ମେଷ ରାଶି: ସ୍ୱାସ୍ଥ୍ୟ ଜଡ଼ିତ ସଂଶୟ ଆପଣଙ୍କ ପାଇଁ ଅସୁବିଧାର କାରଣ ବନିପାରେ | ଯେଉଁମାନେ କୌଣସି ଅଚିଂହା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ | ଆପଣଙ୍କୁ ନିଜର ଭାବନା କୁ ନିୟନ୍ତ୍ରଣ କରିବାରେ ଅସୁବିଧା ହୋଇ ପାରେ,ନିଜର ଆଖ-ପାଖ ଲୋକଙ୍କ ସହିତ ବିବାଦ ନ କରନ୍ତୁ ନଚେତ ଆପଣ ଏକା ରହି ଯିବେ ନୂଆ ପ୍ରେମ ସମ୍ବନ୍ଧ ଆପଣଂକ ମନରେ ଖୁସି ଭାବନା ଆଣିବ ଓ ମନ ଭଲ ରହିବ| ବ୍ୟବସାୟରେ ନୂତନ ବିଚାରର ସ୍ୱାଗତ ଖୋଲା ମନ ଓ ଗତି ସହିତ କରନ୍ତୁ | ଏମିତିଆ କରିବା ଆପଣଙ୍କ ପକ୍ଷରେ ରହିବ | ଆପଣଙ୍କୁ ତାହାକୁ ନିଜର ପରଶ୍ରମ ଦ୍ୱାରା ବାସ୍ତବରେ ପରିବର୍ତନ କରିବା ଆବଶ୍ୟକ, ଯେଉଁଟା କି ବ୍ୟବସାୟରେ ରହିବାର ମୂଳ ମନ୍ତ୍ର | କାର୍ଯ୍ୟରେ ମନ ଲଗେଇ ରଖିବା ପାଇଁ ନିଜକୁ ଶାନ୍ତ ରଖନ୍ତୁ | ଛାତ୍ର ମାନଙ୍କୁ ଆଜିର କାମ କାଲି ପାଇଁ ବାତିଲ ନ କରିବା ପାଇଁ ଉପଦେଶ ଦିଆଯାଉଛି |ଆଜିର କାମ ଆଜି ଶେଷ କରନ୍ତୁ | ଏହା ଆପଣଙ୍କ ପାଇଁ ହିତକାରୀ ପ୍ରମାଣିତ ହେବ | ଆପଣଙ୍କ ଜୀବନ-ସାଥୀ ଆଜି ଉର୍ଜା ଓ ପ୍ରେମରେ ଭରା ରହିବେ |
ବୃଷ ରାଶି: ପିଲାଙ୍କ ସହିତ ଖେଳିବା ବହୁତ ଉତ୍ତମ ଓ ଶାନ୍ତି ଦେଲା ପରି ଅନୁଭବ ହେବ | ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି | ଆଜି ସାଙ୍ଗ ମାନଙ୍କଠୁ ଅନପେକ୍ଷିତ ଉପହାର ମିଳି ପାରେ | ଆଜି ଆପଣଙ୍କ ପ୍ରେମୀ/ପ୍ରେମିକ ଆପଣଙ୍କ କୌଣସି ବଦଭ୍ୟାସ ପାଇଁ ଆପଣଙ୍କ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି | ଆଜି ଯାହା ନିବେଶ କରିବେ ତାହା ଅତି ଲାଭକାରୀ ପ୍ରମାଣିତ ହେବ କିନ୍ତୁ ସହଭାଗୀ ବିରୋଧ କରି ପାରନ୍ତି | ଆଜି ସନ୍ଧ୍ୟା ସମୟ ଭଲରେ କାଟିବାକୁ ଯଦି ଚାହୁଁଛନ୍ତି,ତେବେ ଦିନସାରା ମନଲଗାଇ କାମ କରନ୍ତୁ | ଆଜି ଆପଣ ନିଜ ବୈବାହିକ ଜୀବନ ଠୁ ଜଡ଼ିତ ସବୁ ଖରାପ ସ୍ମୃତି ଭୁଲି ଯିବେ ଓ ନିଜର ବର୍ତ୍ତମାନ ଉପରେ ଧ୍ୟାନ ଦେବେ |
ମିଥୁନ ରାଶି: ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ | ଆର୍ଥିକ ଅବସ୍ଥାରେ ନିହାତି ସୁଧାର ଆସିବ- କିଂତୁ ସମାନ ଭାବରେ ଖର୍ଚ ମଧ୍ୟ ହେବ| ପିଲା ମାନଙ୍କୁ ପାଠ ଉପରେ ଲଗେଇ ଓ ଭଵିଷ୍ୟ ପାଇଁ ଯୋଜନା ବନେଇବାର ଆବଶ୍ୟକତା ଅଛି | ପ୍ରେମ ଆପଣଙ୍କ ହୃଦୟ ଓ ମନରେ ଛାଇ ପରି ଲାଗି ରହିବ, କାରଣ ଆଜି ଆପଣଙ୍କ ଦେଖା ଆପଣଙ୍କ ପ୍ରିୟ ସହିତ ହେବ | ଆଜି ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ ଓ ନିଜ ଚିଂହା ଲୋକଙ୍କ ଠାରୁ ପରାମର୍ଶ ନିହାତି ନିଅନ୍ତୁ | ଆପଣ ବଳକା ସମୟରେ କୌଣସି ଭଲ ବହି ପଢ଼ିପାରନ୍ତି | କିନ୍ତୁ ଏହି ସମୟରେ ଆପଣଙ୍କ ଘରର ସଦସ୍ୟମାନେ ଆପଣଙ୍କୁ ବାରମ୍ବାର ଅବରୋଧ କରିବେ | ଜୀବନ-ସାଥୀ ସହିତ ଆଜି ସନ୍ଧ୍ୟା ସମୟରେ ପ୍ରକୃତରେ କିଛି ବିସସ ହବାର ସମ୍ଭାବନା ଅଛି |
କର୍କଟ ରାଶି: କେବଳ ଆପଣ ହିଁ ଜାଣିଛନ୍ତି କି ଆପଣଙ୍କ ପାଇଁ କଣ ଭଲ, ସେଥିପାଇଁ ବଳିଷ୍ଠ ଓ ସ୍ପଷ୍ଟବାଦୀ ବନାନ୍ତୁ ତଥା ବେଗ ବଢ଼େଇ ନିଷ୍ପତି ନିଅନ୍ତୁ ଓ ତାଙ୍କର ପରିଣାମର ସାମନା କରିବାକୁ ପ୍ରସ୍ତୁତ ରୁହନ୍ତୁ | ସନ୍ଦେହଜନକ ଆର୍ଥିକ ନେବା-ଦେବା ରେ ଫସିବାଠୁ ସାବଧାନ ରୁହନ୍ତୁ | ଘରୋଇ ଜୀବନ ଶାନ୍ତି ଓ ଖୁସି ଭରା ରହିବ | ନିଜର ଆବେଗକୁ ନିୟନ୍ତ୍ରଣରେ ରଖନ୍ତୁ, ନହେଲେ ଏହା ଆପଣଙ୍କ ପ୍ରେମ ସମ୍ଭନ୍ଧରେ ବାଧା ସ୍ତୃଷ୍ଟି କରି ପାରେ | ବରିଷ୍ଠ ସହକର୍ମୀ ଓ ବନ୍ଧୁ-ବାନ୍ଧବ ସାହାଯ୍ୟ ପାଇଁ ହାତ ବଢ଼ାଇବେ | ଆପଙ୍କ ମନେ ରଖିବା କଥାକି ଭଗବାନ ବି ସେମାନଙ୍କର ସାହାଯ୍ୟ କରନ୍ତି ଯେଉଁ ମାନେ, ଆଗେ ନିଜର ସାହାଯ୍ୟ କରନ୍ତି | ଯଦି ଆପଣ ଆପଣଙ୍କ ଜୀବନସାଥୀ ସହିତ କୋଉଠିକି ବାହାରିକୁ ଡେଟରେ ଯିବେ, ତାହେଲେ ଆପଣଙ୍କ ସମ୍ପର୍କ ଆହୁରି ଦୃଢ଼ ହୋଇ ଯିବ |
