ତିକି ନସ୍ପତି ନିଅନ୍ତୁ | ଏମିତିଆ ଲୋକଙ୍କ ସହିତ କଥା ହୁଅନ୍ତୁ,ଯେଉଁ ମାନେ ଆପଣଙ୍କୁ ସାହାଯ୍ୟ କରି ପାରନ୍ତି | ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ | କୌଣସି ପ୍ରକାରର ଭାଗିଦାରୀତା କରିବା ପୃର୍ବରୁ ନିଜର ଆନ୍ତରିକ ଭାବନାକୁ ନିହାତି ଶୁଣନ୍ତୁ | ଅନ୍ୟ ସବୁଦିନପରି ଆପଣ ଖାଲି ସମୟରେ ଆପଣଙ୍କର ମନ ପସନ୍ଦର କାମକରିବାକୁ ଇଛା କରିବେ | କିନ୍ତୁ କୌଣସି ବିନା ଆମନ୍ତ୍ରଣ ଅତିଥିଙ୍କ ଯୋଗୁଁ ଆଜିର ଆପଣଙ୍କର ଏହି ଯୋଜନା ପଣ୍ଡୁର ହୋଇଯିବ | ହୋଇ ପାରେ କି ଆପଣଙ୍କ ଜୀବନ-ସାଥୀ ଆଜି ସୁନ୍ଦର ଶବ୍ଦରେ ଆପଣଙ୍କୁ ଜଣେଇବେ କି ଆପଣ ତାଙ୍କ ପାଇଁ କେତେ ମତ୍ତ୍ୱପୁର୍ଣ |
ମକର: ଆଖ-ପାଖ ଲୋକଙ୍କ ସହଯୋଗ ଆପଣଙ୍କୁ ସୁଖଦ ଅନୁଭୂତି ଦେବ | ମଦ୍ୟପାନ ତଥା ଧୁମ୍ରପାନ ଠାରୁ ନିଜକୁ ଦୂରରେ ରଖନ୍ତୁ , ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବିଗିଡ଼ି ଯିବ | ନିଜର ବ୍ୟକ୍ତିଗତ ଜୀବନ ଠୁ ଟିକେ ସମୟ କାଢିକି ଦାନ-ଧର୍ମ ଜଡିତ କାର୍ଯ୍ୟରେ ସମୟ ଲଗାନ୍ତୁ | ଏହା ଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ, କିନ୍ତୁ ଏହା ଯୋଗୁଁ ନିଜର ନିଜୀ ଜୀବନକୁ ଅଦେଖା କରନ୍ତୁ ନାହିଁ | ଆପଣଙ୍କୁ ଦୁଇ ପଟରେ ସମାନ ଭାବରେ ଧ୍ୟାନ ଦେବା ଆବଶ୍ୟକ | ପ୍ରତି ଦିନ ନୂଆ ପ୍ରେମରେ ପଡ଼ିବାର ଆପଣଙ୍କର ସ୍ଵଭାବକୁ ପରିବର୍ତନ କରନ୍ତୁ | କାର୍ଯ୍ୟରେ ଧୀର ପ୍ରଗତି ହାଲୁକା ମାନସିକ ଚାପି ଦେଇ ପାରେ | ଆପଙ୍କ ମନେ ରଖିବା କଥାକି ଭଗବାନ ବି ସେମାନଙ୍କର ସାହାଯ୍ୟ କରନ୍ତି ଯେଉଁ ମାନେ, ଆଗେ ନିଜର ସାହାଯ୍ୟ କରନ୍ତି | ଆପଣଙ୍କ ଜୀବନସାଥୀ ଆଡୁ ମିଳିଥିବା ଗୋଟେ ଉପହାର ଆପଣଙ୍କ ମନକୁ ପ୍ରମୁଳିତ କରିବ |
