ଆଜି ତା ୧୬.୦୮.୨୦୨୧ ସୋମବାରର ରାଶିଫଳ

ମେଷ: ନିଜର ଶରୀରର ଶକ୍ତି ଓ ଉର୍ଜା ସ୍ତରରେ ବୃଦ୍ଧି ଆଣିବା ପାଇଁ ଆପଣଙ୍କୁ ପୁର୍ଣ ରୂପରେ ଆରାମର ଆବଶ୍ୟକତା ଅଛି , ନଚେତ ଶରୀରର କମଜୋରୀ ଆପଣଙ୍କ ମନରେ ନିରାସାବାଦୀତାକୁ ଜନ୍ମ ଦେଇ ପାରେ | ଆଜି ନିବେଶ କରିବା ଯୋଗୁଁ ଆପଣଙ୍କ ସମୃଦ୍ଧି ଓ ଅର୍ଥ ସୁରକ୍ଷାରେ ବୃଦ୍ଧି ହେବ | ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ | ଆଜି ଆପଣ ପ୍ରେମ ଭାବରେ ରହିବେ, ଯାହା କାରଣରୁ ନିଜର ପ୍ରିୟ ସହିତ କିଛି ଭଲ ସମୟ ଭୟାତୀତ କରିବାର ଯୋଜନା କରି ପାରନ୍ତି | ଆଜି ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ ଓ ନିଜ ଚିଂହା ଲୋକଙ୍କ ଠାରୁ ପରାମର୍ଶ ନିହାତି ନିଅନ୍ତୁ | ଆପଣଙ୍କ ତୀକ୍ଷ୍ଣ ଅବଲୋକନ ଯୋଗୁଁ ଆପଣ ସମସ୍ତଙ୍କଠୁ ଆଗୁଆ ରହିବେ | ଆଜି ଦିନରେ ଆପଣ ଓ ଆପଣଙ୍କ ଜୀବନ-ସାଥୀ ଗଭୀର ଆତ୍ମୀୟାପୂର୍ଣ କଥା ହୋଇ ପାରନ୍ତି |

ବୃଷ: ଅଦରକାରୀ ବିଚାର ମନ ଭିତରେ ଛାଇ ପରି ଲାଗି ରହିବ | ନିଜକୁ ଶାରୀରିକ ବ୍ୟୟାମର ମଜା ନେବାକୁ ଦିଅନ୍ତୁ,କାରଣ ଖାଲି ମୁଣ୍ଡ ରାକ୍ଷସର ଘର ଥାଏ | ଆଜି କୌଣସି ଏମିତି ସମ୍ପର୍କୀୟଙ୍କୁ ଉଧାର ଦିଅନ୍ତୁ ନାହିଁ ଯେଉଁମାନେ ଆପଣଙ୍କର ପୁରୁଣା ଉଧାର ଫେରାଇ ନାହାନ୍ତି | ଏମିତି କାର୍ଯ୍ୟ କରନ୍ତୁ ଯାହା କାରଣରୁ ଆପଣଙ୍କୁ ଖୁସି ମିଳିବ, କିନ୍ତୁ ଅନ୍ୟ ମାନଙ୍କ ହସ୍ତକ୍ଷେପଠୁ ନିଜକୁ ରକ୍ଷା କରନ୍ତୁ | ଆଜି ଆପଣ ଟିକେ ଅଲଗା ପ୍ରକାରର ଭଲ ପାଇବାକୁ ଅନୁଭବ କରି ପାରିବେ | କାର୍ଯ୍ୟକ୍ଷେତ୍ରରେ ଲଖ୍ୟ ପାଇବା ପାଇଁ ନିଜର ପୁରା ଉର୍ଜାକୁ ସେହି ଦିଗରେ ଲଗାନ୍ତୁ | ପ୍ରତ୍ୟେକ କଥାକୁ ଠିକ ଭାବରେ ବୁଝିବାକୁ ଆପଣ ଚେଷ୍ଟା କରିବା ଦରକାର | ନଚେତ ଖାଲି ସମୟରେ ଆପଣ କେବଳ ଏହି କଥା ଭାବି ଭାବି ସମୟ ବର୍ବାଦ କରିବେ | ବିପଦ ସମୟରେ ଆପଣଙ୍କ ଜୀବନ ସାଥୀର ସହଯୋଗ ନ ପାଇବା କାରଣରୁ ଆପଣ ନିରାଶ ହୋଇ ପାରନ୍ତି |