ସିଂହ ରାଶି: ନିଜର ନିଜେ ଚିକିତ୍ସା କରନ୍ତୁ ନାହିଁ,କାରଣ ଓଷଧ ଉପରେ ନିର୍ଭୟତା ବଢ଼ିବାର ସମ୍ଭାବନାକୁ ମନା କରି ପାରିବେନି | ଅଧିକ ଦିନ ପାଇଁ ନିବେଶ କରନ୍ତୁ ନାହିଁ ଓ ସାଂଗ ମାନଂକ ସହିତ ସମୟ କଟାଅନ୍ତୁ | ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ | ରସମୟ ଦେଖା ସାକ୍ଷାତ ବିସ୍ମୟକର ରହିବ,କିନ୍ତୁ ବେଶୀ ସମୟ ଯାଏଁ ରହିବ ନାହିଁ | ସହକର୍ମୀ ମାନେ କାର୍ଯ୍ୟକ୍ଷେତ୍ରରେ ସହଯୋଗ ଦେବେ | ଅଫିସ ପହଁଚିଲା ପରେ ଜାଣିପାରିବେ ଯେ ଆଜି ଆପଣ ଅଫିସ ରୁ ଶୀଘ୍ର ଘରକୁ ଯାଇପାରିବେ ନ ନାହିଁ | ଘରକୁ ଶୀଘ୍ର ଫେରି ପରିବାର ବର୍ଗଙ୍କ ସହିତ ମୁଭି ବା ପାର୍କ ଯିବାପାଇଁ ଯୋଜନା କରିପାରନ୍ତି | ଜୀବନ-ସାଥୀଙ୍କ କାରଣରୁ ଆପଣଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ବାହାରକୁ ଯିବାକୁ ପଡ଼ି ପାରେ, ଯାହା ପରେ ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରେ |
କନ୍ୟା ରାଶି: କେହି ଆପଣଙ୍କ ମନ ଖରାପ କରି ପାରେ, କିନ୍ତୁ ଏମିତି ଜିନିଷକୁ ନିଜକୁ ନିଅନ୍ତ୍ରଣ କରିବାକୁ ଦିଅନ୍ତୁ ନାହିଁ | ଅଦରକାରୀ ଚିନ୍ତା ଓ ଅସୁବିଧା ଆପଣଙ୍କ ଶରୀର ଉପରେ ନକରାତ୍ମକ ପ୍ରଭାବ ପକେଇ ପାରେ ଓ ଚର୍ମ ସମ୍ବନ୍ଧରେ ରୋଗ ଦେଇ ପାରେ | ଧନ ଆଜି ଆପଣଙ୍କ ହାତରେ ରହିବ ନାହିଁ | ସେଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ | ନିଅଯର କଥା ଉପରେ ନିଅନ୍ତ୍ରଣ ରକଃନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ | ବେକାରିଆ କଥା ହୋଇ ନଷ୍ଟ କରିବାଠୁ ଭଲ ଆପଣ ଶାନ୍ତ ରୁହନ୍ତୁ | ମନେ ରଖନ୍ତୁକି ବୁଢ଼ୀ ସହିତ କାମ କଲେ ହିଁ ଆମର ଜୀବନକୁ ମାନ୍ୟତା ମିଳିବ | ପ୍ରେମର ସକରାତ୍ମକ ସମାଚାର ଆପଣଙ୍କୁ ମିଳିବ | ବିବାଦ ହେଉ କିମ୍ବା କାର୍ଯ୍ୟାଳୟ ରାଜନୀତି – ସବୁ ଥିରେ ଆପଣଙ୍କର ହିଁ ଚାଲିବ | ଆଜି ବହୁତ ଲୋକ ଆପଣଙ୍କୁ ପ୍ରଶଂସା କରିବେ ଯାହା ଆପଣ ବହୁତ ଦିନରୁ ଶୁଣିବାକୁ ଚାହୁଁଥିଲେ | ଆପଣଙ୍କୁ ଅନୁଭବ ହେବକି ବାହା ହେବା ସମୟରେ ଯାହା ଶପଥ ନେଇ ଥିଲେ ସବୁ ସତ | ଆପଣଙ୍କ ଜୀବନ-ସାଥୀ ହିଁ ଆପଣଙ୍କର ଆତ୍ମୀଅ-ସାଥୀ |
ତୁଳା ରାଶି: ନିଜର ସ୍ୱାସ୍ଥ୍ୟରେ ବୃଦ୍ଧି ଆଣିବା ପାଇଁ ସନ୍ତୁଳିତ ଏହାର ନିଅନ୍ତୁ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | କାର୍ଯ୍ୟାଳୟରେ ସମସ୍ତଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ, ନଚେତ ଆପଣଙ୍କ ଚାକିରୀ ଯାଇପାରେ ଓ ଆପଣ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି | ନୂତନ ରୂପ-ରଙ୍ଗ, ନୂଆତଂ କପଡ଼ା, ନୂତନ ବନ୍ଧୁବାନ୍ଧବ ଆଜି ଆପଣଙ୍କ ଦିନକୁ ସୁନ୍ଦର ବନେଇବେ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଆଉ କେହି ଆସି ପାରେ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଶତ୍ରୁ ନିଜର ଦୁଷ୍କର୍ମର ଫଳ ପାଇବେ | ନିଜେ ଆଜି କେମିତି ଅନୁଭବ କରୁଛନ୍ତି ସେହି କଥା କାହାକୁ କୁହନ୍ତୁ ନାହିଁ | ଜୀବନସାଥୀର କୌଣସି ହଠାତ ଆସିଥିବା କାର୍ଯ୍ୟ କାରଣରୁ ଆପଣଙ୍କ ଯୋଜନା ଖରାପ ହୋଇ ପାରେ | କିନ୍ତୁ ପରେ ଆପଣଙ୍କୁ ଅନୁଭବ ହେବକି ଯାହା ହୁଏ ଭଲ ପାଇଁ ହୁଏ |
ବିଛା ରାଶି: ଏକେଲା ରହିବାର ଭାବନା ଠୁ ବାହାରକୁ ଆସନ୍ତୁ ଓ ପରିବାର ସହିତ ଟିକେ ସମୟ ବିତାନ୍ତୁ | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ |ଆଜି ରାତିରେ ଆପଣଙ୍କୁ ଆପଣଙ୍କର ଦେଇଥିବା ଧନ ମିଳିବାର ସମ୍ଭାବନା ଅଛି | ଝିଅର ରୋଗ ଆପଣଙ୍କ ମନ ଖରାପ କରି ପାରେ | ଉତ୍ସାହ ବଢ଼େଇବା ପାଇଁ ତାଙ୍କୁ ସ୍ନେହ ସହିତ ଗେହ୍ଲା କରନ୍ତୁ | ପ୍ରେମରେ ରୋଗୀକୁ ବି ସୁସ୍ତ-ସବଳ କରିବାର ଵାଲା ଥାଏ | ପ୍ରେମର ଶକ୍ତି ଆପଣଙ୍କୁ ପ୍ରେମ କରିବାର କାରଣ ଦିଏ | ଯଦି ଆପଣ ଆପଣଙ୍କ ଯୋଜନାକୁ ସମସ୍ତଙ୍କ ସହିତ ଆଲୋଚନା କରିବେ,ତାହେଲେ ଆପଣ ନିଜ ପରିଯୋଜନାକୁ କ୍ଷେତି ପହଁଚେଇ ପାରନ୍ତି | ଆଜି ମୋବାଇଲ ବା ଟିଭି ରେ ମୁଭି ଦେଖି ଆପଣ ଏତେ ବ୍ୟସ୍ତ ହୋଇଯିବେ ଯେ ଆପଣଙ୍କର କୌଣସି ବହୁତ ଜରୁରୀ କାମ ଭୁଲି ଯାଇ ପାରନ୍ତି | ଆଜିର ଦିନ ଆପଣଙ୍କ ଜୀବନ-ସାଥୀର ରସମୟ ପଟକୁ ଭଲ ଭାବରେ ପ୍ରସ୍ତୁତ କରିବ |
