ରାଶିଫଳ (ସୋମବାର) ଅଗଷ୍ଟ ୩୧ ତାରିଖ ୨୦୨୦

ଭାଦ୍ର (ସିଂହ) ଅଗଷ୍ଟ ୩୧ ତାରିଖ ୨୦୨୦
ମେଷ – ପରିଶ୍ରମ ଅଧିକ ହେବ। ଶାରୀରିକ ସୁସ୍ଥତା ମିଳିବ। ପାରିବାରିକ ସହଯୋଗ ମିଳିବ।
ବୃଷ – ସଦଭାବନା ବୃଦ୍ଧି ପାଇବ। ସୁଖାଦ୍ୟ ଭୋଜନ ପ୍ରାପ୍ତିହେବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
ମିଥୁନ – ଭକ୍ତିଭାବ ଜାଗ୍ରତ ହେବ। ବନ୍ଧୁମାନେ ସହଯୋଗ କରିବେ। ଦିନଟି ମାଧ୍ୟମ ଫଳ ଦାୟକ ହେବ।
କର୍କଟ – ଆନନ୍ଦ ଉତ୍ସବ ମଧ୍ୟରେ ଦିନଟି କଟିବ। ଆୟ ଭଲ ହେବାର ସମ୍ଭାବନା ରହିଛି।
ସିଂହ – ସାହାଯ୍ୟ ପ୍ରାପ୍ତି ହେବ। ନୂତନ ଦ୍ରବ୍ୟ ଲାଭ ହୋଇପାରେ। ଆୟ ମଧ୍ୟମ ହେବ।
କନ୍ୟା – ନୀରବ ଭାବ ପ୍ରଦର୍ଶନ କରିବେ। ପାରିବାରିକ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ତୁଳା – ସୁଖ ସନ୍ତୋଷ ପ୍ରାପ୍ତି ଯୋଗ ରହିଛି। ଦିନଟି ଭଲରେ କଟିପାରେ।
ବିଛା – ପ୍ରାଧାନ୍ୟ ବୃଦ୍ଧି ହେବ। ପ୍ରଶଂସିତ ହୋଇପାରନ୍ତି। ଆୟ ଭଲ ହେବାର ସମ୍ଭାବନା ରହିଛି।
ଧନୁ – ଆଶାବାଦୀ ହେବେ। ହଜିଯାଇଥିବା ବସ୍ତୁ ମିଳିବାର ସମ୍ଭାବନା ରହିଛି। ଆତ୍ମସନ୍ତୋଷ ଲାଭ ହେବ।
ମକର – ସୁଖପ୍ରାପ୍ତି ହେବ। ସମ୍ମାନିତ ହୋଇପାରନ୍ତି। ଦିନଟି ଉତ୍ତମ ଫଳଦାୟକ ହେବା ସମ୍ଭାବନା ରହିଛି।
କୁମ୍ଭ – ପଥରୋଧ ଘଟିବାର ଯୋଗ ରହିଛି। ମା ଦୂର୍ଗାଙ୍କ ଉପାସନା କରନ୍ତୁ ଲାଘବ ହେବ।
ମୀନ – ଆଶ୍ଵାସନା ମିଳିବ। ନୂତନ ବନ୍ଧୁ ସହଯୋଗ କରିବେ। ଶାରୀରିକ ସୁସ୍ଥାତା ମିଳିବ।