ମିଥୁନ: ନର୍ଭସ ବ୍ରେକଡାଉନ ଆପଣଙ୍କ ଭାବିବା ଶକ୍ତି ଓ ଶରୀରର ପ୍ରତିକ୍ରିଆକୁ ଦୁର୍ବଳ କରି ପାରେ | ସକରାତ୍ମକ ଭାବ ଦ୍ଵାରା ଏହି ସମସ୍ୟା ଠୁ ନିଜାତ ପାଆନ୍ତୁ | ଏହି ରାଶିର ବ୍ୟକ୍ତିମାନଙ୍କୁ ଆଜି ଜମିଜମା ମାମଲାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ସାଂଗ ମାନେ ସାହାଯ୍ୟ କରିବେ ଓ ସହଯୋଗ ଦେବେ | ଆପଣଙ୍କ ପ୍ରିୟଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିୟନ୍ତୁ ନାହିଁ | ନିଜର କାର୍ଯ୍ୟରେ ଏମିତିଆ ଲୋକଙ୍କ ସହାୟତା ନିଅନ୍ତୁ, ଯାହାଙ୍କର ଚିନ୍ତାଧାରା ଆପଣଙ୍କ ସହିତ ମିଶୁଥିବ | ଉଚିତ ସମୟରେ ତାଙ୍କର ସାହାଯ୍ୟ ମହତ୍ଵପୁର୍ଣ ଓ ଲାଭକାରୀ ରହିବ | ବିଶେଷ କରିକି ମେଡିକାଲ ଟ୍ରାନ୍କ୍ରିପସନ ଠୁ ଜଡିତ ଲୋକଙ୍କ ପାଇଁ ଉତ୍ତମ ଦିନ ରହିବ | ଆଜି ଆପଣ ଆପଣଙ୍କ ମନ ପସନ୍ଦର କାମ କରିବାକୁ ପସନ୍ଦ କରିବେ | କିନ୍ତୁ କାମର ଅଧିକତା ହେତୁ ତାହା କରିବାରେ ଅକ୍ଷମ ହେବେ | ଆଜି ଆପଣଙ୍କୁ ନିଜର ଜୀବନ-ସାଥୀଙ୍କର ସେହି ରୂପ ଦେଖିବାକୁ ମିଳିବ, ଯାହା ଆପଣଙ୍କ ପାଇଁ ଭଲ ନୁହେ |

କର୍କଟ: ଖୁସି ରହନ୍ତୁ, କାରଣ ସବୁ ଅସୁବିଧା ପାଇଁ ଏହା ବିଷ ନିରୋଧକ ଅଟେ | ଘରର ବହୁତ ଛୋଟ ଛୋଟ ଜିନିଷ ରେ ଆପଣଙ୍କର ବହୁତ ଖର୍ଚ୍ଚ ହେବ , ସେଥିପାଇଁ ଆପଣ ମାନସିକ ଗ୍ଲାନି ମଧ୍ୟରେ ରହିବେ | ବନ୍ଧୁ ମାନଙ୍କ ସହିତ ମିଶି ନିଜର ଦିନକୁ ଉତ୍ତମ ବନାନ୍ତୁ | ଆଜି ଆପଣଙ୍କୁ ସତ୍ୟତାର ସାମନା କରିବାକୁ ପଡ଼ିବ ଓ ତାହା ଯୋଗୁଁ ଆପଣ ନିଜ ପ୍ରିୟକୁ ଭୁଲି ଯିବାକୁ ନିଷ୍ପତି ନେବେ | ଆଜି ଆପଣଙ୍କ କଲା ଓ ରଚନାରେ ଥିବା କ୍ଷମତାକୁ ପ୍ରଶଂସା ମିଳିବ ଓ ଯାହା କାରଣରୁ ହଠାତ ଲାଭ ମିଳିବାର ସମ୍ଭାବନା ଅଛି | ଆବଶ୍ୟକତା ଠାରୁ ଅଧିକ ସମୟ ସାଙ୍ଗମାନଙ୍କ ସହିତ କଟାଇବ ଭଲ ନୁହେଁ | ଏହାଦ୍ୱାରା ଆପଣ ଭବିଷ୍ୟତରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ | ଯଦି ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ କାରଣରୁ କାହାକୁ ଦେଖା ନ କରି ପାରନ୍ତି, ତାହା ହେଲେ ଚିନ୍ତା କରନ୍ତୁ ନାହିଁ | ଆପଣ ତାଙ୍କ ସହିତ ଅଧିକ ସମୟ ବିତେଇ ପାରିବେ |

