ମେଷ: ଘରୋଇ ବିବାଦ ଆପଣଙ୍କୁ ଚାପ ଦେଇ ପାରେ | ଯଦି ଆପଣ ଭଲ ଭାବରେ ଜୀବନ ଯାପନ କରିବାପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଅର୍ଥ ଆସିବା ଉପାୟ ଉପରେ ବେଶୀ ଧ୍ୟାନ ଦେବାକୁ ପଡ଼ିବ | ହୋଇ ପାରେ କି ଆପଣ ଆପଣଙ୍କ ପରିବାର ଲୋକଙ୍କ ପ୍ରତେକଟି କଥାରେ ଏକମତ ନ ହେଇ ପାରନ୍ତି,କିନ୍ତୁ ଆପଣଙ୍କୁ ତାଙ୍କର ଅନୁବୂତିରୁ ଶିଖିବାକୁ ଚେଷ୍ଟା କରିବା ଉଚ୍ଛିତ | ଗୁପ୍ତ ସମ୍ପର୍କ ଆପଣଙ୍କ ପ୍ରତିଷ୍ଠାକୁ ହାନି କରି ପାରେ | ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ | ଆପଣଙ୍କ ଜୀବନ-ସାଥୀଙ୍କ ସୁସ୍ତ ରହିବ ପ୍ରକୃତି ଆପଣଙ୍କ କାର୍ଯ୍ୟ ଉପରେ ପାଣି ଢାଳି ପାରେ | ଆଜି ଯେଉଁ କାମ ଆପଣ ପୁରା କରିବାର ଥିଲା ତାକୁ ଅଧାରୁ ଛାଡ଼ନ୍ତୁ ନାହିଁ |
ବୃଷ: ନିଜର ଖାଦ୍ୟ-ପାନର ବିଶେଷ ଧ୍ୟାନ ରଖନ୍ତୁ | ବିଶେଷ କରିକି ମାଇଂଗ୍ରେନ ରୋଗୀ ମାନଙ୍କୁ ସମୟରେ ଖାଦ୍ୟ ଖାଇବା ଉଚିତ,ନଚେତ ତାଙ୍କୁ ବ୍ୟର୍ଥ ଭାବନାତ୍ମକ ପଡ଼ିବ | କୌଣସି ବଡ ସଂସ୍ଥାନରେ ଜଡିତ ହେବା ଆପଣ ମାନଙ୍କ ପାଇଁ ଅତି ଲାଭକାରୀ ହେବ, ଯଦିଓ ଆପଣଙ୍କ ଖର୍ଚ୍ଚ ଟିକେ ବଢି ଯାଇ ପାରେ | ପିଲା ମାନଙ୍କ ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ହୋଇ ପାରେ | ପ୍ରେମର ଶକ୍ତି ଆପଣଙ୍କୁ ପ୍ରେମ କରିବାର କାରଣ ଦିଏ | ଆଜି କେବଳ ମହତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦିଅନ୍ତୁ | ଯଦି ଆପଣ ବୈବାହିକ ଜୀବନ ଦୃଷ୍ଟିରୁ ଲମ୍ବା ସମୟରୁ ନିରାଶ ଅଛନ୍ତି, ତାହେଲେ ଆଜି ଆପଣଙ୍କ ସ୍ଥତିରେ ବୃଦ୍ଧି ଅନୁଭବ କରି ପାରନ୍ତି | ଏକା ରହିବା ବହୁତ ଥର କଷ୍ଟକର ହୋଇ ପାରେ, ବିଶେଷ କରିକି ସେଇ ଦିନରେ ଯେତେବେଳେ ଆପଣଙ୍କ ପାଖରେ ବେଶୀ କିଛି କରିବାକୁ ନାହିଁ | ଏହାଠୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ ଓ ନିଜର ସାଙ୍ଗ ମାନଙ୍କ ସହିତ ସମୟ ବିତାନ୍ତୁ |