କୁମ୍ଭ: ଉଚ୍ଚ କ୍ୟାଲୋରୀ ର ଖାଦ୍ୟ କିମ୍ବା ଓ ଶରୀରକୁ ହାନି କରୁଥିବା କହାଯିବା ଜିନଷକୁ ବର୍ଜନ କରନ୍ତୁ | ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ | ପିଲା ମାନେ ଆଜି ଦିନଟା ଆପଣଙ୍କ ପାଇଁ କଷ୍ଟକର ବନେଇ ପାରନ୍ତି | ସ୍ନେହ ମମତା ଆପଣେଇ ତାଙ୍କୁ ବୁଝାନ୍ତୁ ଓ ଅଦରକାରୀ ଚାପ ଠୁ ରକ୍ଷା ପାନ୍ତୁ | ମନେ ରଖ୍ନ୍ତୁକି ପ୍ରେମ ହିଁ ପ୍ରେମକୁ ଜନ୍ମ କରେ | ଖୁସି ପାଇବା ପାଇଁ ନୂତନ ସମ୍ଭନ୍ଧରେ ପପ୍ରତୀକ୍ଷା କରନ୍ତୁ | କରିଅର ଠୁ ଜଡ଼ିତ ନିଷ୍ପତି ନିଜେ ନିଅନ୍ତୁ, ପରେ ଏହାର ଲାଭ ଆପଣଙ୍କୁ ମିଳିବ | ଅଜଣା ଲୋକଙ୍କ ସହିତ କଥାହେବାଥିକ, କିନ୍ତୁ ତାଙ୍କର ବିଶ୍ୱସନୀୟତା ନ ପରଖୀ ତାଙ୍କୁ ଆପଣଙ୍କ ଜୀବନୀ କହିବା ଠିକ ନୁହେଁ | ରସମୟ ଗୀତ, ଶୁଂଗନ୍ଧିତ ମହମବତୀ, ସ୍ୱାଦିଷ୍ଟ କାଧ୍ୟ- ଆଜି ଦିନ ଆପଣ ଓ ଆପଣଙ୍କ ଜୀବନ ସାଥୀଙ୍କ ପାଇଁ ହିଁ ବନା ହେଇଚି |
ମୀନ: କୌଣସି ସାଙ୍ଗ ଆପଣଙ୍କ ସହିବାଶକ୍ତି ଓ ବୁଦ୍ଧିର ପରୀକ୍ଷା ନେଇ ପାରେ | ନିଜର ମୂଲ୍ୟକୁ ଦୂର କରିବା ଠୁ ପରିହାର କରନ୍ତୁ ଓ ପ୍ରତେକ ଟି ନିଷ୍ପତି ଭାବି-ଚିନ୍ତିକି ନିଅନ୍ତୁ | ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ | ଯାହା ସହିତ ଆପଣ ରୁହନ୍ତି,ତାଙ୍କ ସହିତ ବାଡ଼-ବିବାଦ ହାବଠୁ ନିଜକୁ ରକ୍ଷା କରନ୍ତୁ | ଯଦି କୌଣସି ସମସ୍ୟା ଅଛି,ତାହେଲେ ଶାନ୍ତି ଭାବରେ ସମାଧାନ କରନ୍ତୁ | ଆଜି ଦିନରେ ପ୍ରେମର କଢ଼ ଫୁଟିକି ଫୁଲ ହେଇ ପାରେ | ଯଦି ଆପଣ ଵ୍ୟଵଶ୍ୟରେ ନୂତନ ଭାଗିଦାରକୁ ଯୋଡ଼ିବା ବିଷୟରେ ବିଚାର କରୁଛନ୍ତି , ତାହେଲେ ଏହା ନିହାତି ଦରକାର କି ଆପଣ ତାଙ୍କୁ କୌଣସି କଥା ଦେବା ପୂର୍ବରୁ ସବୁ ତଥ୍ୟ ଭଲ ଭାବରେ ଅନୁସନ୍ଧାନ କରନ୍ତୁ | ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ | ଆଖି ମନର କଥା କହି ଦିଏ | ଆଜି ଦିନ ଆପଣଙ୍କ ଜୀବନସାଥୀ ସହିତ ଏହି ଭାଷାରେ କଥା ହେବାର ଅଛି |