ସିଂହ : ଆଜି ଦିନ ସାରା ଆରାମ କରିବାକୁ ସୁଯୋଗ ପାଇବେ|ଆଜି ତେଲ ମାଲିସ କଲେ ଶରୀର ବ୍ୟଥାରୁ ମୁକ୍ତି ପାଇଁ ପାରିବେ ଆଜି ନିବେଶ କରିବା ବର୍ଜନ କରନ୍ତୁ | ସମସ୍ତଙ୍କୁ ଭୋଜିରେ ଆମନ୍ତ୍ରଣ କରନ୍ତୁ |କାରଣ ଆପଣଙ୍କ ପାଖରେ ଯଥେଷ୍ଟ ଉର୍ଜା ଅଛି,ଯାହା ଆପଣଙ୍କୁ ପାର୍ଟି କିମ୍ବା ଆୟୋଜନ କରିବା ପାଇଁ ଅନୁପ୍ରେରିତ କରିବ | ଆଜି ପ୍ରେମ ଭାବନାରେ ଭରି ଉଠିବେ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଶତ୍ରୁ ନିଜର ଦୁଷ୍କର୍ମର ଫଳ ପାଇବେ | ସମୟର ଚାହିଦା ଅନୁସାରେ ଆପଣ ସମସ୍ତଙ୍କ ଠାରୁ ଦୂରରେ ଆପଣ ଏକାକୀ ରହିବାକୁ ପସନ୍ଦ କରିବେ |ଏହା ଆପଣଙ୍କ ପାଇଁ ହିତକାରୀ ମଧ୍ୟ ହେବ | ଆଜି ଆପଣ ଅନୁଭବ କରିବେକି ଜୀବନସାଥୀର ସାଙ୍ଗରେ ରହିବ କେତେ ମହତ୍ଵପୁର୍ଣ |

କନ୍ୟା: ନିର୍ମାଣ ଓ ନବୀନକରଣ କାମ ଆଜି ଆରାମ ଦବ | କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ଅବହେଳା ବି ଆଜି ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ କରାଇପାରେ | ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ ହୋଇ ପାରେ | ପ୍ରେମ ଅସୀମ ଥାଏ, ସବୁ ସୀମାଠୁ ପାର, ଆପଣ ଏହି କଥା ଆଗରୁ ବି ଶୁଣି ଥିବେ | କିନ୍ତୁ ଆଜି ସେହି ଦିନ ଅଛି ଯେବେ ଆପଣ ଯଦି ଚାହାନ୍ତି ତାହେଲେ ନିଜେ ଅନୁଭବ କରି ପାରିବେ | ଯଦି ଆପଣଙ୍କୁ ଲାଗୁଚି କି ଆପଣ ଅନ୍ୟଙ୍କ ସାହାଯ୍ୟ ବିନା ହିଁ ମହତ୍ଵପୁର୍ଣ କାମ କରି ପାରିବେ, ତାହେଲେ ଆପଣଙ୍କ ଭାବନା ବହୁତ ଭୁଲ ଅଛି | ଯେହେତୁ ଗହଳି ମାହାଳ ଆପଣଙ୍କର ବ୍ୟକ୍ତିତ୍ୱ ନୁହେଁ ତେଣୁ ଆଜି ଯେତେ ଗହଳି ହେଲେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ ବାହାର କରିବାରେ ସକ୍ଷମ ହୋଇପାରିବେ | ବାରମ୍ବାର ବିବାଦ ହେବା କାରଣରୁ ଆପଣଙ୍କୁ ସମ୍ପର୍କ ଭାଙ୍ଗି ଦେବାକୁ ଇଚ୍ଛା ହୋଇ ପାରେ |କିନ୍ତୁ ଏମିତିଆ କରନ୍ତୁ ନାହିଁ |