ମିଥୁନ: ମାନଷିକ ଶାନ୍ତି ପାଇଁ ବିବାଦ ସ୍ତୃଷ୍ଟି କରୁଥିବା କାରଣର ସମାଧାନ କରନ୍ତୁ | ଯଦି ଆପଣ କୌଣସି ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ ଅଥବା ଅପେକ୍ଷା କରିଥିଲେ ଆଜିର ଦିନରେ ତାହା ଆପଣଙ୍କୁ ମିଳିପାରେ | ପିଲା ମାନଂକ ଠୁ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଟିକେ ଅଲଗା ସମୟ କାଢନ୍ତୁ | ଆପଣଙ୍କୁ ଦୟା ଓ ସ୍ନେହରେ ଭରା ପ୍ରେମର ଉପହାର ମିଳି ପାରେ | ହି ରାଶିର ବ୍ୟକ୍ତିମାନେ ଆଜି ନିଜ ଭାଇଭଉଣୀଙ୍କ ସହିତ କୌଣସି ଚଳଚିତ୍ର ବା ମ୍ୟାଚ ଦେଖୀପାରନ୍ତି ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଆହୁରି ବଢିବ | ଆଜିକୁ ଆପଣ ଅନୁଭବ କରିବେକି ଆପଣଙ୍କ ବୈବାହିକ ଜୀବନ ବହୁତ ସୁନ୍ଦର | ଆଜି ଆପଣ ବହୁତ କିଛି କରିବାକୁ ଚାହୁଁଛନ୍ତି, କିନ୍ତୁ ହୋଇ ପାରେ କି ଆପଣ କିଛି ଜିନିଷକୁ ପର ପାଇଁ ରଖିଦେବେ | ଦିନ ସାରିବା ପୂର୍ବରୁ ଉଠନ୍ତୁ ଓ କାର୍ଯ୍ୟରେ ଲାଗି ଯାଆନ୍ତୁ, ନଚେତ ଆପଣଙ୍କୁ ଅନୁଭବ ହେବକି ପୁରା ଦିନ ନଷ୍ଟ ହୋଇ ଗଲା |
କର୍କଟ: ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରାଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ |ଆଜି ରାତିରେ ଆପଣଙ୍କୁ ଆପଣଙ୍କର ଦେଇଥିବା ଧନ ମିଳିବାର ସମ୍ଭାବନା ଅଛି | ଯଦି ଆଜି ଆପଣ ନିଜର ପରିଚିତ ଲୋକଙ୍କ ଉପରେ ନିଜର ନିଷ୍ପତିର ଚାପ ଦେବାକୁ ଚେଷ୍ଟା କରିବେ, ତାହେଲେ ଆପଣ ଆପଣଙ୍କ ହିତକୁ ହି ବିପଦରେ ପକାଇବେ | ସ୍ଥିତିର ସାମନା ଧର୍ଯ୍ୟ ରଖିଲେ ହିଁ ଭଲ ପରିଣାମ ଦେଇ ପାରିବ | ସଯ ଫୁଲ ପରି ନିଜର ପ୍ରେମକୁ ବି ସଯ ବନାଇ ରଖନ୍ତୁ | ନିଜର ଦୁର୍ବଳତା ଉପରେ ଆପଣଙ୍କୁ ବହୁତ ଧ୍ୟାନ ଦେବା ଉଚିତ | କିନ୍ତୁ ଏଥିପାଇଁ ନିଜପାଇଁ ସମୟ ବି ଦେବାକୁ ପଡିବ | ଆପଣଙ୍କ ଜୀବନ-ସାଥୀ କାରଣରୁ ଆପଣ ଅନୁଭବ କରିବେ କି ସ୍ୱର୍ଗ ପୃଥିବୀରେ ହିଁ ଅଛି | ଆଜି ଦିନ ଆରମ୍ଭରୁ ଆପଣଙ୍କୁ କିଛି ଅଶୁଭ ଖବର ମିଳିପାରେ |ସେଥିପାଇଁ ନିଜ ମନକୁ କାବୁ ରଖିବାକୁ ଚେଷ୍ଟା କରନ୍ତୁ |