ଧନୁ ରାଶି: ଆଜି ଦିନ ସାରା ଆରାମ କରିବାକୁ ସୁଯୋଗ ପାଇବେ|ଆଜି ତେଲ ମାଲିସ କଲେ ଶରୀର ବ୍ୟଥାରୁ ମୁକ୍ତି ପାଇଁ ପାରିବେ ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି | ନିଜର ପାଖ ଲୋକଙ୍କ ସାମନାରେ ଏମିତି କଥା ଉଠେଇବା ଠୁ ନିଜକୁ ରକ୍ଷା କରନ୍ତୁ, ଯାହା କାରଣରୁ ସିଏ ଦୁଖୀ ହୋଇ ପାରନ୍ତି | ଆପଣଙ୍କ ସାଥୀ ସାଙ୍ଗରେ ସମୟ କଟେଇକି ବହୁତ ଖୁସି ଅନୁଭବ କରିବେ କିନ୍ତୁ ତା ଯୋଗୁଁ କାମକୁ ସମୟ ଦେଇ ପାରିବେ ନାହିଁ | ବନ୍ଧୁ-ବାନ୍ଧବ ଉନ୍ନତି ଓ ସମୃଦ୍ଧି ପାଇଁ ନୂତନ ଯୋଜନା ଆଣିବେ | ଆଜି ନିଜ ଓକିଲ କୁ ଭେଟି ଆଇନ ସମ୍ବନ୍ଧ ଉପଦେଶ ନେବା ପାଇଁ ଶୁଭ ଦିନ ଅଟେ | ଆପଣଙ୍କ ଜୀବନ-ସାଥୀଙ୍କ ମନ ଆଜି ବହୁତ ଭଲ ଅଛି | ଆପଣଙ୍କୁ କୌଣସି ଉପହାର ମିଳି ପାରେ |
ମକର ରାଶି: ଖୁସି ରହନ୍ତୁ, କାରଣ ସବୁ ଅସୁବିଧା ପାଇଁ ଏହା ବିଷ ନିରୋଧକ ଅଟେ | ପଇସା ଅଭାବରୁ ଆଜି ଘରେ କଳହ ସୃଷ୍ଟି ହୋଇପାରେ | ତେଣୁ ଭାବି ଚିନ୍ତି ଘର ଲୋକଙ୍କ ସହିତ କଥା ହୁଅନ୍ତୁ | ସମସ୍ତଙ୍କୁ ଭୋଜିରେ ଆମନ୍ତ୍ରଣ କରନ୍ତୁ |କାରଣ ଆପଣଙ୍କ ପାଖରେ ଯଥେଷ୍ଟ ଉର୍ଜା ଅଛି,ଯାହା ଆପଣଙ୍କୁ ପାର୍ଟି କିମ୍ବା ଆୟୋଜନ କରିବା ପାଇଁ ଅନୁପ୍ରେରିତ କରିବ | ଆଜି ଆପଣଙ୍କୁ ପ୍ରେମର ଉତର ପ୍ରେମ ଓ ରସମୟ ଭାବରେ ମିଳିବ | ଆଜି ଦିନଟା ଭାବି ଚିନ୍ତିକି ପାଦ ବଡ଼େଇବାର ଅଛି,ସେଥିପାଇଁ ସେତେ ପର୍ଯନ୍ତ ନିଜର ବିଚାର ପ୍ରସ୍ତୁତ କରନ୍ତୁ ନାହିଁ ଯେପର୍ଯ୍ୟନ୍ତ ଆପଣ ସେମାନଙ୍କର ସଫଳତା ପାଇଁ ଆଶ୍ୱସ୍ତ ନ ହୁଅନ୍ତି | ଆଜିର ଦିନ ଆପଣଙ୍କର | ନିଜର ଦୁର୍ବଳତା ଏବଂ ସାମର୍ଥ୍ୟ ଉପରେ ନଜର ପକାଇବା ଉଚିତ |ଏହା ଦ୍ୱାରା ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସେ | ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କୁ ଆଜି ଗୋଟେ ବିଶେଷ ଖବର ମିଳିବ |