ତୁଳା: ଭାଗ୍ୟ ଭରସାରେ ବସନ୍ତୁ ନାହିଁ ଓ ନିଜର ସ୍ୱାସ୍ଥ୍ୟ ଵାଲା କରିବା ପାଇଁ ନିଜେ ହିଁ କଷ୍ଟ କରନ୍ତୁ, କାରଣ ହାତ ଉପରେ ହାଥ ପକେଇ ରଖିଲେ କିଛି ମିଳିବ ନାହିଁ | ଏବେ ସମୟ ଆସି ଯାଇଛିକି ଆପଣ ନିଜର ଓଜନ ନିୟନ୍ତ୍ରଣରେ ରଖନ୍ତୁ ଓ ସୁସ୍ତ ରହିବା ପାଇଁ ନିମାଟି ବ୍ୟମାର ସାହାଯ୍ୟ ନିଅନ୍ତୁ | ଆପଣ ଆଜି ଭଲ ଟଙ୍କା ରୋଜଗାର କରିବେ କିନ୍ତୁ ଖର୍ଚ୍ଚ ବଢ଼ିବା ଯୋଗୁଁ ସଂଚୟ କରି ପାରିବେ ନାହିଁ | ମାତା-ପିତାଙ୍କ ସହିତ ନିଜର ଖୁସି ବାଣ୍ଟନ୍ତୁ | ତାଙ୍କୁ ଅନୁଭବ ହେବାକୁ ଦିଅନ୍ତୁ କି ଆପଣଙ୍କ ମନରେ ତାଂକ ପାଇଁ କେତେ ମହତ୍ୱ ଅଛି,ଏହା ଦ୍ଵାରା ତାଙ୍କର ଏକୁଟିଆ ଥିବାର ଭାବନା ଆପେ ହିଁ ସରି ଯିବ | ଆମର ଜୀବନର କଣ ଲାଭ ଯଦି,ଆମେ ଆଉ କାହାର ଜୀଵନ ସହଜ ନ କରି ପାରୁ | ନିଜ ପ୍ରିୟଙ୍କ ସହିତ ଆଜି ଉତ୍ତମ ବ୍ୟବହାର କରନ୍ତୁ | ଆପଣଙ୍କୁ ଜଣା ପଡ଼ିଯିବ କି କାର୍ଯ୍ୟାଳୟରେ ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ ସହିତ ଅଟେ କଡ଼ା କଥା କାହିଁକି ହେଉଛନ୍ତି | କାରଣ ଜଣିକି ଆପଣଙ୍କୁ ସନ୍ତୋଷ ହେବ | ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକା ପଢ଼ି ସମୟ ଅତିବାହିତ କରିପାରିବେ | ହୋଇ ପାରେକି ବୈବାହିକ ଜୀବନରେ ବିରାମ ଲାଗିବ କାରଣରୁ ଆପଣ ନିଜର ଜୀବନ-ସାଥୀ ଉପରେ କ୍ରୋଧିତ ହୋଇ ପାରନ୍ତି |

ବିଛା: ଶାରୀରିକ ଲାଭ ପାଇଁ,ବିଶେଷକରି ମାନସିକ ସମ୍ଭନ୍ଧରେ ଦୃଢ଼ତା ପ୍ରାପ୍ତ କରିବା ପାଇଁ ଧ୍ୟାନ ଓ ଯୋଗରେ ଆଶ୍ରିତ ହୁଅନ୍ତୁ ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | ଆପଣଂକ ଆଚରଣ ଯୋଗୁ ଆଜି ଆପଣଂକ ସାଙ୍ଗ ସାଥୀ ବିରକ୍ତ ହୋଇ ପାରନ୍ତି| ଭଲ ପାଇବାର ଭାବନା ଯୋଗୁଁ ଆଜି ମନ୍ତ୍ର-ମୁଗ୍ଧ ହୋଇ ପାରନ୍ତି | ଏହି ଭାବନାକୁ ଅନୁଭବ କରନ୍ତୁ | ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କରୁଥିବା ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ କାର୍ଯ୍ୟସ୍ଥଳରେ ନିଜ ଦକ୍ଷତାର ସମ୍ପୂର୍ଣ ସଦୁପଯୋଗ କରିପାରିବେ | ନିଜେ ଆଜି କେମିତି ଅନୁଭବ କରୁଛନ୍ତି ସେହି କଥା କାହାକୁ କୁହନ୍ତୁ ନାହିଁ | ସଖାଳେ ଜୀବନସାଥୀ ଠୁ ଆପଣଙ୍କୁ ଏମିତି କିଛି ମିଳି ପାରେ, ଯାହା କାରଣରୁ ଦିନ ଯାକ ଆପଣ ଖୁସି ରହିବେ |

ଧନୁ: ନିଜେ ହିଁ ନିଜର ଚିକିଷ୍ୟା କରିବା ବିପଦପୂର୍ଣ୍ଣ ହୋଇ ପାରେ | କୌଣସି ଔଷଧ ନେବା ପୂର୍ବରୁ ଚିକିଷ୍ୟକର ପରାମର୍ଶ ନିଅନ୍ତୁ, ନଚେତ ନେବା ଜାଗାରେ ଦେବାକୁ ପଡ଼ି ପାରେ | ଆପଣଙ୍କ ଅବାସ୍ତବ ଯୋଜନା କୌଣସି ଅସୁବିଧାରେ ପକେଇ ପାରେ | ନାତି-ନାତୁଣୀ ମାନଙ୍କଠୁ ଆଜି ବହୁତ ଖୁସି ମିଳି ପାରେ | ଆଜି ଅପାଙ୍କ ଆତ୍ମୀୟ ମିତ୍ର ପୁରା ଦିନ ଆପଣଙ୍କ ବିଷୟରେ ଭାବି ପାରନ୍ତି | ସହକାର୍ଯ୍ୟକର୍ତା ଓ କନିଷ୍ଠ କର୍ମଚାରୀ ମାନଙ୍କ ଯୋଗୁଁ ଚିଂତା ଓ ଚାପରେ ପଡି ପାରନ୍ତି | ଆଜି ଆପଣ ଆପଣଙ୍କର ସମସ୍ତ ସମ୍ପର୍କୀୟଙ୍କ ଠାରୁ ଦୂରରେ କୌଣସି ନିଛାଟିଆ କିନ୍ତୁ ଶାନ୍ତ ସ୍ଥାନରେ ସମୟ ଅତିବାହିତ କରିବାକୁ ଇଛା କରିପାରନ୍ତି | ପ୍ରେମ, ନିକଟତର, ମଜା-ମସ୍ତି ଆଉ ବହୁତ କିଛି ଆପଣଙ୍କ ଜୀବନସାଥୀ ସହିତ ଏହା ଏକ ରସମୟ ଦିନ ରହିବ |

ମକର : ଯାତ୍ରା ଓ ବନ୍ଧୁ ମାନଙ୍କ ସହିତ ସମ୍ମେଳନ ଯୋଗୁଁ ଆପଣ ଆଜି ଆରମ୍ଭ ଓ ଖୁସି ଅନୁଭବ କରିବେ | ଉପଯୁକ୍ତ ବୁଦ୍ଧିମତ୍ତା ଦ୍ୱାରା ନିବେଶ ଆପଣଙ୍କୁ ଲାଭଦାୟୀ କରିବ – ତେଣୁ ନିଜର ଝାଳ ବୁହା ଧନକୁ ବୁଝିସୁଝି ଲଗାନ୍ତୁ | ଆପଣଙ୍କର ଲକ୍ଷକୁ ପାରିବାରିକ ଚିନ୍ତା ପଥଭ୍ରଷ୍ଠ ନ କରୁ | ଖରାପ ସମୟ ବହୁତ କିଛି ଶିଖାଏ | ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ | କାମ-କାର୍ଯ୍ୟ ଦୃଷ୍ଟିରୁ ଆୟାଜି ଆପଣଙ୍କ ଦିନ ବହୁତ ଉତ୍ତମ ରହିବ | ନିଜର ଖାଲି ସମୟର ସଦୁପଯୋଗ କରି ଶିଖନ୍ତୁ, ନହେଲେ ଜୀବନରେ ପଛରେ ପଡିଯିବେ | ଆପଣଙ୍କ ଜୀବନ-ସାଥୀ ଆପଣଙ୍କୁ ଆଜି ପ୍ରସଂଶା କରିବେ ଓ ଆପଣଙ୍କ ସାଙ୍ଗରେ ପୁଣି ଥରେ ପ୍ରେମରେ ପଡ଼ିବେ |