ସିଂହ: ଯାତ୍ରା ଆପଣଙ୍କ ପାଇଁ କ୍ଳାନ୍ତିକର କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ହେବ | ଏମିତି ସାଙ୍ଗ ମାନଙ୍କ ସହିତ ବାହାରକୁ ଯାନ୍ତୁ ଯେଉଁ ମାନେ ଆପଣଙ୍କ ଅବସ୍ଥା ଓ ଆବଶ୍ୟକତା ବୁଝିବେ | ଅନ୍ୟ ମାନଙ୍କୁ ଖୁସି ଦେଇ ଓ ପୁରୁଣା ଭୁଲକୁ ଭୁଲିକି ଆପଣ ନିଜର ଜୀବନକୁ ସାର୍ଥକ କରିପାରିବେ ଆବଶ୍ୟକତା ଠାରୁ ଅଧିକ ସମୟ ସାଙ୍ଗମାନଙ୍କ ସହିତ କଟାଇବ ଭଲ ନୁହେଁ | ଏହାଦ୍ୱାରା ଆପଣ ଭବିଷ୍ୟତରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ | ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଦୋଷକୁ ସୁଧାରିବେ ଓ ଆପଣଙ୍କୁ ଖୁସି ଅନୁଭବ ହେବ | ଗ୍ରହ ମାନେ କହୁଛନ୍ତିକି ଧାର୍ମିକ କାର୍ଯ୍ୟରେ ଆପଣ ଅଧିକ ଭାଗ ନେବେ, ଯେମିତିକି ଆପଣ ମନ୍ଦିର ଯାଇ ପାରିବେ, ଦାନ-ଦକ୍ଷିଣା ବି ସମ୍ଭବ ଅଛି ଓ ଧ୍ୟାନ-ଧାରଣ କରିବାର ଅଭ୍ୟାସ ବି କରି ପାରିବେ |
କନ୍ୟା: ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜ ଉର୍ଜା ସଂଚୟ କରି ରଖନ୍ତୁ | ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ଆପଣଙ୍କୁ ପରିବାର ଲୋକଙ୍କ ଓ ସାଙ୍ଗ ମାନଙ୍କ ସହିତ ସମୟ କାଟିବା ପାନ ପ୍ରଚୁର ସମୟ ମିଳିବ | ଆପଣଙ୍କ ପ୍ରିୟର ଫୋନ ଆସିବା କାରଣରୁ ଆପଣ ଦିନଯାକ ଖୁସିରେ ରହିବେ | ବିଗତ ଦିନମାନଙ୍କରେ ଆପଣ ବହୁତ କାମ ଅଧା ରୁ ଛାଡିଦେଇଛନ୍ତି ଯାହା ଏବେ ଆପଣଙ୍କୁ କପୁର କରିବାକୁ ପଡିପାରେ | ଆଜି ଖାଲି ସମୟରେ ଆପଣ ଅଫିସ ର କାମରେ ବ୍ୟସ୍ତ ରହିବେ | ଆପଣଙ୍କ ବୈବାହିକ ଜୀବନର ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ | କୌଣସି ପୁରୁଣା ଅନ୍ତରଙ୍ଗ ବନ୍ଧୁ ସହ ଦେଖା ହୋଇ ଆପଣ ବିଗତ ଦିନର ସୁନେଲି ସ୍ମୃତି ରେ ହଜିଯାଇ ପାରନ୍ତି |
