ମେଷ ରାଶି : ନିଜର ବିଚାର ପ୍ରକାଶିତ କଲା ବେଳେ ସଂକୋଚ କରନ୍ତୁ ନାହିଁ | ଆତ୍ମବିଶ୍ଵାସରେ ତ୍ରୁଟିକୁ ନିଜ ଉପରେ ହବି ହେବାକୁ ଦିଅନ୍ତୁ ନାହିଁ, କାରଣ ଏହା କେବଳ ଆପଣଙ୍କ ସମସ୍ୟାକୁ ଆହୁରି ଶକ୍ତିଶାଳୀ ବନେଇବ, ତା ସହିତ ଆପଣଙ୍କ ଉନ୍ନତିରେ ବାଧା ହେବ | ନିଜର ଆତ୍ମବିଶ୍ୱାସ ପୁଣି ଠାରେ ପାଇବା ପାଇଁ ନିଜର କଥା ଖୋଲିକି କୁହନ୍ତୁ ଓ ବିପଦର ସମାନ ଆଉ ଠାରେ ହସ ସହିତ କରନ୍ତୁ | ଆଜି ଦିନସାରା ଆପଣ ଧନଲାଭ ପାଇଁ ଚେଷ୍ଟାକରୁଥିଲେ ମଧ୍ୟ ଧାନ ଲାଭ ସନ୍ଧ୍ୟାପରେ ହେବ | ପରିବାରରେ କୋଣସି ମହିଲଙ୍କାର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣଂକୁ ଚିଂତା ହୋଇ ପାରେ| ହେଇ ପାରେ କି ଆପଣଙ୍କ ଆଖିରୁ ଲୁହ ପୋଛିବା ପାଇଁ କୌଣସି ବିଶେଷ ସାଙ୍ଗ ଆଗକୁ ଆସିବ | ନିଜର ଦକ୍ଷତାରେ ବୃଦ୍ଧି ଆଣି ନିଜର କ୍ୟାରିୟର ପାଇଁ ନୂତନ ଦ୍ୱାର ଖୋଲି ପାରିବେ | ନିଜର କ୍ଷେତ୍ରରେ ଆପଣଙ୍କୁ ଆପାର ସଫଳତା ପ୍ରାପ୍ତ କରିବାର ସମ୍ଭାବନା ଅଛି | ନିଜର ସମସ୍ତ କ୍ଷମତାକୁ ବୃଦ୍ଧି ଆଣି ଅନ୍ୟ ମାନଙ୍କଠୁ ଅଧିକ ଉତ୍ତମ କରିବାକୁ ପ୍ରୟାସ କରନ୍ତୁ | ଆଜି ମୋବାଇଲ ବା ଟିଭି ରେ ମୁଭି ଦେଖି ଆପଣ ଏତେ ବ୍ୟସ୍ତ ହୋଇଯିବେ ଯେ ଆପଣଙ୍କର କୌଣସି ବହୁତ ଜରୁରୀ କାମ ଭୁଲି ଯାଇ ପାରନ୍ତି | ଏହା ସମୟ ଜୀବନରେ ଆପଣଙ୍କୁ ବୈବାହିକ ଜୀବନର ପୁରୁଣ ରୂପେ ଆନନ୍ଦ ଦେବ |
ବୃଷ ରାଶି : ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ | ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ| ପରିବାର ଲୋକେ ଆପଣଙ୍କ ବିଚାରର ସମର୍ଥନ ଦେବେ | ନିଜର ପ୍ରିୟଙ୍କ ପୁରୁଣା କଥାକୁ କ୍ଷମା କରି ଆପଣ ନିଜର ଜୀବନକୁ ସୁଧାରି ପାରିବେ | କାର୍ଯ୍ୟାଳୟରେ ନିଜର ଭୁଲକୁ ସ୍ୱୀକାର କରିବା ଆପଣଙ୍କ ପକ୍ଷରେ ରହିବ | କିନ୍ତୁ ଆପଣଙ୍କୁ ତାକୁ ସୁଧାରିବା ପାଇଁ ବିସ୍ଲେସଣର ଆବଶ୍ୟକତା ଅଛି | ଆପଣଙ୍କ କାରଣରୁ ଯେମିତି କାହାକୁ କ୍ଷେତି ନ ହୋଉ, ତାଙ୍କଠୁ କ୍ଷମା ମାଗିବା ଆବଶ୍ୟକ | ମାନେ ରଖ୍ନ୍ତୁକି କେହି ଯଦି ଭୁଲ କରେ ତ, ସିଏ ଅଟେ ମୂର୍ଖ ନୁହେଁକି ବାରମ୍ବାର ଭୁଲ କରିବ | ନିଜର ସମୟ ଓ ଉର୍ଜା ଅନ୍ୟ ମାନଂକୁ ସାହାଯ୍ୟ କରିବାରେ ଲଗାନ୍ତୁ, କିନ୍ତୁ ଏମିତିଆ କଥାରେ ପଡନ୍ତୁ ନାହିଁ ଯେଉଁଥିରେ ଆପଣଙ୍କର କିଛି ନବ ଦବା ନାହିଁ | ଆଜି ଆପଣଙ୍କର ବୈବାହିକ ଜୀବନ ହସ-ଖୁସି,ପ୍ରେମ ଓ ଉଲ୍ଲାସର କେନ୍ଦ୍ର ହୋଇ ପାରେ |
ମିଥୁନ ରାଶି: ମନୀଷିକ ଶାନ୍ତି ପାଇଁ ବିବାଦ ସ୍ତୃଷ୍ଟି କରୁଥିବା କାରଣର ସମାଧାନ କରନ୍ତୁ | ଯଦି ଆପଣ ବିବାହିତା ତେବେ ଆପଣଙ୍କର ପିଲାମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ | ନଚେତ ପିଲାମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଓ ଆପଣଙ୍କର ଅନେକ ପଇସା ଖର୍ଚ୍ଚ ହୋଇପାରେ | ମାନସିକ ଚାପ ଲାଗି ରହିବ, କିନ୍ତୁ ପାରିବାରିକ ଲୋକଙ୍କ ସହଯୋଗ ମିଳିବ | କୌଣସି ଶୁଭ ଖବର କିମ୍ବା ପ୍ରିୟ ଠୁ ମିଳିଥିବା କୌଣସି ଖବର ଆପଣଙ୍କ ଖୁସିକୁ ଆହୁରି ବଢ଼େଇ ଦେବ | ଏହି ରାଶିର ବ୍ୟବସାୟୀ ମାଙ୍କନକୁ ଆଜି ଅଚାନକ ଯାତ୍ରା କରିବାକୁ ପଡ଼ିପାରେ |ଏହା ଆପଣଙ୍କ ଉପରେ ମାନସିକ ଚାପ ପକାଇପାରେ | କର୍ମଚାରୀମାନେ ଗୁଲିଖଟି ନ କରି କାମଉପରେ ଧ୍ୟାନ ଦେବା ଉଚିତ | ଆଜି ଆପଣ ସାନ ମାନଙ୍କ ସହିତ ହସ ଖୁସି ରେ ଦିନ କାଟିବେ | ବିବାହ ଆଜି ଠୁ ଅଧିକ ଅଟେ ଅଦଭୂତ କେବେ ବି ଲାଗି ନଥିଲା |
କର୍କଟ ରାଶି:ସାଙ୍ଗ ଠୁ ବିଶେଷ ପ୍ରଶଂସା ଖୁସିର କାରଣ ବନିବ|ଏହା ଏଥି ପାଇଁ କାରଣ ଆପଣ ନିଜର ଜୀବନକୁ ଗଛ ପରି ଗଢ଼ିଛନ୍ତି,ଯାହା କଡା ଖରାରେ ଠିଆ ହୋଇ ମଧ୍ୟ ଅନ୍ୟକୁ ଛାଇ ପ୍ରଦାନ କରନ୍ତି ଯଦି ଆପଣ ବିବାହିତା ତେବେ ଆପଣଙ୍କର ପିଲାମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ | ନଚେତ ପିଲାମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଓ ଆପଣଙ୍କର ଅନେକ ପଇସା ଖର୍ଚ୍ଚ ହୋଇପାରେ | ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ | ଆଜି ନିଜ ପ୍ରିୟକୁ କ୍ଷମା କରିବାକୁ ଭୁଲନ୍ତୁ ନାହିଁ | କାର୍ଯ୍ୟରେ ଧୀର ପ୍ରଗତି ହାଲୁକା ମାନସିକ ଚାପି ଦେଇ ପାରେ | ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକା ପଢ଼ି ସମୟ ଅତିବାହିତ କରିପାରିବେ | ଅପ୍ରତ୍ୟାନସୀତ ଅତିଥି ଆସିବା କାରଣରୁ ଆପଣଙ୍କ ଯୋଗାଣ ନଷ୍ଟ ହୋଇ ପାରେ , କିନ୍ତୁ ଆପଣଙ୍କ ଦିନ ଭଲ ରହିବ |