କୁମ୍ଭ ରାଶି: ଧର୍ଯ୍ୟ ରଖନ୍ତୁ,କାରଣ ବୁଢ଼ୀ ଓ ଚେଷ୍ଟା ସଫଳତା ନିହାତି ଦେବ | ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ | ବିପଦ ସମୟରେ ଯେଉଁ ବନ୍ଧୁ-ବାନ୍ଧବ ମାନେ ଆପଣଙ୍କ ସାହାଯ୍ୟ କରିଛନ୍ତି, ତାଙ୍କ ପାଇଁ ନିଜର କୃତଜ୍ଞତା ପ୍ରକାଶିତ କରନ୍ତୁ | ଆପଣଙ୍କ ଏହି ଛୋଟ କାର୍ଯ୍ୟ ତାଙ୍କର ଉତ୍ସହାରେ ବୃଦ୍ଧି ଆଣିବ | କୃତଜ୍ଞତା ଜୀବନକୁ ଶୁଂଗନ୍ଧିତ କରେ ଓ ସ୍ଵାର୍ଥପର ହେବ ଜୀବନକୁ ଖଣ୍ଡ-ଖଣ୍ଡ କରି ଦିଏ | ଗତ ଦିନର ମିଠା ସ୍ମୃତି ଆପଣଙ୍କୁ ବ୍ୟସ୍ତ ରଖିବା | ଦରକାର ସମୟରେ ଶୀଘ୍ର ଓ ବୁଦ୍ଧି ସହିତ କାର୍ଯ୍ୟ କଲେ ,ଆପଣଙ୍କ କ୍ଷମତା ଲୋକଙ୍କ ପ୍ରସଂସାର ପାତ୍ର ହୋଇ ଯିବ | ଆଜି ଆପଣଙ୍କ ସମ୍ପର୍କ କରିବାର କୌଶଳ ଓ ପ୍ରବୀଣତା ଅନ୍ୟ ମାନଙ୍କୁ ବହୁତ ପ୍ରଭାବିତ କରିବ | ଆପଣଙ୍କ ଜୀବନ-ସାଥୀ ଆଜି ରସମୟ ମନସ୍ଥିତିରେ ଅଛନ୍ତି |
ମୀନ ରାଶି: ଘୃଣାର ଭାବନା ମହଂଗା ପଡ଼ି ପାରେ | ଏହା କେବଳ ନିଜର ସହିବା-ଶକ୍ତି କମ କରେ, ତା ସହିତ ଆପଣଙ୍କ ବିବେକରେ କଲଂକ ଲାଗି ଯାଏ ଓ ସଂପର୍କରେ ବାଧା ଆସି ଯାଏ | ଅଧିକ ଦିନ ପାଇଁ ନିବେଶ କରନ୍ତୁ ନାହିଁ ଓ ସାଂଗ ମାନଂକ ସହିତ ସମୟ କଟାଅନ୍ତୁ | କୌଣସି ଧାର୍ମିକ ସ୍ଥଳ କିମ୍ବା ବଂଧୁ ଘରକୁ ଆଜି ଯିବାର ସମ୍ଭାବନା ଅଛି | ଅମନୋଯୋଗ କାରଣରୁ ବ୍ୟକ୍ତିଗତ ସମଭାଣ୍ଡରେ ଦୂରତା ଆସି ପାରେ | ଅନ୍ୟ ମାନେ ଆପଣଙ୍କଠୁ ଟିକେ ଅଧିକ ସମୟର ଦାବି କରି ପାରନ୍ତି | ତାଙ୍କ ସହିତ କୌଣସି ପ୍ରକାରର କଥା ଦେବା ପୂର୍ବରୁ ଏହା ଦେଖି ନେବେ କି ଆପଣଙ୍କ କାର୍ଯ୍ୟ ପ୍ରଭାବିତ ନ ହୋଉ ଓ ତା ସହିତ କେହି ଆପଣଙ୍କ ଦୟାଶୀଳତା ଓ ଉଦାରତାର ଭୁଲ ଲାଭ ନ ଉଠାନ୍ତୁ | ଆଜି ଆପଣଙ୍କ ପାଇଁ ବହି ପଢ଼ି ସମୟ ଅତିବାହିତ କରିବା ସବୁଠାରୁ ବେଶୀ ଉପଯୁକ୍ତ | ଯଦି ଆପଣଙ୍କ ଜୀବନ-ସାଥୀଙ୍କର ମନ ଖରାପ ଅଛି ଓ ଆପଣ ଚାହୁଁଛନ୍ତିକି ଦିନ ଭଲ ଯାଉ,ତାହେଲେ ଚୁପ ରୁହନ୍ତୁ |