ତୁଳା:ନିଜର ପ୍ରକୃତ କ୍ଷମତାକୁ ଅନୁଭବ କରନ୍ତୁ କାରଣ ଆପଣଙ୍କ ପାଖରେ ବଳର ଅଭାବ ନାହିଁ କେବଳ ଇଚ୍ଛା ଶକ୍ତିର ଅଭାବ ଅଛି | ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ | ପିଲା ମାନେ ଖୁସି ଖବର ଆଣି ପାରିବେ ଓ ତାହାକୁ ଶୁଣି ଆପଣଙ୍କ ଦିନ ଖୁସିରେ ଭାରି ଯିବ | ପ୍ରେମ ମନଭାବନରେ ହଠାତ ଆଶୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରି ପାରେ | ସମୟର ସଦୁପଯୋଗ କରିବାପାଇଁ ଆଜି ଆପଣ ପାର୍କ ଜେବାପାଇଁ ଯୋଜନା କରିପାରନ୍ତି କିନ୍ତୁ ସେଠି କୌଣସି ଅଚିଂହା ବ୍ୟକ୍ତିଙ୍କ ସହିତ ଯୁକ୍ତି ତର୍କ ହେଵା ଆପଣଙ୍କ ମୁଡ଼ ଖରାପ ହୋଇପାରେ | ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କ ମଧ୍ୟରେ କୌଣସି ଅଜଣା ଲୋକ କାରଣରୁ ଯୁକ୍ତି-ତର୍କ ହୋଇ ପାରେ | ଆଜି ଦିନ ସେହି ଦିନ ମାନଙ୍କ ପରି ଯୋଉଥିରେ ଘଣ୍ଟାର କଣ୍ଟା ଧୀରେ-ଧୀରେ ହଳେ ଓ ଆପଣ ଲମ୍ବା ସମୟ ଯାଏଁ ଖଟରେ ପଡି ରହନ୍ତି | କିନ୍ତୁ ଏହା ପରେ ନିଜକୁ ବହୁତ ଉର୍ଜାରେ ଭରା ଅନୁଭବ କରିବେ ଓ ଏହାର ଆପଣଙ୍କୁ ଆବଶ୍ୟକତା ବି ଅଛି |
ବିଛା: ଆପଣଙ୍କ ପ୍ରିୟ ସାଙ୍ଗ ଆପଣଙ୍କ ପରିଚୟ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ କରେଇବେ,ଯାହା କାରଣରୁ ଆପଣଙ୍କ ଭାବନା ଉପରେ ଗଭୀର ପ୍ରଭାବ ପଡ଼ିବ | ଯେଉଁମାନେ କୌଣସି ଅଚିଂହା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ | ଆପଣଙ୍କୁ ଆଶ୍ଚର୍ଯ୍ୟ ହେବକି ଆପଣଙ୍କୁ ରକ୍ଷା କରିବା ପାଇଁ ଆପଣଙ୍କ ଭାଇ ଆସିବେ |ଆପଣଙ୍କୁ ପରସ୍ପରକୁ ଖୁସି ରଖିବା ପାଇଁ ସହଯୋଗ ଓ ସାଙ୍ଗରେ ମିଶିକି କାମ କରିବା ଆବଶ୍ୟକ ଅଛି | ମନେ ରଖନ୍ତୁ କି ସହଯୋଗ ଜୀବନର କେନ୍ଦ୍ର ବିନ୍ଦୁ ଅଟେ | ନିଜ ପ୍ରିୟାର ଅନୁପସ୍ଥିଥିରେ ଆପଣ ନିଜକୁ ପୁର୍ଣ ରୂପରେ ଖାଲି ଅନୁଭବ କରିବେ | ଆଜିକା ଦିନର ଅଧିକାଂଶ ସମୟ କିଣାକିଣି ଓ ଅନ୍ୟ ଗତିବିଧିରେ ଯିବ | ଜୀବନ-ସାଥୀ ଆଡୁ ଜାଣିକି ଭାବନାତ୍ମକ କଷ୍ଟ ମିଳି ପାରେ, ଯାହା କାରଣରୁ ଆପଣ ନିରାଶ ରହିବେ | ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦୌଡିବା ଆପଣଙ୍କ ପାଇଁ ଲାଭକାରୀ ରହିବ, କାରଣ ଏହା ପାଇଁ ତାଙ୍କ ପଡ଼େନି ଓ ଉତ୍ତମ ବ୍ୟୟାମ ବି |