ସିଂହ ରାଶି: ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ | ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କଠାରୁ ଆର୍ଥିକ ସହାୟତା ମାଗିପାରେ | ତାଙ୍କୁ ସାହାଯ୍ୟ କଲେ ଆପଣ ଆର୍ଥିକ ଭାବରେ ପଙ୍ଗୁ ହୋଇପାରନ୍ତି | ନିଜର ଆଶାକୁ ଏମିତିଆ ବଡ ଲୋକଙ୍କ ସମାନରେ ପ୍ରକାଶିତ କରନ୍ତୁ,ଯିଏ ଆପଣଙ୍କୁ ସାହାଯ୍ୟ କରି ପାରିବେ | ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିୟନ୍ତୁ ନାହିଁ | ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କରୁଥିବା ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ କାର୍ଯ୍ୟସ୍ଥଳରେ ନିଜ ଦକ୍ଷତାର ସମ୍ପୂର୍ଣ ସଦୁପଯୋଗ କରିପାରିବେ | ଆପଣ ନିଜେ ନିଜକୁ ଭଲ ଭାବରେ ବୁଝିବା ଦରକାର | ଯଦି ଆପଣ ହଜିଗଲା ପରି ଅନୁଭବ କରୁଛନ୍ତି ତାହେଲେ ସମୟ ନେଇ ନିଜର ବ୍ୟକ୍ତିତ୍ୱକୁ ଆକଳନ କରିବାକୁ ଚେଷ୍ଟା କରନ୍ତୁ | କୌଣସି ବ୍ୟକ୍ତି ଆପଣଙ୍କ ଜୀବନସାଥୀରେ ଅଧିକ ରୁଚି ଦେଖେଇ ପାରେ, କିନ୍ତୁ ଦିନ ଶେଷ ହେଲା ବେଳେ ଆପଣ ଜାଣି ପାରିବେ କି ସେଟରେ କିଛି ଭୁଲ ନଥିଲା |
କନ୍ୟା ରାଶି: ଆଜି ଦିନ ସାରା ଆରାମ କରିବାକୁ ସୁଯୋଗ ପାଇବେ|ଆଜି ତେଲ ମାଲିସ କଲେ ଶରୀର ବ୍ୟଥାରୁ ମୁକ୍ତି ପାଇଁ ପାରିବେ ଆପଣଙ୍କର ପିତାଙ୍କର କୌଣସି ଉପଦେଶ ଆଜି ଆପଣଙ୍କୁ ଧାନ ଲାଭ କରାଇପାରେ | ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ ହୋଇ ପାରେ | ନିଜର ପ୍ରିୟକୁ ବୁଝିବାକୁ ଚେଷ୍ଟା କରନ୍ତୁ, ନଚେତ ବିପଦରେ ପଡ଼ି ପାରନ୍ତି | ନିର୍ଭୀକ ପଦକ୍ଷେପ ଓ ଯୋଜନା ଯୋଗୁଁ ହିତକାରୀ ପାରିତୋଷିକ ମିଳି ପାରେ | ଆଜି କେହି ଜଣେ ଆଧ୍ୟାତ୍ମିକ ନେତା କିମ୍ବା ଗୁରୁଜନୋଚିତ ଲୋକ ପରାମର୍ଶ ପ୍ରଦାନ କରି ପାରନ୍ତି | ଆଜି ଦିନରେ ଆପଣ ଓ ଆପଣଙ୍କ ଜୀବନ-ସାଥୀ ଗଭୀର ଆତ୍ମୀୟାପୂର୍ଣ କଥା ହୋଇ ପାରନ୍ତି |
ତୁଳା ରାଶି: ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଏହି ରାଶିର ବ୍ୟକ୍ତିମାନଙ୍କୁ ଆଜି ଜମିଜମା ମାମଲାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ନିଜର ଅତିଥି ମାନଂକ ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ | ଆପଣଙ୍କ ଏମିତିଆ ବ୍ୟବହାର ନ କେବଳ ଆପଣଙ୍କ ପରିବାରକୁ ଦୁଖୀ କରି ପାରେ, ତା ସହିତ ସମ୍ବନ୍ଧରେ ଦୂରତା ଆଣି ପାରେ | ଯେଉଁମାନେ ନିଜ ପ୍ରେମୀଙ୍କ ଠାରୁ ଦୂରରେ ରହୁଛନ୍ତି ସେମାନେ ଆଜି ପ୍ରେମୀଙ୍କୁ ମନେପକାଇ ରାତିରେ ତାଙ୍କ ସହିତ ବହୁତ ସମୟ ଫୋନେ ରେ କଥା ହୋଇପାରନ୍ତି | ଆଜି ଲାଭ ମିଳି ପାରେ,କିନ୍ତୁ ସାର୍ଟ ଏହା କି ଆପଣ ଭଲ ଭାବରେ ନିଜ କଥା ରଖନ୍ତୁ ଓ କାର୍ଯ୍ୟରେ ଉତ୍ସାହ ଦେଖନ୍ତୁ | ଚନ୍ଦ୍ରମାଙ୍କର ସ୍ଥିତି କହୁଛି ଆଜି ନିଜପାଇଁ ଆପଣଙ୍କ ହାତରେ ବହୁତ ସମୟ ରହିବ କିନ୍ତୁ ଆପଣ ତାର ଉପଯୋଗ କରିପାରିବେ ନାହିଁ | ବୈବାହିକ ଜୀବନରେ ଫଳର ଧ୍ୟାନ ରଖିବା ଆବଶ୍ୟକ | କିନ୍ତୁ ଆଜିକା ଦିନରେ ଆପଣ ଦୁଇ ଜଣ ନିଜ-ନିଜ ପାକହାକୁ ଯିବାକୁ ଚାହିଁବେ |
ବିଛା ରାଶି: ନିଜର ବିଚାରକୁ ସକରାତ୍ମକ ରଖନ୍ତୁ, କାରଣ ଆପଣଙ୍କୁ ଡର ନାର ରାକ୍ଷସର ସମ୍ମୁଖୀନ ହବାକୁ ପଡ଼ି ପାରେ | ନଚେତ ଆପଣ ନିଷ୍କରିଆ ହୋଇ ତାହାର ଶିକାର ହୋଇ ପାରନ୍ତି | ଆଜି ଆପଣଙ୍କ ଜମା ଖାତାରେ କୌଣସି ଅଜଣା ସୂତ୍ରରୁ ଅର୍ଥ ଆସିପାରେ ଯାହା ପାଇଁ ଆପଣ ବହୁତ ଖୁସି ଅନୁଭବ କରିବେ | ପାରିବାରିକ କାର୍ଯ୍ୟକ୍ରମରେ ନୂତନ ସାଙ୍ଗ ହୋଇ ପାରିବେ | କିନ୍ତୁ ତାଙ୍କୁ ବାଛିଲା ବେଳେ ସାବଧାନ ରୁହନ୍ତୁ | ଭଲ ସାଙ୍ଗ ସେହି ଖଣି ପରି ଥାନ୍ତି, ଯାହାଙ୍କୁ ଜୀବନ ଯାକ ନିଜର ହୃଦୟ ପାଖରେ ରଖି ହୁଏ | ଆଜି ଆପଣଙ୍କ ପ୍ରିୟ ଟିକେ ବିରକ୍ତ ହୋଇ ପାରନ୍ତି,ତାହା କାରଣରୁ ଆପଣଙ୍କ ମାନସିକ ଚାପି ଆହୁରି ବଢ଼ି ପାରେ | ଆପଣଙ୍କ ଚିତା କାମ-କାର୍ଯ୍ୟରେ ଫନ୍ଦି ହୋଇ ରହିବ,ଯାହା କାରଣରୁ ଆପଣଙ୍କ ପରିବାର ଲୋକ ଓ ବନ୍ଧୁ ମାନଙ୍କ ପାଇଁ ସମୟ କାଢ଼ି ପାରିବେନି | ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ | ଅଲଗା-ଅଲଗା ଚିନ୍ତାଧାରା କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବାଦ-ବିବାଦ ହୋଇ ପାରେ |
ଧନୁ ରାଶି: ଖୁସି ରହନ୍ତୁ, କାରଣ ସବୁ ଅସୁବିଧା ପାଇଁ ଏହା ବିଷ ନିରୋଧକ ଅଟେ | ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ | ଜୀବନସାଥୀ ସହିତ ନିଜର ସମ୍ପର୍କରୁ ବାଧା ଦୂର କରିବା ପାଇଁ ଉତ୍ତମ ଦିନ ଅଛି | ସମ୍ପର୍କର ଏହି ସଂବେଦନଶୀଳ ଗଣ୍ଠିରେ ଜଡ଼ିତ ଦୁଇ ଜଣଙ୍କୁ ଏହା ପାଇଁ ସମ୍ପରପିତ ହେବାକୁ ପଡ଼ିବ ଓ ପରସ୍ପର ପାଇଁ ହୃଦୟରେ ବିଶ୍ୱାସ ଓ ପ୍ରେମ ଥିବା ଦରକାର | ସ୍ଥିତି ଠିକ କରିବାର କର୍ତ୍ତବ୍ୟ ନିଜ କାନ୍ଧ ଉପରେ ନିଅନ୍ତୁ ଓ ସକରାତ୍ମକ ଭାବରେ କଥା ହୁଅନ୍ତୁ | ଯାତ୍ରା କରିବା ଯୋଗୁ ଆଜି ଆପଣଂକ ମନ ଭଲ ପାଇବା ଓ ଖୁସିରେ ଭରି ଉଠିବ | ସନ୍ତୋଷଜନକ ପରିଣାମ ପାଇବା ପାଇଁ କାର୍ଯ୍ୟକୁ ସଠିକ ଯୋଜନା ସହିତ କାର୍ଯ୍ୟକାରୀ କରନ୍ତୁ, କାର୍ଯ୍ୟସ୍ଥଳର ଅସୁବିଧା ସମାଧାନ କରିବା କାରଣରୁ ଆପଣଙ୍କୁ ମନାନସିକ ଯନ୍ତ୍ରଣାର ସମୁଖୀନ ହେବାକୁ ପଡି ପାରେ | ଆଜି ଭ୍ରମଣ ,ମନୋରଞ୍ଜନ ଓ ମିଳୀମିଶିର ବେଶୀ ଗୁରୁତ୍ୱ ଦେଇ ପାରନ୍ତି | ଆପଣ ଵିଵାହାଠୁ ଜଡିତ ପରିହାସ ସୋସିଆଲ-ମିଡ଼ିଆରେ ପଢିକି ହସୁଥିବେ | କିନ୍ତୁ ଆଜି ଯେତେ ବେଳେ ଆପଣଙ୍କ ବୈବାହିକ ଜୀବନ ଠୁ ଜଡ଼ିତ କିଛି ପ୍ରେମ ଭରା କଥା ଆସିବା ଆପଣଙ ଭାବୁକ ନ ହୋଇ ରଖି ପରାଇବେନି |
ମକର ରାଶି: ଅଧିକ ଖାଇବାଠୁ ନିଜକୁ ବର୍ଜନ କରନ୍ତୁ ଓ ସ୍ୱାସ୍ଥ୍ୟ କ୍ଲବ ନିୟମିତ ଭାବେ ଯାଆନ୍ତୁ | ବାକି ଦିନ ମାନଙ୍କ ତୁଳନାରେ ଆଜିର ଦିନ ଆର୍ଥିକ ଦୃଷ୍ଟିକୋଣରୁ ଭଲ ରହିବ | ଆଜି ଆପଣଙ୍କୁ ପର୍ୟାପ୍ତ ପରିମାଣରେ ଧାନ ପ୍ରାପ୍ତି ହେବ | ସାଙ୍ଗ ମାନଙ୍କୁ ନିଜର ସେବା କରିବା ସ୍ୱଭାବର ଲାଭ ଉଠେଇବାକୁ ଦିଅନ୍ତୁ ନାହିଁ | ଆପଣଙ୍କ ସତ୍ୟପ୍ରିୟ ଓ ସର୍ତବିହୀନ ପ୍ରେମରେ ଯାଦୁ କରିବାର ମୁଖ୍ୟ କାରଣ | ଆଜି ଦିନ ବଢିଆ ପ୍ରଦର୍ଶନ ଓ ବିଶେଷ କାର୍ଯ୍ୟ ପାଇଁ ଉତ୍ତମ ଅଟେ | ଆଜି ଆପଣଙ୍କ ପାଇଁ ଯଥେଷ୍ଟ ସମୟ ମିଳିବ ଯେତେବେଳେ ଆପଣ ଅଜିତ ଶୁଣିବା ବା ବହି ପଢ଼ିବାର ଇଛାକୁ ପୂର୍ଣ୍ଣ କରିପାରିବେ | ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଠାରେ ପ୍ରେମରେ ପଡ଼ିବେ |
କୁମ୍ଭ ରାଶି: ଶାରୀରିକ ଲାଭ ପାଇଁ,ବିଶେଷକରି ମାନସିକ ସମ୍ଭନ୍ଧରେ ଦୃଢ଼ତା ପ୍ରାପ୍ତ କରିବା ପାଇଁ ଧ୍ୟାନ ଓ ଯୋଗରେ ଆଶ୍ରିତ ହୁଅନ୍ତୁ ଆଜି ଆପଣଙ୍କୁ ଅର୍ଥ ସମ୍ପର୍କ ଅସୁବିଧା ଆସି ପାରେ – ଆପଣ ଆଜି ଅଧିକ ଖର୍ଚ୍ଚ କରିବେ କିମ୍ବା ପର୍ସ ହଜେଇ ଦେବେ- ତେଣୁ ଦାୟୀତ୍ଵହୀନ ନ ହୋଇ ଜାଗୃତ ରୁହନ୍ତୁ | ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ | ଆପଣଙ୍କୁ କାହା ସହିତ ପ୍ରଥମ ଦେଖା ପ୍ରେମ ହୋଇ ପାରେ | ଯେଉଁ ମାନେ ଆପଣଙ୍କ କାର୍ଯ୍ୟରେ ବାଧା ଦେଉଛନ୍ତି , ସେଇ ମାନେ ଆପଣଙ୍କ ଆଖି ସମାନରେ ହିଁ ତଳକୁ ଖସି ଯିବେ | ଆଜି ନିଜର ସାମାଜିକ ଜୀବନକୁ ସମୟ ଦେବାକୁ ସୁଯୋଗ ପାଇବେ ଓ ନିଜର ପସନ୍ଦର କାମ କରି ପାରିବେ | ଆଜିର ଦିନ ଆପଣଙ୍କ ଜୀବନ-ସାଥୀର ରସମୟ ପଟକୁ ଭଲ ଭାବରେ ପ୍ରସ୍ତୁତ କରିବ |
ମୀନ ରାଶି: ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ଓ ଏହା କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ଆଜି ଗୁଡ଼ାଏ ଅର୍ଥ ଯୋଜନା ଆପଣଙ୍କ ସାମନାରେ ଆସିବ, ତେଣୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ | ଗୃହ-ପ୍ରବେଶ ପାଇଁ ଅତି ଶୁଭ ଦିନ ଅଟେ | ଗତ ଦିନର ମିଠା ସ୍ମୃତି ଆପଣଙ୍କୁ ବ୍ୟସ୍ତ ରଖିବା | ଆପଣାକୁ ଅନୁଭବ ହେବକି ଆପଣଙ୍କ ପରିବାରର ସହଯୋଗ ହିଁ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଡ଼ାଈ | ଆଜିକା ଦିନଠୁ ଆରମ୍ଭ ହେଉ ଥିବା ନିର୍ମାଣର କାର୍ଯ୍ୟ ସନ୍ତୋଷଜନକ ରୂପରେ ପୁରଣ ହେବ | ବୈବାହିକ ଜୀବନରେ ଫଳର ଧ୍ୟାନ ରଖିବା ଆବଶ୍ୟକ | କିନ୍ତୁ ଆଜିକା ଦିନରେ ଆପଣ ଦୁଇ ଜଣ ନିଜ-ନିଜ ପାକହାକୁ ଯିବାକୁ ଚାହିଁବେ |