କୁମ୍ଭ: ଅତ୍ୟଧିକ ଖାଦ୍ୟ ଖାଇବାଠୁ ପରିହାର କରନ୍ତୁ ଓ ନିଜର ଓଜନ ଉପାରେ ନାଜ଼ାର ରଖନ୍ତୁ | ଭାଇ ଭଉଣୀଙ୍କ ତରଫରୁ ଆଜି ଆପଣଙ୍କୁ ଆର୍ଥିକ ସହାୟତା ମିଳିବ | ତେଣୁ ସେମାନଙ୍କର ଉପଦେଶ ମାନନ୍ତୁ | କାମ ଚାପ ଯୋଗୁଁ ନିଜ ଘର ଲୋକ ଓ ସାଙ୍ଗ ସାଥୀ ମାନଙ୍କୁ ସମୟ ଦେଇ ପାରିବେ ନାହିଁ | ଆଜି ସାଥୀ ସାଙ୍ଗରେ ବାହାରକୁ ଯିବେ | ନିଜ ଆଚରଣ ଓ ଵେଷ ପୋଷାକ ସାମାନ୍ୟ ରଖନ୍ତୁ | ଆଜି ନିଜ କଥା ବାର୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ , ବିଶେଷ ଭାବେ କୋଣସି ଉଦ୍ୟମ ବୈଠକରେ ନହେଲେ ନିଜର ପ୍ରତିଷ୍ଠାକୁ ହାନି ହୋଇ ପାରେ | ଅନପେକ୍ଷିତ ଯାତ୍ରା ଯୋଗୁଁ ଆପଣଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପଡି ପାରେ | ବିପଦ ସମୟରେ ଆପଣଙ୍କ ଜୀବନ ସାଥୀର ସହଯୋଗ ନ ପାଇବା କାରଣରୁ ଆପଣ ନିରାଶ ହୋଇ ପାରନ୍ତି |

ମୀନ : ଆପଣଙ୍କ ଦାନ କରିବାର ବ୍ୟବହାର ଆପଣଙ୍କ ପାଇଁ ଲୁକାୟିତ ଆଶୀର୍ବାଦ ପରି ପ୍ରମାଣିତ ହେବ,କାରଣ ଏହା ଆପଣଙ୍କ ସନ୍ଦେହ, ଅନାସ୍ଥା ,ଲୋଭ ଓ ଆସକ୍ତି ପରି ଦୁଃଷ୍ପ୍ରଭାଵ ଠୁ ରକ୍ଷା କରିବ | ଏକ ନୂତନ ବିତିୟ ବୁଝାମଣା ଅନ୍ତିମ ରୂପ ନେବା ଓ ଧନ ପ୍ରାପ୍ତି ହେବ | ଆପଣ ସବୁ ପାରିବାରିକ ଋଣ ସାରିବାରେ ସଫଳ ରହିବେ | ଘରେ ଅସୁବିଧା ହୋଇ ପାରେ- କିନ୍ତୁ ନିଜ ଜୀବନ ସାଥୀ ସାଙ୍ଗରେ ବିବାଦ କରିବା ପରିହାର କରନ୍ତୁ | ଯୋଗ୍ୟ କର୍ମୀ ମାନଙ୍କୁ ପଦଉନ୍ନତି କିମ୍ବା ଆର୍ଥିକ ଲାଭ ହୋଇ ପାରେ | ଆଜି ନିଜ ଆଚରଣ ଓ କଥା ବାର୍ତ୍ତା ସାମାନ୍ୟ ରଖନ୍ତୁ ନହେଲେ ଅସୁବିଧାରେ ପଡି ପାରନ୍ତି | ଅଖା-ପାଖ ଲୋକଙ୍କ କଥା ଶୁଣି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ସହିତ ବିବାଦ କରି ପାରନ୍ତି |