ଧନୁ: ଗର୍ଭବତୀ ମହିଳା ମାନଂକ ପାଇଁ ସାବଧାନ ରହିବା ଅତି ଆବଶ୍ୟକ | ଯେଉଁମାନେ ଋଣ କରିଥିଲେ ସେମାନଙ୍କ ପାଇଁ ଆଜିର ଦିନ ଶୁଭ ନୁହେଁ ଆଜି ସେମାନଙ୍କୁ କୌଣସି ପରିସ୍ଥୀତିରେ ଋଣ ସୁଝିବାକୁ ପଡ଼ିପାରେ ଯାହାଦ୍ୱାରା ଆର୍ଥିକ ଅବସ୍ଥା କ୍ଷୀଣ ହୋଇପାରେ | ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ ହୋଇ ପାରେ | ଆପଣଙ୍କ ପ୍ରିୟଙ୍କ ଅଧିକ ଆଶା ଯୋଗୁ ପ୍ରେମ ସମ୍ପର୍କରେ ବାଧା ଆସିପାରେ | ଘରେ ପଡିଥିବା କୌଣସି ପୁରୁଣା ବସ୍ତୁ ଉପରେ ଆଜି ଆପଣଙ୍କର ନଜର ହଠାତ ପଡିବ ଯୋଗୁଁ ଆପଣ ଆପଣଙ୍କର ପିଲାଦିନକୁ ଫେରିଯିବେ ଏବଂ ତା’ ସହିତ କିଛି ସମୟ କାଟିବାକୁ ଇଛା କରିବେ | ନିଜର ଜୀବନସାଥିକୁ ବିସ୍ମୟ କରୁଥାନ୍ତୁ, ନଚେତ ସିଏ ନିଜକୁ ଆପଣଙ୍କ ଜୀବନରେ ମହତ୍ବହୀନ ଭାବି ପାରନ୍ତି | ଆପଣଙ୍କ ଗୁନାହିଁ ଆଜି ଆପଣଙ୍କୁ ଅନ୍ୟମାନଙ୍କର ପ୍ରସଂଶା ର ପାତ୍ର କରିବ |
ମକର: ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ ଖୁସି ଅନୁଭବ କରିବେ | ଆଜି ଯଦିବା ଆପଣଙ୍କର ଆର୍ଥିକ ପକ୍ଷ ଭଲ ରହିବ ତଥାପି ଆପଣଙ୍କୁ ବ୍ୟର୍ଥ ଖର୍ଚ୍ଚାରୁ ବଞ୍ଚିବାକୁ ପଡିବ ନହେଲେ ଅଯଥା ଖର୍ଚ୍ଚ ହୋଇପାରେ | ନିଜର ଚିନ୍ତା ଧାରା ସାଙ୍ଗ-ସାଥି ଓ ବନ୍ଧୁ-ବାନ୍ଧବଙ୍କ ଉପରେ ବାଧ୍ୟ କରିବାକୁ ଚେଷ୍ଟା କରନ୍ତୁ ନାହିଁ | କାରଣ ଏହା ଆପଣଙ୍କ ଲାଗି କିଛି ଲାଭଦାୟକ ହେବ ନାହିଁ , ଓଲଟା ସେମାନେ ଆପଣଙ୍କଠୁ ରୁଷି ପାରନ୍ତି | ଆଜି ଆପଣ ଟିକେ ଅଲଗା ପ୍ରକାରର ଭଲ ପାଇବାକୁ ଅନୁଭବ କରି ପାରିବେ | ଆଜି ନିଜ ଓକିଲ କୁ ଭେଟି ଆଇନ ସମ୍ବନ୍ଧ ଉପଦେଶ ନେବା ପାଇଁ ଶୁଭ ଦିନ ଅଟେ | ଆଜି ଆପଣ ନିଜ ବୈବାହିକ ଜୀବନ ଠୁ ଜଡ଼ିତ ସବୁ ଖରାପ ସ୍ମୃତି ଭୁଲି ଯିବେ ଓ ନିଜର ବର୍ତ୍ତମାନ ଉପରେ ଧ୍ୟାନ ଦେବେ | ଆଜି ଆପଣଙ୍କର ଦେଖେଇବେବ ପ୍ରକୃତିକୁ ଟିକେ କାବୁରେ ରଖନ୍ତୁ ନହେଲେ ବନ୍ଧୁମାନେ ଆପଣଙ୍କଠାରୁ ଦୂରେଇଯିବାର ସମ୍ଭାବନା ଅଛି |
କୁମ୍ଭ: ଆପଣଙ୍କୁ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖିବା ଆବଶ୍ୟକ | ଟଙ୍କା ରୋଜଗାର କରିବାର ନୂଆ ସୁଯୋଗ ଲାଭ ଦେବ | ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ | ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ | ପ୍ରେମ ସମ୍ଭନ୍ଧ ପାଇଁ ଆଜି ଦିନଟା ଅତି ଉତ୍ସାହିତ ରହିବ | ସନ୍ଧ୍ୟାରେ କୌଣସି ବିଶେଷ ଯୋଜନା ବନାନ୍ତୁ ଓ ଯେତିକି ହେୟାଇ ପାରିବ, ସେତିକି ରସମୟ ବଣେଇବାକୁ ଚେଷ୍ଟା କରନ୍ତୁ | କର ଓ ବୀମା ଯୋଜନା ଉପରେ ଆଜି ବିଶେଷ ଧ୍ୟାନ ଦେବେ | ଆପଣଙ୍କ ଜୀବନ-ସାଥୀ ଆଜି ଆପଣଙ୍କୁ ଆପଣଙ୍କର ଛୋଟ ବେଳ କଥା ମାନେ ପକାଇବେ କି ଆପଣ କେତେ ଦୁଷ୍ଟ
ମୀନ: ନିଜର ଧର୍ଯ୍ୟ ହରାନ୍ତୁ ନାହିଁ,ବିଶେଷ କରିକି ଅସୁବିଧା ସମୟରେ | ଭବିଷ୍ୟତରେ ଆର୍ଥିକ ଉନ୍ନତି ପାଇଁ ଆଜିଠାରୁ ସଞ୍ଚୟ କରନ୍ତୁ | ଘରେ କିଛି ପରିବର୍ତନ ଯୋଗୁଁ ଆପଣ ଆବେଗପ୍ରବଣ ହୋଇ ପାରନ୍ତି, କିନ୍ତୁ ଆପଣ ନିଜ ଭାବନାକୁ ସେମାନଂକ ସାମନାରେ ପ୍ରସ୍ତୁତ କରିବା ପାଇଁ ସଫଳ ହେବେ, ଯେଉଁ ମାନେ ଆପଣଙ୍କ ପାଇଁ ବିଶେଷ ଅଟନ୍ତି | ଆପଣଙ୍କ ସତ୍ୟପ୍ରିୟ ଓ ସର୍ତବିହୀନ ପ୍ରେମରେ ଯାଦୁ କରିବାର ମୁଖ୍ୟ କାରଣ | ଅଜଣା ଲୋକଙ୍କ ସହିତ କଥାହେବାଥିକ, କିନ୍ତୁ ତାଙ୍କର ବିଶ୍ୱସନୀୟତା ନ ପରଖୀ ତାଙ୍କୁ ଆପଣଙ୍କ ଜୀବନୀ କହିବା ଠିକ ନୁହେଁ | ଆପଣଙ୍କ ଆଖ-ପାଖ ଲୋକ କିଛି ଏମିତି କରି ପାରନ୍ତି ଯାହା କାରଣରୁ ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଆଡ଼କୁ ପୁଣି ଠାରେ ଆକର୍ଷିତ ହେବେ | ସଫଳତା-ପ୍ରାପ୍ତ ପିଅନ ସ୍ବପ୍ନ ଦେଖିବା ଖରାପ କଥା ନୁହେ, କିନ୍ତୁ ସବୁ ବେଳେ ଦିନରେ ସ୍ବପ୍ନ ଦେଖିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇ ପାରେ |